ଆଜିର ରାଶିଫଳ, 16 ଏପ୍ରିଲ 2022, ଶନିବାର, ଶନିଦେବଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୬ ଏପ୍ରିଲ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କୁ ଶାସନ ସତ୍ତା ର ସହାୟତା ପ୍ରାପ୍ତ ହେବ । ବୈବାହିକ ଜୀବନରେ ଆପଣଙ୍କର ସମୟ ସାନଦାର ରହିବ । ନିଜର କ୍ରୋଧ ଉପରେ କାବୁ ରଖନ୍ତୁ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ଦୀର୍ଘ ଦିନରୁ ଆପଣ ଯେଉଁ ସମସ୍ୟାରେ ଘେରି ହୋଇ ରହିଥିଲେ ସେଥିରୁ ମୁକ୍ତି ପାଇବେ । ମା ଲକ୍ଷ୍ମୀ ଙ୍କ କୃପାରୁ ଆପଣଙ୍କର ଅଚାନକ ଧନ ଲାଭ ହେବ । ଆପଣ ଅନ୍ୟ ମାନଙ୍କ ପ୍ରତି କୋମଳ ବ୍ୟବହାର ପ୍ରଦର୍ଶନ କରିବେ ।

ବୃଷ ରାଶି : ଆଜି ଆପଣଙ୍କୁ ଅନେକ କ୍ଷେତ୍ର ରୁ ଲାଭ ମିଳିପାରେ । କାର୍ଯ୍ୟ କ୍ଷେତ୍ର ରେ ଆପଣ ସଫଳ ହେବେ । ଅଟକି ରହିଥିବା ଟଙ୍କା ଆପଣ ଫେରି ପାଇବେ । ସମାଜରେ ମାନ ସମାନ ପ୍ରାପ୍ତ ହେବ । ଯାହା ଦ୍ଵାରା ଆପଣ ନିଜକୁ ସୌଭାଗ୍ୟଶାଳୀ ମାନେ କରିବେ । ଆପଣଙ୍କ ଦ୍ଵାରା ଆରମ୍ଭ କରା ଯାଇଥିବା ପ୍ରତେକ ଟି କାମ ସଫଳ ହେବେ । ଆପଣ ଇଞ୍ଜିନିୟର ହୋଇଥିଲେ ଆପଣଙ୍କୁ ଅଚାନକ କୌଣସି କ୍ଷେତ୍ର ରୁ ଫାଇଦା ମିଳିପାରେ ।

ମିଥୁନ ରାଶି : ପାରିବାରିକ ଜୀବନ ସୁଖମୟ ରହିବ । ଶାସନ ସତ୍ତା ର ସହାୟତା ମିଳିବ । ପରିବାର ରେ ଆଜି କିଛି ନୂଆ ଦାୟିତ୍ଵ ଆପଣ ପାଇବେ । ସମାଜରେ ଯଶ ଓ କୀର୍ତ୍ତି ସ୍ଥାପନ ହେବ । ଚାକିରି କ୍ଷେତ୍ର ରେ ଆପଣଙ୍କର ବେତନରେ ବୃଦ୍ଧି ହୋଇପାରେ । ଯେଉଁ ମାନେ ବେରୋଜଗାର ଥିଲେ ସେମାନଙ୍କୁ ରୋଜଗାର କରିବାର ଅବସର ପ୍ରାପ୍ତ ହେବ । ଆପଣଙ୍କ ମନରେ ନୂଆ ଊର୍ଜା ସୃଷ୍ଟି ହେବ । ଯାହା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ ।

କର୍କଟ ରାଶି : ଆଜି ଆପଣ ଧାର୍ମିକ କାର୍ଯ୍ୟ ରେ ବ୍ୟସ୍ତ ରେ ରହିବେ । ଯାହା ଦ୍ଵାରା ଆପଣଙ୍କର ସାମାଜିକ ଲୋକପ୍ରିୟତା ବୃଦ୍ଧି ହେବ । କୌଣସି ଗରିବ ଲୋକଙ୍କୁ ସାହାଜ୍ଯ କରନ୍ତୁ । ଆଜି ଆପଣଙ୍କର କୌଣସି ବଡ କାମ କରିବା ପାଇଁ ମନସ୍ଥ କରିବେ । ସମୟ ର ଲାଭ ଉଠାନ୍ତୁ । ଚାକିରି କ୍ଷେତ୍ର ରେ ପ୍ରଭାବ ପଡିପାରେ । ବିଦ୍ୟାର୍ଥୀ ମାନେ ପାଠ ପଢା ରେ ଆଗରେ ରହିବେ । ଆପଣଙ୍କର ଅଟକି ରହିଥିବା କାମ ପୁରା ହେବ ।

ସିଂହ ରାଶି : ଏହି ରାଶିର ଲୋକ ମାନଙ୍କର ଦାଂପତ୍ଯ ଜୀବନ ସୁଖମୟ ରହିବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଛୋଟ ଛୋଟ ସମସ୍ୟାର ଆପଣ ସମାଧାନ କରିବେ । ଯେଉଁ ମାନେ ବେରୋଜଗାର ଥିଲେ ସେମାନଙ୍କୁ ନୂଆ ଚାକିରି ମିଳିବାର ଯୋଗ ରହିଛି । କୌଣସି କ୍ଷେତ୍ର ରେ ବଡ ନିବେଶ କରିବେ । ପ୍ରେମ ଜୀବନରେ ସମୟ ଅନୁକୂଳ ରହିବ । ଆପଣ ମନ କଥା ନିଜ ସାଥି ଙ୍କୁ କହିବାର ସଠିକ ସମୟ ରହିଛି ।

କନ୍ୟା ରାଶି : ଆପଣଙ୍କର ଆମଦାନୀ ରେ ବୃଦ୍ଧି ହେବ । ମିତ୍ର ମାନଙ୍କ ଗହଣରେ ଅଧିକ ସମୟ ଅତିଅବହିତ କରିବେ । ନୂଆ ମିତ୍ରା ସ୍ଥାପନ କରିବେ । ଘର ପରିବାର ରେ ହସ ଖୁଶିର ମାହୋଲ ରହିବ । କୌଣସି ଗୁରୁତ୍ଵ ପୂର୍ଣ୍ଣ ନିସ୍ପତି ଗ୍ରହଣ କରିବେ । ଆପଣ କୌଣସି ବଡ କାମ ରେ ସଫଳ ହେବେ । ସନ୍ତାନ ମାନଙ୍କ ତରଫରୁ ଶୁଭ କାର୍ଯ୍ୟ ର ଆରମ୍ଭ ହୋଇପାରେ । ଯାହା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ ।

ତୁଳା ରାଶି : ଆଜି ଆପଣ କାହାକୁ ବି ଟଙ୍କା ଉଧାର ଦିଅନ୍ତୁ ନାହି । ଏହା ଦ୍ଵାରା ଆପଣଙ୍କର ଆର୍ଥିକ ସ୍ଥିତି ରେ ସମସ୍ଯା ହୋଇପାରେ । ଜୀବନ ସାଥି ଙ୍କ ସହ ସମ୍ପର୍କ ଭଲ ରହିବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଭବିଷ୍ୟତ ପାଇଁ ଆପଣ କିଛି ନୂଆ ଯୋଜନା ଆରାମ୍ଭ କରିବେ । ବେପାରୀ ମାନେ ବେପାର କ୍ଷେତ୍ର କୁ ନେଇ ଯାତ୍ରା କରିବେ । ଆପଣଙ୍କ ଯାତ୍ରା ଫଳପ୍ରଦ ଓ ଶୁଭଦାୟକ ରହିବ । ଅଚାନକ ଧନ ଲାଭ ହେବ ।

ବିଛା ରାଶି : ଅଫିସରେ ଆପଣଙ୍କ କାମକୁ ନେଇ ଅନ୍ୟ ମାନେ ତାରିଫ କରିବେ । ଆର୍ଥିକ ସ୍ଥିତି ମଜବୁତ ରହିବ । ଅଟକି ରହିଥିବା କାମ ପୁଣି ଥରେ ଆରମ୍ଭ ହେବ । ଜୀବନ ସାଥି ଙ୍କ ସହ ସମ୍ପର୍କ ମଧୁର ରହିବ । ଆପଣ ନିଜର ବ୍ୟବହାର ଦ୍ଵାରା ଅନ୍ୟ ର ହୃଦୟ ଜିଣିବେ । ସନ୍ତାନ ମାନଙ୍କ ତରଫରୁ ଶୁଭ ଖବର ପ୍ରାପ୍ତ ହେବ । ଚାକିରି କ୍ଷେତ୍ର ରେ ମାନ ସମାନ ବୃଦ୍ଧି ହେବ । ଛାତ୍ର ଛାତ୍ରୀ ମାନେ ପରୀକ୍ଷାରେ ସଫଳ ହେବେ ।

ଧନୁ ରାଶି : ଚାକିରି କ୍ଷେତ୍ରରେ ସଫଳ ପାଇଁ ଆପଣ ପ୍ରୟାସ କରିବେ । ଦିନ ତମାମ ଆପଣ ବ୍ୟସ୍ତତା ଭିତରେ ରହିବେ । ପାରିବାରିକ ଜୀବନ ସୁଖମୟ ରହିବ । ସନ୍ତାନ ମାନଙ୍କର ଶିକ୍ଷା କ୍ଷେତ୍ର ଉନ୍ନତି ହେବ । ପ୍ରେମ ଜୀବନରେ ସମୟ ଅନୁକୂଳ ରହିବ । ଆପଣ ନିଜ ମନ ଖୋଲି କରି ସାଥି ଙ୍କୁ କହି ପାରିବେ । ସମାଜରେ ଯଶ ଓ କୀର୍ତ୍ତି ପ୍ରତିଷ୍ଠା ହେବ । ଯାହା ଦ୍ଵାରା ଅନ୍ୟ ମାନେ ଆପଣଙ୍କର ପ୍ରଶଂସା କରିବେ । ଧାର୍ମିକ କାର୍ଯ୍ୟ ରେ ଆପଣଙ୍କର ରୁଚି ବଢିବ । କୌଣସି ମାଙ୍ଗଳିକ କାର୍ଯ୍ୟ ରେ ଯୋଗ ଦେବେ ।

ମକର ରାଶି : ଆଜି ଆପଣ କାର୍ଯ୍ୟ କ୍ଷେତ୍ର ରେ ତୀବ୍ର ଗତିରେ ପ୍ରଗତି କରିବେ । ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ହୋଇପାରେ । ପାର୍ଟନରସିପ ବେପାର ରେ ଆପଣଙ୍କୁ ବଡ ଲାଭ ମିଳିପାରେ । ଆର୍ଥିକ ଫାଇଦା ପାନଙ୍କୁ ମିଳିପାରେ । ଆପଣଙ୍କୁ ସଫଳତା ପ୍ରାପ୍ତି ପାଇଁ କଠିନ ମେହନତ କରିବାକୁ ପଡିପାରେ । ସନ୍ତାନ ମାନଙ୍କ ତରଫରୁ ଶୁଭ ସମାଚାର ପ୍ରାପ୍ତ ହେବ । ସମାଜରେ ମାନ ସମାନ ବୃଦ୍ଧି ହେବ ।

କୁମ୍ଭ ରାଶି : ଆୟ ର ନୂଆ ନୂଆ ସ୍ରୋତ ଆପଣ ପାଇବେ । ଜୀବନ ସାଥି ଙ୍କ ସହ ଦୂର ଜାଗାକୁ ଯାତ୍ରା କରିବେ । ଆପଣଙ୍କ ଯାତ୍ରା ସୁଗମ ହେବ । କୌଣସି ବଡ କାମ କରିବା ପାଇଁ ପ୍ଳାନ କରିବେ । ପ୍ରିୟଜନ ଓ ପଡୋଶୀ ମାନଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହବ । ଦୀର୍ଘ ଦିନରୁ ଯେଉଁ ସମସ୍ଯା ଲାଗି ରହିଥିଲା ତାହା ଦୂର ହେବ । ଅଟକି ରହିଥିବା ଟଙ୍କା ଫେରସ୍ତ ପାଇବେ । ସମାଜର ହିତ ପାଇଁ କିଛି ଭଲ ଅକାମ କରିବେ । ବିଦ୍ୟାର୍ଥୀ ମାନେ ଶିକ୍ଷା କ୍ଷେତ୍ର ରେ ଅଗ୍ରସର ହେବେ । ସ୍ୱାସ୍ଥ୍ୟ ଭଲ ରହିବ ।

ମୀନ ରାଶି : ଆଜି ଅଟକି ରହିଥିବା ଧନ ଆପଣ ଫେରି ପାଇବେ । ଯାତ୍ରା କରିବାର ଯୋଜନା କରିବେ । ଚାକିରି କ୍ଷେତ୍ର ରେ ଉନ୍ନତି ହେବ । ବେପାର ବାଣିଜ୍ୟ କ୍ଷେତ୍ର ରେ ଦୁଇ ଗୁଣା ଧନ ଲାଭ ହେବ । ଖାସ ମିତ୍ର ମାନଙ୍କ ସହ ଭେଟ ହୋଇପାରେ । ଯାହା ଦ୍ଵାରା ଆପଣ ଅଧିକ ସମୟ ମିତ୍ର ମାନଙ୍କ ସହ ବିତାଇବେ । ସମାଜରେ ମାନ ସମାନ ପ୍ରତିଷ୍ଠା ହେବ । ଆୟ ରେ ବୃଦ୍ଧି ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।