ମରିଗଲେ ବି ମଙ୍ଗଳବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି 5 ଟି କାମ, ଆସିଥାଏ ଦରିଦ୍ରତା, ପୁରା ପରିବାର ହେଇଯାଏ ବର୍ବାଦ- Vastu Shastra

ହିନ୍ଦୁ ଧର୍ମ ଅନୁସାରେ ମଙ୍ଗଳବାର ଦିନଟିକୁ ବହୁତ ମାନ୍ୟତା ଦିଆଯାଇଛି । ଏହି ଦିନ ପ୍ରଭୁ ହନୁମାନଙ୍କୁ ପୂଜା କରାଯାଏ । କଳି ଯୁଗରେ ପ୍ରଭୁ ହନୁମାନଙ୍କୁ ଜାଗୃତ ଦେବାଟା ବୋଲି କୁହାଯାଇଛି । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଯେଉ ବ୍ଯକ୍ତିର କୁଣ୍ଡଳୀରେ ରାହୁ,ଶନି, ଆଦି ରାହୁ ମାନଙ୍କର ଖରାପ ପ୍ରଭାବ ରହିଥାଏ ସେମାନେ ମଙ୍ଗଳବାର ଦିନ ହନୁମାନଙ୍କର ପୂଜା ପାଠ କରିବା ଉଚିତ । ଏହି ଦିନ ହନୁମାନଙ୍କର ପୂଜା କରିଲେ ସମସ୍ତ ଦୋଷରୁ ମୁକ୍ତି ମିଳିଥାଏ ।

ଯେଉଁ ଘରେ ସଦାବେଳେ ଅଶାନ୍ତି ଲାଗି ରହିଥାଏ କିମ୍ବା ଯେଉଁ ବ୍ୟକ୍ତି ରୋଗରେ ପଡିଥାଏ ଏହି ସବୁ କଷ୍ଟକୁ ଅନୁଭବ କରୁଥିବା ମଣିଷ ମଙ୍ଗଳବାର ଦିନ ହନୁମାନଙ୍କର ପୂଜା ଆରାଧନା କରିବା ସହିତ ହନୁମାନ ଚାଳିଶା ପାଠ କରିବା ଉଚିତ । ଆଜି ଆମେ ଆପଣମାନଙ୍କୁ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ମଙ୍ଗଳବାର ଦିନ କେଉଁ କାମ କରିବା ଅନୁଚିତ ତାହା ସଂକ୍ଷିପ୍ତ ବିବରଣୀ ଦେବାକୁ ଯାଉଛୁ ।

ଯଦି ଆପଣ ସବୁ କଷ୍ଟରୁ ମୁକ୍ତି ପାଇବାକୁ ଚାହୁଁଥାନ୍ତି ତେବେ ପ୍ରତେକ ମଙ୍ଗଳବାର ଦିନ କୌଣସି ହନୁମାନଙ୍କ ମନ୍ଦିର ଯାଇ ସୋରିଷ ତେଲର ଦୀପ ଲଗାଇବା ଉଚିତ । ମନ୍ଦିରରେ ବସି ହନୁମାନ ପାଠ କରିବା ଦ୍ଵାରା ଆପଣଙ୍କ ସବୁ ସମସ୍ୟାର ସମାଧାନ ଘଟିଥାଏ । ମଙ୍ଗଳବାର ଦିନ ପୁରୁଷ ମାନଙ୍କୁ ଦାଢି ବା ଚୁଟି କା-ଟି-ବା ଉଚିତ ନୁହେ । କାରଣ ଏହି ଦିନଟି ବ୍ରହ୍ମଚାରୀ ହନୁମାନଙ୍କର ଦିନ ହୋଇଥିବାରୁ ବ୍ଯକ୍ତିର ରାଗ ସ୍ଵଭାବ କମ ହୋଇଥାଏ ।

ଯଦି ଆପଣ ମଙ୍ଗଳବାର ଦିନ ବ୍ରତ କରୁଥାନ୍ତି ତେବେ ଲୁଣ ଖାଇବା ଉଚିତ ନୁହେ । ଏହି ଦିନ ସୁହାଗର କୌଣସି ଜିନିଷ କିଣିବା ଦ୍ଵାରା ଦାଂପତ୍ଯ ଜୀବନରେ ଖରାପ ପ୍ରଭାବ ପଡିଥାଏ । ଏହା ଛଡା ଆମିଷ ଓ ମ-ଦ୍ୟ-ପା-ନ କରିବାକୁ ବର୍ଜନ କରାଯାଇଛି । ମଙ୍ଗଳବାର ଦିନ ନିଜ ବଡ ଭାଇ ସହ ଝ-ଗ-ଡା କରିବା ଉଚିତ ନୁହେ । ଏହା କରିବା ଦ୍ଵାରା ଜୀବନରେ କଷ୍ଟର ସାମନା କରିବାକୁ ପଡିଥାଏ ।

ଏହି ଦିନ ମାଛ କିଣିବା ଓ ଖାଇବାକୁ ବର୍ଜନ କରାଯାଇଛି । ଏପରି କରିଲେ ପଇସା ପାଣି ଭଳି ଖର୍ଚ୍ଚ ହୋଇଥାଏ । ଏହି ଦିନ କଳା ବସ୍ତ୍ର ଧାରଣ କରିବା ଓ କିଣିବା ଅଶୁଭ ବୋଲି ମାନଯାଏ । ମଙ୍ଗଳବାର ଦିନ ନାଲି ବସ୍ତ୍ର କିଣି ଧାରଣ କଲେ ମଙ୍ଗଳ ଗ୍ରହ କଟି ଯାଇଥାଏ । ଶନି ଓ ମଙ୍ଗଳ ଗ୍ରହର ସଂଯୋଗ ହେଉଥିବାରୁ ଏହି ଦିନ କଳା ବସ୍ତ୍ର ପିନ୍ଧିବା ଅନୁଚିତ ଅଟେ ।

ଏହି ଦିନ ଲୁହା ଜିନିଷ କିଣିବା ସହ ଷ୍ଟିଲ ବାସନ କିଣିବା ମଧ୍ୟ ଅଶୁଭ ଅଟେ । ଖାଇବା ତିଆରି କରିବା ସମୟରେ ଯେପରି ଜଳି ନ ଯାଏ ସେଥିପ୍ରତି ଧ୍ୟାନ ଦେବା ଉଚିତ । ଏହି ଦିନ କାହାକୁ ପଇସା ଧାର ଦେବା ଉଚିତ ନୁହେ । ମଙ୍ଗଳ ଗ୍ରହକୁ ଯୁଦ୍ଧର ଦେବତା ମାନା ଯାଉଥିବାରୁ ଏହି ଦିନ ଛୁ-ରୀ ଆଦି ଜିନିଷ କିଣିବା ଉଚିତ ନୁହେ । ଏହି ଦିନ ନାଲି ରଙ୍ଗର ଗାଈ ଓ କୁକୁରକୁ ରୋଟି ଖାଇବାକୁ ଦେଲେ ଘରର ସବୁ ସମସ୍ୟାର ସମାଧାନ ହୋଇଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ଟିପ୍ପଣୀଟି ଭଲ ଲାଗିଥାଏ ଗୋଟିଏ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ