କାଉଣ୍ଟର ଆଗରେ ଫୁଲ ମାତାଲ ହେଇ ବୁଲୁଛି ବିଲେଇ, ସୋସିଆଲ ମିଡିଆରେ ଭାଇରାଲ ହେଲା Video

ବନ୍ଧୁଗଣ, ଆଗରେ ମଦ କାଉଣ୍ଟର ଆଉ ନିଲେଇ ଫେରୁଛି ମଦ କାଉଣ୍ଟର ରୁ । ଆପଣ ଏହି ଦୃଶ୍ୟ କୁ ଦେଖିଲେ ଆପଣଙ୍କ ହସ ର ସୀମା ରହିବ ନାହିଁ । ଏହି ବିଲେଇ କୁ ବୋଧ ହୁଏ କେହି ମଦ ପିଆଇ ଦେଇଛି ନଚେତ ନିଜେ କେଉଁଠାରେ ପାଣି ଭାବି କରି ମଦ ପିଇ ଦେଇଛି । ଏହାକୁ ଦେଖିଲେ ହସ ଯେତିକି ଲାଗୁଛି କଷ୍ଟ ମଧ୍ୟ ସେତିକି ଲାଗୁଛି । ବିଲେଇ କୁ ଏଭଳି ଭାବରେ କିଏ ପିଆଇ ଦେଲା ମଦ ?

ଆପଣ ଏହାକୁ ଦେଖିଲେ ଜାଣିପାରିବେ ଯେ ବିଲେଇ ର ପାଦ କୁଆଡେ କୁଆଡେ ପଡୁଛି । ଗୋଟେ ପାଦ ପୂର୍ବକୁ ପଡିଲା ସମୟରେ ଅନ୍ୟ ଏକ ପାଦ ପଶ୍ଚିମ କୁ ପଡୁଅଛି । ବିଚାର ବିଲେଇ ମଧ୍ୟ ନିଜେ ଜାଣି ପାରୁ ନାହିଁ ଯେ ତା’ ସହିତ ହେଉଛି କ’ଣ ? ତଥା ଘଟୁଛି କ’ଣ ? ମାତ୍ର ବିଲେଇ କାହିଁକି ଜାଣିବା ଆଲ୍କୋହଲ ର ମଜା ? ଏହି ଭିଡିଓ ଟି ଦେଖିଲେ ଲାଗୁଛି ଯେ କିଏ ବୋଧ ହୁଏ ପିଆଇ ଦେଇଛି ବିଲେଇକୁ ।

ଏବଂ ବିଲେଇ ମଣିଷ ଭଳି ମଜା ବହୁତ କମ ନେଉଥିବ ମାତ୍ର ସଜା ବହୁତ ଅଧିକ ନେଉଥିବ । ମଦ କାଉଣ୍ଟର ଆଗରୁ ବିଲେଇ ଟି ଏଭଳି ଭାବରେ ଚାଲି ଆସୁଛି ମାନେ ଏହାକୁ ନିଶ୍ଚିତ କେହି ଜଣେ ମଦ ପିଆଇ ଦେଇଛନ୍ତି । ଯାହା ଫଳରେ ବିଲେଇ ଟି ଏଭଳି ଝୁମୀ ଝୁମୀ ଆସୁଛି ।

ତେବେ ଏହି ଭି-ଡି-ଓ ଟି ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ଧୃତ ଗତିରେ ଘୁରି ବୁଲିବାରେ ଲାଗିଛି । ଏବଂ ଏହାକୁ ନେଇ ବିଭିନ୍ନ ଲୋକ ଙ୍କ ବିଭିନ୍ନ ମତ ଆସିଅଛି । କିଏ କହୁଛନ୍ତି ଯେ ବିଲେଇ ନିଜେ ଯାଇ ମଦ ପିଇ ଆସିଛି ଆଉ କେହି କେହି କହୁଛନ୍ତି ଯେ ବିଲେଇ କୁ ବୋଧ ହୁଏ ଅନ୍ୟ କେହି ଜଣେ ମଦ ପିଆଇ ଦେଇଛି ।

ମାତ୍ର ଆପଣ ଏହାକୁ ଦେଖି କୁହନ୍ତୁ ଯେ ଏହିଭଳି ବିଲେଇ କୁ ମଦ ପିଆଇବା କେତେ ଦୂରେ ସଠିକ ଅଟେ ? ମଣିଷ ତ ମଣିଷ ଶେଷରେ ପଶୁ ପକ୍ଷୀ ଙ୍କୁ ମଧ୍ୟ ଏଭଳି କାଣ୍ଡ କରାଇ ମନୁଷ୍ୟ ପାପ ର ଭାଗୀଦାରୀ ହେଉଛି । ତେବେ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।