ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ସାରା ଓଡିଶା ରେ ଖାଲି ଗୋଟେ ଗୀନ ନାଁ ସସ୍ମିତା ଜେନା । ଯିଏ କି ଜଣେ ଭାଇରାଲ ସିଙ୍ଗର ଭାବେ ଏବେ ପରିଚିତ ହୋଇ ସାରିଲେଣି । ସସ୍ମିତା ଜେନା ଙ୍କୁ ଭୂବନେଶ୍ବର ଲିଙ୍ଗରାଜ ମନ୍ଦିର ରୁ ଉଧାର କରା ଯାଇଥିଲା ଭିକ୍ଷା କରୁଥିବା ସମୟରେ । ଏହା ପରେ ତାଙ୍କୁ ରିପୋର୍ଟର ରାହୁଲ ଲୋକଲୋଚନ କୁ ଆଣିଥିଲେ ଆଉ ତାଙ୍କର ସୁମଧୁର କଣ୍ଠ କୁ ମଧ୍ୟ ଗଣମାଧ୍ୟମ ଜରିଆରେ ଦେଖାଇ ଥିଲେ ।
ଯାହା ପରେ ତାଙ୍କୁ ସୁବାସ ଭାଇ ଯିଏ କି ମ୍ୟୁଜିକ ଡାଇରେକ୍ଟର ଗୀତ ଗାଇବାକୁ ସୁଯୋଗ ଦେଇଥିଲେ । ଏହା ପରେ ସସ୍ମିତା ଅନେକ ଗୀତ ଗାଇ ସାରିଲେଣି ଯାହା ମିଲିୟନ ମିଲିୟନ ଭିୟୁ ମଧ୍ୟ ଛୁଇଁଛି । କିନ୍ତୁ ଏହାରି ମଧ୍ୟରେ ସସ୍ମିତା ଙ୍କୁ ନେଇ ବିବାଦ ଆରମ୍ଭ ହୋଇଛି । ସୂଚନା ଅନୁଯାୟୀ ସସ୍ମିତା ରିପୋର୍ଟର ରାହୁଲ ଙ୍କ ବିରୁଦ୍ଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି କି ସେ ତାଙ୍କୁ ରାତି ଅଧ ରେ ଗୀତ ଗାଇବାକୁ ଡାକୁଛନ୍ତି ।
ଏମିତିକି ତାଙ୍କ ର ସବୁ ଟଙ୍କା ପଇସା ମାରି ନେଇ ଯାଉଛନ୍ତି । ଏହା ପରେ ରାହୁଲ ନିଜର ପ୍ରତିକ୍ରିୟା ରେ କହିଛନ୍ତି ସସ୍ମିତା ଯାହା କହୁଛନ୍ତି ସତ କହୁଛନ୍ତି । ସେ ମୋର ଭଉଣୀ ମୁଁ ତାଙ୍କର ସବୁ କଥାକୁ ଭୁଲି ଯାଉଛି । ଆଉ ତାଙ୍କୁ ଆଶୀର୍ବାଦ କରୁଛି ସେ ଆଗକୁ ଯେମିତି ଉନ୍ନତି କରନ୍ତୁ । ଏହା ପରେ ବି ସସ୍ମିତା ଙ୍କୁ ନେଇ ବିବାଦ ଜୋର ଧରିଛି ।
ତେବେ ଗତ କାଲି ସସ୍ମିତା ଜଣେ ଓକିଲ ଙ୍କ ପରାମର୍ଶ ନେଇଥିଲେ ଆଉ ବାଇଟ ମଧ୍ୟ ଦେଇଥିଲେ ଗଣମାଧ୍ୟମରେ । କିନ୍ତୁ ଆଜି ସସ୍ମିତା କହୁଛନ୍ତି କି ସେ କୌଣସି ଓକିଲ ଙ୍କୁ ଜାଣି ନାହାନ୍ତି । ମୁଁ ଯାହା ବି କହିଛି ମୋତେ ଡରା ଯାଇଥିଲା । ମୋତେ ଡରାଇ ଡରାଇ ସବୁ କୁହା ଯାଇଛି । ସସ୍ମିତା ଯେଉଁ ଷ୍ଟୂଡିଓ ରେ ଗୀତ ରେକର୍ଡିଙ୍ଗ କରୁଛନ୍ତି ସେଠାରେ ପୋଲିସ ଓ ଓକିଲ ପହଞ୍ଚି ଥିଲେ ।
ଯାହା ପରେ ସସ୍ମିତା ଉତ୍ୟକ୍ତ ହୋଇ ତାଙ୍କ ଉପରେ ବର୍ଷୀଛନ୍ତି । ମୋର କୌଣସି ଓକିଲ ନାହାନ୍ତି ମୁଁ କାହାକୁ ଚିହ୍ନି ନାହାନ୍ତି । ମୋତେ ଡରା ହୋଇଥିଲା ବାସ । ମୁଁ ଆପଣଙ୍କ ବିରୁଦ୍ଧରେ ଏଫାୟାର ଲେଖିବୀ ଆପଣ ମୋତେ ଆସି ହଇରାଣ କରୁଛନ୍ତି । ସେମାନେ ମୋତେ ଡରେଇ କି କୁହାଇଛନ୍ତି । ମୁଁ ଚାହୁଁଛି ଏଟା ସମାଧାନ ହୋଇଯାଉ । କଣ ହେବ କଣ ନାହିଁ ମୁଁ ଜାଣିନି ଆଜ୍ଞା ।
ମୋ କଥାବାର୍ତ୍ତା ରେ ତାଳମେଳ ନ ରହୁ । କଣ ଟା ସମାଧାନ ଆପଣ ମାନେ କହୁଛନ୍ତି ଆହୁରି ବଢେଇ ବଢେଇ ଚାଲିଛନ୍ତି । ମୁଁ ବାଇଟ ଦେଇ ନାହିଁ । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।