ବାସନ ମାଜୁଥିଲେ ମହିଳା, ହଠାତ ଟାଣିନେଲା କୁମ୍ଭୀର… ଦଳ ଆଡେଇ ଖୋଜୁଛନ୍ତି ଲୋକ

ବାସନ ମାଜୁ ଥିଲା ବେଳେ ପାଣି ଭିତରକୁ କୁମ୍ଭୀର ଟାଣି ନେଲା ମହିଳା ଙ୍କୁ । ଯେତେବେଳେ ମହିଳା ଙ୍କୁ କୁମ୍ଭୀର ପାଣି ଭିତରକୁ ଟାଣି ନେଇଛି ସେତେବେଳେ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ଖୋଜିବା ଆରମ୍ଭ କରି ଦେଇଛନ୍ତି । ହଁ ଦର୍ଶକ ବନ୍ଧୁ ତେବେ କୁଆଡେ ବି ମିଳୁ ନାହାନ୍ତି ମହିଳା ଜଣକ । ତଥାପି ଖୋଜା ଚାଲିଛି ମହିଳା ଙ୍କୁ । ହଁ ଦର୍ଶକ ବନ୍ଧୁ ଏଭଳି ଘଟଣା ଦେଖିବାକୁ ମିଳିଛି ରାଜନଗର ଥାନା ଚାନ୍ଦି ବାଉଁଶ ମୂଳ ହାତିଆଗଡି ଗାଁ ର ଦ୍ରୁଶ୍ଯ ।

ସୂଚନା ଅନୁଯାୟୀ ମହିଳା ଜଣକ ନଦୀ କୂଳରେ ବସି ବାସନ ମାଜୁ ଥିଲେ କିନ୍ତୁ ସେ ଜାଣି ନ ଥିଲେ କୁମ୍ଭୀର ଏମିତି ଆସି ଟାଣି ନେବ । ଆଉ ମହିଳା ଙ୍କୁ ଏଭଳି ଭାବେ କୁମ୍ଭୀର ପାଣି ଭିତରକୁ ଟାଣି ନେବା ପରେ ଏବେ ମହିଳା ଙ୍କୁ ଖୋଜା ଖୋଜି କରୁଛନ୍ତି ଗ୍ରାମ ବାସୀ । ତେବେ କେନାଲ ଭିତରେ ଏ ଯାଏଁ ଖୋଜା ଖୋଜା ଚାଲିଛି କିନ୍ତୁ ମହିଳାଙ୍କର କିଛି ଖୋଜ ଖବର ମିଳୁ ନାହିଁ ।

ତେବେ ଗତ କିଛି ଦିନ ତଳେ ନିମପୁର ଗାଁ ରେ ଏଭଳି ସମାନ ଘଟନା ଦେଖିବାକୁ ମିଳିଥିଲା । ଗୋଟେ ମା କୋଳରୁ ଛୁଆ କୁ ଟାଣି ନେଇଥିଲା କୁମ୍ଭୀର । ଆଉ 10 ବର୍ଷ ପୁଅର ଜୀବନ ଚଳାଇ ଯାଇଥିଲା । ଆଉ ମା ନିଜ ଆଖି ଆଗରେ ସେହି ଦ୍ରୁଶ୍ଯ କୁ ଦେଖି ଚଟପଟ ହୋଇ ଚିତ୍କାର କରି କାନ୍ଦି ଥିଲା । ଆଉ ଆଜି ପୁଣି ଥରେ ଏଭଳି ଅଘଟଣ ଘଟି ଯାଇଛି ।

ଯାହା କି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ମହିଳା ଯେବେ ବାସନ ମାଜୁ ଥିଲେ ସେତେବେଳେ କୁମ୍ଭୀର ଏଭଳି ଟାଣି ନେଲା ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆଉ ପାଣି ଭିତରକୁ ଟାଣି ନେବା ପରେ ଆଉ ଦେଖା ଯାଉ ନାହାନ୍ତି ମହିଳା ।

ଆଉ ପିଟ ଗାଁ ଲୋକେ ଖୋଜା ଖୋଜା ଆରମ୍ଭ କରି ଦେଇଛନ୍ତି । କୁମ୍ଭୀର କେଉଁଠି ପାଣି ଭିତରକୁ ଟାଣି ନେଇଛି ତାହା କେହି ଜାଣିପାରୁ ନାହାନ୍ତି । ତେବେ ମହିଳା ଜଣକ ବଞ୍ଚିଛନ୍ତି ନା ନାହିଁ ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହିଁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।