Salman NCB ରୁ ମୁକୁଳେଇ ପାରନ୍ତି Shahrukh ଙ୍କ ପୁଅ Aryan ଙ୍କୁ, Mannat ରେ ପହଞ୍ଚିଲେ Salman !

ବି-ପ-ଦ ସମୟରେ ଶାହରୁଖ ଖାନଙ୍କ ସହ ଠିଆ ହୋଇଛନ୍ତି ସଲମାନ ଖାନ । ଏକଦା ବଲିଉଡରେ ଶାହରୁଖ ଖାନଙ୍କ ବିପକ୍ଷରେ ଥିବା କୁହା ଯାଉଥିବା ସଲମାନ ଖାନ ଆଜି ପହଞ୍ଚିଥିଲେ ‘ମନ୍ନତ’ ରେ । ମନ୍ନତ ପାଖରେ ରାତି ପ୍ରାୟ ୧୦:୩୦ ସମୟରେ ଏକ ଧଳା ରଙ୍ଗର ରେଞ୍ଜ ରୋଭର ଗାଡିରେ ସଲମାନ ଖାନଙ୍କୁ ଦେଖିବାକୁ ମିଳିଥିଲା । ଏହାପରେ ସଲମାନ ଖାନଙ୍କୁ ଘେରି ଯାଇଥିଲେ ଗ-ଣ-ମା-ଧ୍ୟ-ମ ପ୍ର-ତି-ନି-ଧି । ମନ୍ନତ ବାହାରେ ଜମା ହୋଇଥିବା ଗ-ଣ-ମା-ଧ୍ୟ-ମ ପ୍ର-ତି-ନି-ଧି-ଙ୍କ ଭି-ଡ-କୁ ଭା-ଙ୍ଗି ମନ୍ନତରେ ପ୍ରବେଶ କରିଥିଲେ ସଲମାନ ଖାନ ।

ତେବେ ଦୁଃଖ ସମୟରେ ଶାହରୁଖ ଖାନଙ୍କୁ ସମବେଦନା ଜଣାଇବା ପାଇଁ ସଲମାନ ଖାନ ମନ୍ନତ ଯାଇଥିବା କଥା କୁହାଯାଉଛି । ତେବେ ଏଥିପାଇଁ ସଲମାନଙ୍କୁ ବହୁତ ସୋ-ସି-ଆ-ଲ ମି-ଡି-ଆ-ରେ କିଛି ଲୋକ ଖୁବ ପ୍ରଶଂସା କରୁଥିବା ବେଳେ ଆଉ କିଛି ଲୋକ କହୁଛନ୍ତି ସଲମାନଙ୍କ ବହୁତ ଜାଗାରେ ଖୁବ ଭଲ କ-ନେ-କ୍ସ-ନ ରହିଛି ଓ ଆର୍ୟନଙ୍କୁ ଶୀଘ୍ର ମୁକ୍ତ କରିବାରେ ଶାହରୁଖଙ୍କୁ ସାହାଯ୍ୟ କରିବେ । ସଲମାନ ନିଜେ ଅନେକ ଥର ଜେ-ଲ୍ ଯାଇ ଫେରିଛନ୍ତି ଓ ଅନେକ ନେତା ମନ୍ତ୍ରୀଙ୍କ ସହ ତାଙ୍କର ହାତ ଅଛି ।

ତେବେ ଡ୍ର-ଗ କେ-ସ-ରୁ ପୁଅକୁ ମୁ-କୁ-ଳା-ଇ-ବା ପାଇଁ ଶାହରୁଖ ଖାନଙ୍କୁ ସଲମାନ ଖାନ ସାହାଯ୍ୟ କରିବେ ବୋଲି ସବୁଆଡେ ଏବେ ଚର୍ଚ୍ଚା ହେଉଛି । ତେବେ ଆର୍ୟନଙ୍କୁ ଗୋଟିଏ ଦିନ ପାଇଁ N-C-B ରି-ମା-ଣ୍ଡ-ରେ ନେଇଛି । ମୁମ୍ବାଇରେ ଏକ କୃଜରେ ରେ-ଭ ପା-ର୍ଟି ଚାଲିଥିବା ବେଳେ ପୋ-ଲି-ସ ସୂଚନା ପାଇ ସେଠାରେ ରେ-ଡ କରିଥିଲା ଓ ଏହି ଘ-ଟ-ଣା-ରେ ଶାହରୁଖ ଖାନଙ୍କ ପୁଅ ଅୟାନ ଖାନଙ୍କ ସମେତ ଆହୁରି ୧୦ ଜଣଙ୍କୁ ମଧ୍ୟ ପୋ-ଲି-ସ ଗି-ର-ଫ କରିଥିବା ସୂଚନା ମିଳିଛି ।

ତେବେ ଆର୍ୟନଙ୍କ ରି-ମା-ଣ୍ଡ ଅବଧି ଭବିଷ୍ୟତରେ ବଢି ପାରେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଚିନ୍ତାମୁକ୍ତ ଶାହରୁଖ ଖାନ ନିଜ ପୁଅକୁ ମୁ-ଳୁ-ଳା-ଇ-ବା ପାଇଁ ଯଥାସମ୍ଭବ ଚେଷ୍ଟା ଜାରି ରଖିଛନ୍ତି । ତେବେ ଶୁଣିବାକୁ ମିଳୁଛି ଶାହରୁଖ ବହୁତ ବି-ଷା-ଦ-ଗ୍ର-ସ୍ତ ଅଛନ୍ତି । ଏପରିକି ସ୍ପେନରେ ଶୁ-ଟି-ଙ୍ଗ ହେଉଥିବା ତାଙ୍କ ଆଗାମୀ ଫିଲ୍ମ ‘ପଠାନ’ ଶୁ-ଟି-ଙ୍ଗ-କୁ ମଧ୍ୟ ବାତିଲ କରି ଦେଇଛନ୍ତି ।

ତେବେ ଏହି ମାମଲାରେ NCB ଆଗକୁ କଣ ପଦକ୍ଷେପ ନେଉଛି ଦେଖିବାକୁ ବାକି ରହିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।