ମଙ୍ଗଳବାର ଦିନ ଏହି କାମ କରୁଥିଲେ ହୋଇଯାଆନ୍ତୁ ସାବଧାନ ! ନହେଲେ ପ୍ରଭୁ ବଜରଙ୍ଗୀବାଲୀ କ୍ରୋଧିତ ହୋଇଯାଆନ୍ତି – Astrology

ପୌରାଣିକ କଥା ଅନୁସାରେ ଭଗବାନ ଶିବଙ୍କର ୧୧ ତମ ଅବତାର ହେଉଛନ୍ତି ହନୁମାନ । ପବନ ପୁତ୍ରଙ୍କୁ ହନୁମାନଙ୍କୁ କଳିଯୁଗର ଭଗବାନ ବୋଲି କୁହାଯାଏ । କୌଣସି ବ୍ଯକ୍ତିର କୁଣ୍ଡଳୀରେ ଶନି, ମଙ୍ଗଳ, ରାହୁ ଏବଂ କେତୁ ଭଳି ଗ୍ରହ ଥାଏ ସେମାନକୁ ହନୁମାନଙ୍କ ପୂଜା କରିବା ପାଇଁ ପରାମର୍ଶ ଦିଆଯାଇଥାଏ । କୁହାଯାଏ ମଙ୍ଗଳବାର ଦିନ ହନୁମାନଙ୍କ ପୂଜା କଲେ ଅନେକ ଗ୍ରହଙ୍କ ନକରାତ୍ମକ ପ୍ରଭାବ କମ ହୋଇଥାଏ । ତେଣୁ ଆଜି ଆମେ ଏମିତି କାମ କହିବୁ ଯାହା ମଙ୍ଗଳବାର କରିବା ଅନୁଚିତ ହୋଇଥାଏ ।

କାରଣ ମଙ୍ଗଳବାର ଦିନ ଏସବୁ କାମ କଲେ ଅଶୁଭ ବୋଲି କୁହାଯାଏ । ଯାହା ଫଳରେ ଆପଣଙ୍କୁ ହଠାତ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ମଙ୍ଗଳବାର ଦିନ ଭୁଲରେବି ନଖ କାଟନ୍ତୁ ନହିଁ । କାରଣ ମଙ୍ଗଳବାର ଦିନ ନଖ କାଟିଲେ, ମଙ୍ଗଳ ଗ୍ରହର କୁପ୍ରଭାବ ପଡିବା ସହ ଓ ପ୍ରଭୁ ହନୁମାନ ଅସନ୍ତୁଷ୍ଟ ହୋଇଥାନ୍ତି । ଯାହା ଫଳରେ ଆମର ଆୟୁଷ କମିଯାଇଥାଏ। ମଙ୍ଗଳବାର ନଖ କାଟିବା ଅର୍ଥ ନିଜ ଆୟୁଷ କମାଇବା । କୌଣସିବି ପରିସ୍ଥିତି ମଙ୍ଗଳବାର ଦିନ କେସ ବା ଦାଢି କାଟନ୍ତୁ ନହିଁ । ଯଦି ଏପରି କରନ୍ତି ତେବେ ଆପଣଙ୍କ ସହ ଦୁର୍ଘଟଣା ହେବାର ସମ୍ଭାବନା ରହିଛି ।

ପୂଜା କରନ୍ତୁ କିନ୍ତୁ ହୋମ କରନ୍ତୁ ନାହିଁ, କୁହାଯାଏ ହୋମ ଘରର ବାଟବରଣକୁ ସୁଦ୍ଧ କରିବା ସହ ଘରେ ସକାରାତ୍ମକ ଊର୍ଜା ସଞ୍ଚାର କରିଥାଏ । କିନ୍ତୁ ଭୁଲରେ ମଙ୍ଗଳ ବାର ଦିନ ଘରେ ହୋମ କରନ୍ତୁ ନାହିଁ ।

ମଙ୍ଗଳବାର ଦିନ କଳା ବସ୍ତ୍ର ପିନ୍ଧିବା ଅନୁଚିତ । ମଙ୍ଗଳବାର ଦିନ କଳା ବସ୍ତ୍ର ପିନ୍ଧିବା ଅନୁଚିତ । କଳା ବସ୍ତ୍ରର ସମ୍ପର୍କ ଶନିଦେବଙ୍କ ସହ ଥିବାରୁ ଅଶୁଭ ଏବଂ ହାନିକାରକ ହୋଇଥାଏ । ମାଟି ଖୋଳିବା ମଙ୍ଗଳବାର ଦିନ ଅନୁଚିତ । ମଙ୍ଗଳବାର ଦିନ କୌଣସି ଭୂମି ଖୋଳିବା ଅନୁଚିତ ।

ମଙ୍ଗଳବାର ଦିନ କୌଣସି ଗଛ ଲଗାଇବା ଉଚିତ ନୁହେଁ । ଗଛ ଲଗାଇଲେ ଭଗବାନ ହନୁମାନ କ୍ରୋଧିତ ହୋଇଥାନ୍ତି । ମଙ୍ଗଳବାର ଦିନ ଛୁରୀ, ଖଣ୍ଡା, ଅସ୍ତ୍ରଶସ୍ତ୍ର ବା ବିଜୁଳିର କୌଣସି ସାମଗ୍ରୀ କିଣିବା ଅନୁଚିତ । ଯଦି ଏସବୁ କିଣିନ୍ତି ବହୁତ କ୍ଷତି ହୋଇଥାଏ ।

ବିରି ସହିତ ଶନିଦେବଙ୍କ ସମ୍ପର୍କ ଥାଏ, ତେଣୁ ମଙ୍ଗଳବାର ଦିନ ବିରିଡାଲି ଖାଇବା ଅନୁଚିତ । ଯଦି ଆପଣ ଏମିତି କରୁଛନ୍ତି ତେବେ ଆପଣଙ୍କ ଉପରେ ଭାଗବାନ ଶନିଦେବ ପ୍ରକୋପ କରିଥାନ୍ତି ।

ଏହି ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରିବା ସହ କମେଣ୍ଟରେ ଜୟ ବଜରଙ୍ଗୀବାଲୀ ଲେଖିକି ଅବଶ୍ୟ ଜଣାନ୍ତୁ ।