Odia General Knowledge Q&A: କେଉଁ ଜୀବ ପାଣି ପିଇବା ପରେ ମରିଯାଏ ? 100 ରୁ 99 ଜଣ ଜାଣି ନଥିବେ…

ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ଆଜିକାଲି ଏକ ସାଧାରଣ ଚାକିରି ଇଣ୍ଟରଭ୍ୟୁରେ ମଧ୍ୟ ଏହିସବୁ ପ୍ରଶ୍ନ ପଚାରି ଦେଉଛନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।

୧- କେଉଁ ଦେଶରେ ମହିଳା ମାନେ ବିନା ବୁର୍ଖାରେ ବାହାରକୁ ଯାଇ ପାରନ୍ତି ନାହିଁ ?

ଉ: ସାଉଡି ଆରବ

୨- ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା କେବେ ଆରମ୍ଭ ହୋଇଥିଲା ?

ଉ: ୯ ମେ ୨୦୧୫ ରେ

୩- ଆମେରିକାର ରାଷ୍ଟ୍ରୀୟ ଖେଳ କଣ ଅଟେ ?

ଉ: ବେସ୍ ବଲ୍

୪- ଦୁନିଆର ସବୁଠୁ ଅଧିକ ସୁରକ୍ଷା କାହାକୁ ମିଳିଥାଏ ?

ଉ: ଆମେରିକାର ରାଷ୍ଟ୍ରପତି

୫- କେଉଁ ପକ୍ଷୀ କେବଳ ବର୍ଷା ଦିନରେ ପାଣି ପିଇଥାଏ ?

ଉ: ଚାତକ ପକ୍ଷୀ

୬- କୃଷିରୁ ପ୍ରଥମ ଉଦାହରଣ କେଉଁଠି ପ୍ରାପ୍ତ ହୋଇଥିଲା ?

ଉ: ମେହେରଗଡରୁ

୭- ବିଶ୍ଵର ସବୁଠାରୁ ବଡ ମସ୍ଜିଦ କେଉଁ ଦେଶରେ ଅଛି ?

ଉ: ଇରାକ

୮- ମହାତ୍ମା ଗାନ୍ଧୀଙ୍କୁ ଅର୍ଦ୍ଧ ନଗ୍ନ ଫକୀର ବୋଲି କିଏ କହିଥିଲେ ?

ଉ: ଫ୍ରାଙ୍କ ମୋରିସ

୯- ଯୋଗ ପ୍ରଦର୍ଶନର ପ୍ରବର୍ତ୍ତକ କିଏ ଅଟନ୍ତି ?

ଉ: ପତଞ୍ଜଳି

୧୦- ବିଶ୍ଵର ସବୁଠାରୁ ଅଧିକ ମୋବାଇଲ ଫୋନ କେଉଁ ଦେଶରେ ତିଆରି ହୁଏ ?

ଉ: ଚୀନ ଦେଶରେ

୧୧- ସବୁଠାରୁ ବିଷଧର ସାପର ନାମ କଣ ?

ଉ: କିଙ୍ଗ କୋବ୍ରା

୧୨- ସିନ୍ଧୁ ସଭ୍ୟତାର ସନ୍ଧାନ କିଏ କରିଥିଲେ ?

ଉ: ଦୟାରାମ ସାହାଣି

୧୩- ନୁରଜହାଁ ଙ୍କ ବାସ୍ତବିକ ନାମ କଣ ଥିଲା ?

ଉ: ମେହେରୁ ନିଶା

୧୪- କେଉଁ ଜିନିଷକୁ ସବୁ ଜିନିଧ ଡବଲ ଦେଖାଯାଏ ?

ଉ: ହାତୀ

୧୫- ବିଶ୍ଵର ସବୁଠାରୁ ଉଚ୍ଚ ଜ୍ଵାଳାମୁଖୀ ପର୍ବତର ନାମ କଣ ?

ଉ: କୋଟାପେକ୍ସି

୧୬- କୁକୁର କାମୁଡିବା ଦ୍ଵାରା କେଉଁ ରୋଗ ହୋଇଥାଏ ?

ଉ: ରେବୀଜ ରୋଗ

୧୭- ସେଇଟା କେଉଁ ଜିନିଷ ଯାହାକୁ ବ୍ୟବହାର କରିବା ପାଇଁ ପ୍ରଥମେ ଭାଙ୍ଗିବାକୁ ପଡିଥାଏ ?

ଉ: ଅଣ୍ଡା

୧୮- ବର୍ଷା ଛାଡିଲେ ଉପରକୁ ଉଠେ, ବର୍ଷା ଛାଡିଲେ ତଳକୁ ଖସେ ତାହା କଣ ?

ଉ: ଛତା

୧୯- ତାହା କଣ ଯାହାକୁ ଭାଙ୍ଗିଲା ପରେ ଲୋକମାନେ ଖୁସି ହୋଇଥାନ୍ତି ?

ଉ: ରେକର୍ଡ

୨୦- କେଉଁ ଜୀବ ପାଣି ପିଇବା ପରେ ମରିଯାଏ ?

ଉ: କଙ୍ଗାରୁ ମୂଷା

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏହିପରି ସାଧାରଣ ଜ୍ଞାନ ସମ୍ବଳିତ ପ୍ରଶ୍ନୋତ୍ତର ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।