ଇଏ ହେଉଛନ୍ତି ନିଜ ଦମରେ ପୂରା ଟିମକୁ ହରାଇ ପାରୁଥିବା ଟପ 3 ବ୍ୟାଟ୍ସମ୍ୟାନ, ପ୍ରଥମ ନାଁ ଜାଣିଲେ ଖୁସି ହେଇଯିବେ ଆପଣ

ଆଜି କେବଳ ଭାରତର ନୁହେଁ ପୁରା ଦୁନିଆରେ କ୍ରିକେଟକୁ ପସନ୍ଦ କରା ଯାଉଅଛି । ଏହାକୁ ଦିବାନା ଭଳି ପସନ୍ଦ କରୁଛନ୍ତି ଏବଂ ଗୋଟିଏ ମ୍ୟାଚ ବି ଦେଖିବାକୁ ଛାଡୁ ନାହାନ୍ତି ଲୋକେ । ଯେତେକ ଲୋକମାନେ କ୍ରିକେଟକୁ ପସନ୍ଦ କରୁଛନ୍ତି ସେତିକି ହିଁ କ୍ରିକେଟ ଖଳାଳିମାନଙ୍କୁ ମଧ୍ୟ ପସନ୍ଦ କରୁଛନ୍ତି । ଦେଖିବାକୁ ଗଲେ କ୍ରିକେଟ ଜଗତରେ ବହୁତ ଏମିତି ଖେଳାଳି ଅଛନ୍ତି ଯେଉଁମାନେ ଏମିତି ସବୁ ରେକର୍ଡ କରିଛନ୍ତି ଯାହାକୁ ଭାଙ୍ଗିବା କାହା ପକ୍ଷେ ସମ୍ଭବ ନୁହେଁ ।

ଆଜି ଆମେ ଆପଣଙ୍କୁ ଏହି ଖେଳାଳିମାନଙ୍କ ମଧ୍ୟରୁ କିଛି ଏମିତି ଖେଳାଳିଙ୍କ ବିଷୟରେ କହିବୁ ଯାହାଙ୍କର ଏତେ ଦମ ଅଛି କି ସେମାନେ ନିଜେ ଏକୂଟିଆ କୌଣସି ଟିମକୁ ହରାଇ ପାରିବେ ।

ରୋହିତ ଶର୍ମା: :

ଏହି ଲିଷ୍ଟରେ ଯେଉଁ ପ୍ରଥମ ନାମଟି ଆସୁଛି ତାହ ଏକ ଭାରତୀୟ ଖେଳାଳି ଅଟେ । ଯାହାଙ୍କର ନାମ ରୋହିତ ଶର୍ମା ଅଟେ, ଯିଏକି କ୍ରିକେଟ ଜଗତରେ ବହୁତ ରେକର୍ଡ ନିଜ ନାମରେ କରିଛନ୍ତି । ରୋହିତ ଶର୍ମା ୨୦୧୪ ରେ ଶ୍ରୀଲଙ୍କା ବିରୁଦ୍ଧରେ ୨୬୪ ରନ ବନାଇ ଥିଲେ । ଭାରତୀୟ ଟିମରେ ତାଙ୍କର ନାମ ଦିଗ୍ଗଜ ଖେଳାଳିଙ୍କ ନାମରେ ଆସିଥାଏ ।

ଏବୀ ଡିବିଲିୟର୍ସ :

ଏହି ଲିଷ୍ଟର ଦୁତୀୟ ନମ୍ବରରେ ଏବୀ ଡିବିଲିୟର୍ସଙ୍କ ନାମ ଆସିଥାଏ । ଯିଏକି କ୍ରିକେଟ ଜଗତରେ ବହୁତ ପ୍ରାଇଜ ନିଜ ନାମରେ କରିଛନ୍ତି । ଏବୀ ଡିବିଲିୟର୍ସ ୨୦୧୫ରେ ୱେସ୍ଟଇଂଡୀଜ ବିରୁଦ୍ଧରେ ଖେଲାଯାଇଥିବା ଦିନିକିଆ ସିରିଜରେ ଗୋଟିଏ ପାରିରେ ୧୬୪ ରନ କରିଥିଲେ । ସେ ବର୍ତ୍ତମାନ କ୍ରିକେଟରୁ ସନ୍ୟାସ ନେଇସାରିଛନ୍ତି । କିନ୍ତୁ ତାଙ୍କର ରେକର୍ଡ ଆଜି ପର୍ଯ୍ଯନ୍ତ କେହି ଭାଙ୍ଗି ପାରି ନାହାନ୍ତି ।

ଡେଭିଡ ୱାର୍ନର: :

ଏହି ଲିସ୍ଟରେ ତୃତୀୟ ନମ୍ବରର ଖେଳିର କଥା କୁହାଯାଏ ତ ଡେୱିଡ ୱାର୍ନରଙ୍କର ନାମ ଆସିଥାଏ, ତାଙ୍କର ବ୍ୟାଟିଂ ଦେଖି ବୋଲର ବି ବଲ ପକାଇବା ପାଇଁ ଡରି ଥାଏ । ସେ କ୍ରିକେଟ ଜଗତରେ ବହୁତ ରେକର୍ଡ ନିଜ ନାମରେ କରିଛନ୍ତି । ଯାହାକୁ କେହି ଭାଙ୍ଗି ପାରିବେ ନାହିଁ । ସେ ନ୍ଯୂଜୀଲୈଂଡ ବିରୁଦ୍ଧରେ ୨୦୧୬ ରେ ୧୨୮ ବଳରେ ୧୫୬ ରନ କରି ଭଲ ଖେଳ ପ୍ରଦର୍ଶନ କରିଥିଲେ ।

ଆପଣଙ୍କୁ ଆମର ଏଇ ଖବର ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ଟିଏ କରିବେ ।