ସବୁ ବ୍ୟକ୍ତି ନିଜର ଜୀବନରେ କିଛି ଭଲ କରିବା ପାଇଁ ଏବଂ ପାଇବା ପାଇଁ ଚାହାନ୍ତି । କିନ୍ତୁ ଏମିତି ସମସ୍ତଙ୍କ ସହ ହୋଇନଥାଏ କି ସେ ଯାହା ଚାହେଁ, ତାକୁ ମିଳି ଯାଇଥାଏ । କେତେକ ଲୋକମାନେ ନିଜର ମନମୁତାବକ ଜିନିଷକୁ ନିଜ ଜୀବନରେ ପାଇବା ପାଇଁ ବହୁତ କଷ୍ଟ କରିଥାନ୍ତି, କିନ୍ତୁ ସେଷରେ ତାଙ୍କୁ ସଫଳତା ମିଳି ନଥାଏ । ଯେଉଁ ଲୋକମାନଙ୍କର ଭାଗ୍ୟ ତେଜ ଏବଂ ଭଲ ହୋଇଥାଏ, ତାଙ୍କୁ ଜିବନରେ ସବୁକିଛି ମିଳିଥାଏ ।
ସମସ୍ତଙ୍କର ଏହି କାମନା ଅଟେ କି ସେ ଜୀବନରେ କିଛି ବଡ କରିବେ, ଯେମିତି ସମସ୍ତେ ତାଙ୍କୁ ଜାଣି ପାରିବେ । ଅଲଗା ଅଲଗା ଜାଗାରେ କଳାଜାଇ ହେବାର ଅର୍ଥ ଅଲଗା ଅଲଗା ହୋଇଥାଏ । ବହୁତ ବର୍ଷ ହେବ ଭାରତରେ ଜ୍ୟୋତିଷ ଏବଂ ସାମୁଦ୍ରିକ ଶାସ୍ତ୍ର ଶରୀରର କିଛି ବିଭିନ୍ନ ଅଙ୍ଗକୁ ଦେଖି ବ୍ୟକ୍ତିର ଜୀବନ ର ମହତ୍ଵପୂର୍ଣ କଥା କୁହା ଯାଇଥାଏ ।
ସବୁ ବ୍ୟକ୍ତିଙ୍କର ଶରୀରରେ କୌଣସି ନା କୌଣସି କଳାଜାଇ ନିଶ୍ଚିତ ଥାଏ । ହସ୍ତରେଖା ଏବଂ ସାମୁଦ୍ରିକ ଶାସ୍ତ୍ର ରେ ଶରୀରରେ କଳାଜାଇ ସହ ଜଡିତ କିଛି ଉପାୟ କୁହା ଯାଇଛି । ଏହା ଦ୍ଵାରା କୁହାଯାଇ ପାରିବ କି ବ୍ୟକ୍ତିର ଭାଗ୍ୟରେ ବିଦେଶ ଯାତ୍ରା ଅଛି ନା ନାହିଁ । ଜ୍ୟୋତିଷରେ ଶରୀରରେ ଅଲଗା ଅଲଗା ଜାଗାରେ କଳାଜାଇ ହେବାର କାରଣ ଅଲଗା ଅଲଗା କୁହା ଯାଇଛି ।
ଆଜି ଆମେ ଆପଣ ଙ୍କୁ ଏଠି କଳାଜାଇ ସହ ଜଡିତ କିଛି ମହତ୍ବପୂର୍ଣ ତଥ୍ୟ ବିଷୟରେ କହିବାକୁ ଯାଉଛୁ ।
· ଏମିତି କୁହାଯାଏ କି ଯେଉଁ ବ୍ୟକ୍ତି ର ଗୋଡର ତଳିପାଦରେ କିମ୍ବା ଗୋଡର ଆଙ୍ଗୁଠିରେ କଳାଜାଇ ଥାଏ ସେହି ବ୍ୟକ୍ତି କେବେ ନା କେବେ ବିଦେଶ ଯାତ୍ରା କରିବ ।
· ଯେଉଁ ବ୍ୟକ୍ତିର ନାକ ସିଧା ଏବଂ ମଝିରେ କଳାଜାଇ ହୋଇଥାଏ ତେବେ ସେହି ଲୋକମାନେ ବଡ ଯାତ୍ରା କରିବାର ଅବସର ମିଳି ଥାଏ । ମୁଣ୍ଡର ଡାହାଣ ପାର୍ଶ୍ଵରେ କଳାଜାଇ ଥିବ ସେ ବହୁତ ଧନୀ ହୋଇ ପାରିବ । ବ୍ୟକ୍ତିର ଦୁଇ ହାତ ମଧ୍ୟରେ କଳାଜାଇ ଥିବା ଯଦି ବ୍ୟକ୍ତି ବିଦେଶ ଯାତ୍ରା ରେ ବି ଯାଇ ପାରିବ ।
· ଯେଉଁ ବ୍ୟକ୍ତି ମୁଣ୍ଡରେ କଳାଜାଇ ଥାଏ, ସେହି ବ୍ୟକ୍ତି ଜୀବନରେ ଭଲ ମାନ- ସମ୍ମାନ ପାଇଥାଏ ।
· ଯେଉଁ ବ୍ୟକ୍ତିର ଡାହାଣ ହାତରେ କଳାଜାଇ ଥାଏ ସେ ବ୍ୟାପାରରେ ବହୁତ ଉନ୍ନତି କରିଥାଏ ।