24 ଘଣ୍ଟାରେ ଭିକାରୀରୁ ହେଇ ପାରିବେ ଧନବାନ, ବଦଳିବ ଭାଗ୍ୟ, କରନ୍ତୁ ଏହି ଉପାୟ

ପ୍ରତେକ ବ୍ୟକ୍ତି ଜୀବନରେ ଧନୀ ହେବାକୁ ଇଚ୍ଛା କରିଥାଏ । ସମାଜରେ ମାନ ସମାନ, ଧନ ରୋଜଗାର କରିବାକୁ ଇଚ୍ଛା ଆପଣଙ୍କ ମନରେ ରହିଥିବ । କିନ୍ତୁ ଅନେକ କ୍ଷେତ୍ରରେ ବିନା ପରିଶ୍ରମରେ ବ୍ୟକ୍ତି ଧାନ ଅର୍ଜନ କରିଥାଏ । କିନ୍ତୁ ଏହା ସମସ୍ତଙ୍କ ଭାଗ୍ୟରେ ନ ଥାଏ । ଅକାନ୍ତ ପରିଶ୍ରମ କରି ମଧ୍ୟ ବ୍ୟକ୍ତି ଆବଶ୍ୟକ ହେଉଥିବା ଟଙ୍କା ରୋଜଗାର କରିପାରେ ନାହି । ଯଦି ଆପଣ ଟଙ୍କା ରୋଜଗାର କରୁଛନ୍ତି ତେବେ ଆପଣ ତାହା ରଖିପାରୁ ନାହାନ୍ତି ।

ତେବେ ଆସନ୍ତା ୨୪ ଘଣ୍ଟାରେ ଏହି ସବୁ କାମ କରିଲେ ଆପଣଙ୍କର ପ୍ରତେକ କାମ ସଫଳ ହେବ ସେହି ବିଷୟରେ କହିବାକୁ ଯାଉଛୁ । ବାସ୍ତୁ ଶାସ୍ତ୍ର ରେ ଗୋଟେ ନୂଆ ଭବିଷ୍ୟତ ପାଇଁ ଏପରି ଅନେକ ଗୁଡିଏ ବାସ୍ତୁ କାର୍ଯ୍ୟ ରହିଛି ଯାହା କରିବା ଦ୍ଵାରା ବ୍ୟକ୍ତି ଜୀବନରେ ସଫଳତା ଆସିବା ସହ ଭାଗ୍ୟ ବଦଳି ଯାଇଥାଏ । ଏପରି କୌଣସି ସଫଳତା ନାହି ଯାହା ବିନା ମେହନତରେ ସଫଳ ହେବ ।

ସମାଜରେ ଧନ, ମାନ, ସମାନ କମାଇବା ପାଇଁ ନିହାତି ପରିଶ୍ରମ ଆବଶ୍ୟକ ହୋଇଥାଏ । କିନ୍ତୁ ବାସ୍ତୁ ର ସଠିକ ବ୍ୟବହାର କରିବା ଦ୍ଵାରା ଆପଣଙ୍କର ପରିଶ୍ରମ କେବେ ବି ବୃଥା ଯାଏ ନାହି । ଆପଣଙ୍କୁ ଖୁବ କମ ସମୟରେ ସଫଳତା ଆଣିଦିଏ । କଇଁଛ ର ଏପରି ଏକ ସରଳ ଉପାୟ କରିବା ଦ୍ଵାରା ଆପଣଙ୍କୁ ସଫଳତା ଆଡକୁ ଅଗ୍ରସର ହେବେ । ବାସ୍ତୁ ଶାସ୍ତ୍ର ଅନୁସାରେ କ୍ରିଷ୍ଟାଲ କଇଁଛ ବା କାଚ ସଦୃଶ କଇଁଛ ଘରକୁ ପ୍ରତେକ ମନସ୍କାମନା ପୂରଣ ହୋଇଥାଏ ।

ଏହା ସହ ଘରେ କ୍ରିଷ୍ଟାଲ କଇଁଛ ରହିବା ଶୁଭଦାୟକ ମାନାଯାଏ । ଏହା ଦ୍ଵାରା ଘରେ ମଧ୍ୟରେ ଦୈବିକ ଊର୍ଜା ର ସଂଚାଳନ ହୋଇଥାଏ । ଯାହା କୁ ଘରର ବାସ୍ତୁ, ବ୍ୟକ୍ତିଙ୍କ ଅଶୁଭ ଗ୍ରହ ରୁ ଅନୁକୂଳ କରି ବ୍ୟକ୍ତିଙ୍କ ଜୀବନର ପ୍ରତେକ ସମସ୍ଯା ଦୂର କରିଥାଏ । କଇଁଛ ଭଗବାନ କୃଷ୍ଣଙ୍କର ଗୋଟିଏ ଅବତାର ଅଟେ । ଯାହା କୁ ଉପରୁ ଶାକ୍ତ ଓ ଭିତରୁ କୋମଳ ହୋଇଥାଏ । ଯାହା ଫଳରେ ଘରର ବାହାର ଓ ଉପର ଭାଗ ରେ ଆସୁଥିବା ଖରାପ ଶକ୍ତି କୁ ନଷ୍ଟ କରିଥାଏ ।

ଏହା ସହ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । ଘରେ କ୍ରିଷ୍ଟାଲ କଇଁଛ ର ସଠିକ ବ୍ୟବହାର କରିବା ଦ୍ଵାରା ଆର୍ଥିକ ବ୍ୟବସ୍ଥାର ପରିବର୍ତ୍ତନ ହୋଇଥାଏ । ଏହା ସହ ଘରେ ମା ଲକ୍ଷ୍ମୀଙ୍କ ବାସ ସର୍ବଦା ରହିଥାଏ । ଘରକୁ କ୍ରିଷ୍ଟାଲ କଇଁଛ ଆଣିବାର ଶୁଭ ଦିନ ହେଉଛି ଗୁରୁବାର । କାରଣ ଗୁରୁବାର ମା ଲକ୍ଷ୍ମୀଙ୍କ ବାର ହୋଇଥାଏ ।

ଏହି ଦିନ ଘରେ ମହଦ୍ଯରେ କ୍ରିଷ୍ଟାଲ କଇଁଛ ର ପ୍ରବେ ଘରର ବାସ୍ତୁ, ଆର୍ଥିକ ଅବସ୍ଥା ଓ ଘରର ପ୍ରତେକ ସମସ୍ଯା ଉପରେ ଭଲ ପ୍ରଭାବ ପକାଇଥାଏ । ଏହା ସହ ଆପଣଙ୍କ ଅଫିସ ବା କାର୍ଯ୍ୟ କ୍ଷେତ୍ରରେ କ୍ରିଷ୍ଟାଲ କଇଁଛ ର ଉପସ୍ଥିତି କାର୍ଯ୍ୟରେ ସଫଳତା ଆଣିଥାଏ । କଇଁଛକୁ ଘରର ଉତ୍ତର ଦିଗରେ ଏପରି ରଖନ୍ତୁ ଯେପରି କଇଁଛର ମୁଖ ଘର ଭିତରକୁ ହୋଇ ରହିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।