Jyotish Shastra- ମାର୍ଚ୍ଚ ମାସ ଆରମ୍ଭରୁ ହିଁ ଅଚାନକ ଚମକିବ ଏହି 2 ରାଶିର ଭାଗ୍ୟ, ହେଇଯିବେ କୋଟିପତି

ଗ୍ରହ ମାନଙ୍କର ଚଳନ ଦ୍ଵାରା ଲୋକଙ୍କର ଭାଗ୍ୟରେ ଭଲ ହୋଇଥାଏ ଓ ଖରାପ ମଧ୍ୟ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବୁ ଦୁଇଟି ରାଶି ବିଷୟରେ, କେଉଁ ଜିନିଷରେ ଭଲ ହେବ ଓ କେଉଁ ଜିନିଷରେ ବହୁତ ଖରାପ ହେବ । ନିଜ ଜୀବନରେ କେଉଁ ପରିବର୍ତନ ହେବ ଏହି ମାର୍ଚ ମାସରେ । ତେବେ ଆସନ୍ତୁ ଜାଣିବା । ଏହି ମାସରେ ସୂର୍ଯ୍ୟଙ୍କର ରାଶି ପରିବର୍ତନ ଆପଣଙ୍କ ପାଇଁ ବହୁତ ଶୁଭ ଫଳ ହେବ ଓ ନିଜ ପାଇଁ ବହୁତ ଖୁସି ଆଣିଦେବ । ସୂର୍ଯ୍ୟଙ୍କର ଏହି ସମୟରେ ଆପଣଙ୍କ ଉପରେ ବିଶେଷ କୃପା ଲାଭ କରିବେ ।

ଏହି ସମୟରେ ପୁତ୍ର ଲାଭ କରିବାରେ ଅଧିକ ସମ୍ଭାବନା ଅଛି । ଏହି ସମୟରେ ସରକାରୀ କାର୍ଯ୍ୟ ରହିଥିବା ସବୁ କାର୍ଯ୍ୟ ପୂର୍ଣ୍ଣ ହୋଇଯିବ । ସମାଜରେ ସବୁ କ୍ଷେତ୍ରରେ ଆପଣଙ୍କର ମାନ ସଂମମାନ ବଢିବ । ଏହି ମାସରେ ସୂର୍ଯ୍ୟଙ୍କର ରାଶି ପରିବର୍ତନ ଆପଣଙ୍କ ପାଇଁ ବହୁତ ଶୁଭ ଫଳ ହେବ ଓ ନିଜ ପାଇଁ ବହୁତ ଖୁସି ଆଣିଦେବ । ସୂର୍ଯ୍ୟଙ୍କର ଏହି ସମୟରେ ଆପଣଙ୍କ ଉପରେ ବିଶେଷ କୃପା ଲାଭ କରିବେ ।

ଏହି ସମୟରେ ପୁତ୍ର ଲାଭ କରିବାରେ ଅଧିକ ସମ୍ଭାବନା ଅଛି । ଏହି ସମୟରେ ସରକାରୀ କାର୍ଯ୍ୟ ରହିଥିବା ସବୁ କାର୍ଯ୍ୟ ପୂର୍ଣ୍ଣ ହୋଇଯିବ । ସମାଜରେ ସବୁ କ୍ଷେତ୍ରରେ ଆପଣଙ୍କର ମାନ ସଂମମାନ ବଢିବ । ରାଜନୈତିକ କ୍ଷେତ୍ରରେ ଅଧିକା ଲାଭ ମିଳିବ ଓ ଲୋକଙ୍କର ବହୁତ ସପକ୍ଷ ମଧ୍ୟ ଆପଣ ପାଇବେ । ଏବଂ ନିଜର ନାମ ମଧ୍ୟ ଖ୍ୟାତ ହେବ । ପୈତୃକ ସମ୍ପତି ମିଳିବାର ଅଧିକ ସୁଯୋଗ ଅଛି । ପିତାଙ୍କର ଆଶ୍ରିବାଦ ସବୁବେଳେ ଏହି ସମୟରେ ଆପଣ ପାଇବେ । ବୁଧଙ୍କର ରାଶି ପରିବର୍ତନ ହେତୁ ପରିଶ୍ରମ କମ ରହିବ ଓ ଲାଭ ଅଧିକା ପାଇବେ ।

ଆପଣଙ୍କର ଏହି ସମୟରେ ବହୁତ ଖୁସି ରହିବେ । ନିଜ ଜୀବନରେ ଯଦି ଓକିଲ, କଳାକାର, ଲେଖକ, ଜ୍ୟୋତିଷ ବିଦ୍ୟା ହେବାକୁ ଚାହୁଞ୍ଚନ୍ତି ତେବେ ସେଥିରେ ସଫଳତା ହାସଲ କରିବେ । ଯଦି ଆପଣ ମିଶି କରି ବ୍ୟବସାୟ କରୁଛନ୍ତି ତେବେ ସେଥିରେ ମଧ୍ୟ ବହୁତ ଲାଭ ପାଇବେ । ଏହି ସମୟରେ ଆପଣଙ୍କର ଅଧିକ ଖର୍ଚ ମଧ୍ୟ ହୋଇପାରେ କିନ୍ତୁ ଟିକେ ନିଜ ଖର୍ଚ ଉପରେ ନିୟତ୍ରଣ ରଖନ୍ତୁ ।

ଆପଣ ଯେକୌଣସି କାର୍ଯ୍ୟ କରିବା ଓ କହିବା ପୂର୍ବରୁ ସବୁ ବେଳେ ଭଲ ବିଚାର କରି ଓ ସେଥିରେ ଚିନ୍ତା କରି କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ । ଯଦି କଥାବାର୍ତାରେ ସଂଯମତା ନରଖନ୍ତି ତେବେ ନିଜର ଲୋକଙ୍କୁ ହିଁ ଆପଣ କିଛି ଏପରି କଥା କହିଦେବେ ଯାହାକି ଆପଣଙ୍କର ସମ୍ପର୍କ ତୁଟି ଯାଇପାରେ । ଏହି ସମୟରେ ଆପଣଙ୍କର ସବୁ ଜିନିଷରେ ବୃଦ୍ଧି ହେବ ।

କିନ୍ତୁ ଆପଣଙ୍କର ଖୁସି ପାଇଁ ଅଧିକା ଖର୍ଚ ମଧ୍ୟ ବଢିବ । ଏହି ମାର୍ଚ ମାସରେ ଏପରି କିଛି ଘଟଣା ଘଟି ବାକୁ ଯାଉଛି ଯାହାକି ଆପଣ କେବେ ହେଲେ ସେହି ଜିନିଷକୁ ଭୁଲି ପାରିବେ ନାହିଁ । ଏହି ସମୟରେ ଆପଣଙ୍କର ପ୍ରଚୁର ଧନ ଓ ଖୁସି ମଧ୍ୟ ଆଣିବ । ଯେହେତୁ ଶୁକ୍ର ଗ୍ରହ ଭଲ ସ୍ଥାନରେ ରହିବେ ଯାହା ଫଳରେ ନିଜର ସବୁ କାର୍ଯ୍ୟରେ ଲାଭବାନ ମଧ୍ୟ ହେବେ ।

ଯଦି ଆପଣ କଳାକାର ଅଟନ୍ତି ତେବେ ଆପଣଙ୍କର ବହୁତ ଭଲ ସମୟ ହେବ । ଏହି ସମୟରେ ଚଳଚିତ୍ର ଓ ମୋଡେଲିଙ୍ଗ କରିଥିବା ଲୋକ ମାନେ ବହୁତ ଆଗକୁ ବଢି ପାରନ୍ତି । ଆପଣଙ୍କର ଥିବା ସୁନ୍ଦର ଓ ସାନ୍ତ ସ୍ଵଭାବ ହେତୁ ସବୁ କାର୍ଯ୍ୟରେ ଜିତିବା ସହିତ ଅଧିକ ଧନ କମାଇବା ସହଜ ହେବ । ଯେଉଁ ମାନେ ତରଳ ପଦାର୍ଥ ବିକ୍ରି କରୁଛନ୍ତି ତେବେ ସେମାନେ ମଧ୍ୟ ଅଧିକ ଲାଭବାନ ହେବେ ।

ଏହି ଆପଣଙ୍କର କିଛି ଏପରି ପରିବର୍ତନ ହେବେ ଯାହା ନିଜେ କେବେ ହେଲେ ପୂର୍ବରୁ ଭାବି ନଥିବେ । ବିବାହିତ ଲୋକ ମାନଙ୍କ ପାଇଁ ବହୁତ ଭଲ ଦିନ ଆଣିଦେବ । ଯଦି ଆପଣ ଖେଳାଳି ଅଟନ୍ତି ତେବେ ଏହି ସମୟରେ ଆପଣଙ୍କର ବହୁତ ଲାଭ ହେବ ସହ ନିଅଜର ସଂମ୍ମାନ ମଧ୍ୟ ବଢିବ । ତେବେ ଆସନ୍ତୁ ଜାଣିବା ସେହି 2 ଟି ରାଶି ବିଷୟରେ । ସେହି ଦୁଇଟି ରାଶି ହେଉଛି ସିଂହ ରାଶି ଓ କୁମ୍ଭ ରାଶି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।