ଜୋକ୍ସ ସବୁ ବ୍ୟକ୍ତିଙ୍କ ଉପରେ ଔଷଧ ରୂପରେ ପ୍ରଭାବ ପକାଇ ଥାଏ । ରୋଗୀ ଓ ଚିନ୍ତିତ ବ୍ୟକ୍ତିଙ୍କ ପାଇଁ ଜୋକ୍ସ କୌଣସି ଔଷଧ ଠାରୁ କମ ନୁହେଁ । କେତେକ ଲୋକମାନେ ଜୋକ୍ସ କୁ ନିଜର ପାଖପାଖି ସମ୍ପର୍କୀୟ ଓ ବନ୍ଧୁଙ୍କୁ ଟ୍ୟାଗ ବି କରନ୍ତି । ଏମିତିରେ ଆଜି ଆମେ ଆପଣଙ୍କ ପାଇଁ କିଛି ଜୋକ୍ସ ନେଇ ଆସିଛୁ । ଯାହା ଆଜିକାଲି ସୋସିଆଲ ମିଡିଆରେ ବହୁତ ଟ୍ରେଣ୍ଡରେ ଅଛି । ଏହି ଜୋକ୍ସ କୁ ସୋସିଆଲ ମିଡିଆରେ ବହୁତ ଲାଇକ ଓ ଶେୟାର କରା ଯାଉଛି ।
୧ – ଶିକ୍ଷକ – ପୁଅ ଓ ଝିଅ ମଧ୍ୟରେ କଣ ଫରକ ଅଛି…
ଛାତ୍ର – ଝିଅ ବର୍ଷକୁ ଥରେ ହିଁ ମା ହୋଇପାରିବ…
ପୁଅ ବର୍ଷକୁ ଅସଂଖ୍ୟ ପିଲାର ବାପା ହୋଇ ପାରିବ……
୨ – ଭୁଲ ସ୍ପେଲିଙ୍ଗ କାରଣରୁ…
ଗୋଟିଏ ବହିର ୧୦ ଲକ୍ଷ କପି ଦୁଇ ଦିନରେ ହିଁ ବିକ୍ରି ହୋଇଗଲା,
କହିବାକୁ ଗଲେ ଭୁଲ କେବଳ ବହିର ଟାଇଟେଲରେ ଥିଲା
ବହିର ନାମ ଥିଲା – ‘ଗୋଟିଏ ଆଇଡିଆ ଯାହା ଆପଣଙ୍କ Lifeକୁ ବଦଳାଇ ଦେବ’
ଓ ଭୁଲରେ ଲେଖା ହୋଇଥିଲା – ‘ଗୋଟିଏ ଆଇଡିଆ ଯାହା ଆପଣଙ୍କ Wifeକୁ ବଦଳାଇ ଦେବ !
୩ – ଝିଅ – ତୁମକୁ କେତେ ବର୍ଷ ?
ପୁଅ – ୨୦ ଓ ତୁମକୁ ?
ଝିଅ – ୨୦
ପୁଅ – ତେବେ ଗୋଟିଏ ୨୦ – ୨୦ ମ୍ୟାଚ ହୋଇଯାଉ ?
ଝିଅ – ୪ ଦିନ ଅପେକ୍ଷା କର
ପୁଅ – କାହିଁକି
ଝିଅ – ପଡିଆ ଓଦା ଅଛି….
୪ – ଚଉଠିରାତିରେ ଘରର ଲାଇଟ ବନ୍ଦ ଥିଲା ଓ ଝିଅ ବରର ଅପେକ୍ଷା କରୁଥିଲା
ପୁଅ କବାଟ ଖୋଲି ଘରକୁ ଆସିଲା ଓ କହିଲା
ପୁଅ – ଜଲ୍ଦି ଜଲ୍ଦି ନିଜର କପଡା ବାହାର କର
ଝିଅ କପଡା ବାହାର କରି ଦେଲା ଓ ବହୁତ ଭଲ ଭାବରେ ଦୁଇ ଜଣ ସେକ୍ସ କରିଲେ
ଏହା ପରେ ପୁଅ କହିଲା – ବର୍ତ୍ତମାନ ଜଲ୍ଦି ଜଲ୍ଦି କପଡା ପିନ୍ଧି ନିଅ
ଝିଅ – କାହିଁକି ? କଣ ହେଲା
ପୁଅ – ବର ଆସିବାର ଅଛି…..
୫ – ଗୋଟିଏ ମହିଳା ଯିଏ ବ୍ରା ପିନ୍ଧି ନ ଥିଲା, ଆଉ ଆଙ୍ଗୁର ବିକ୍ରି କରୁଥିଲା
ପପୁ କହିଲା – କ୍ଷମା କରିବେ, ଆମ୍ବ ଦେଖା ଯାଉଛି
ମହିଳା କହିଲା – ଭାଇ ସେଥିପାଇଁ ତ ଅଙ୍ଗୁର ବିକ୍ରି ହେଉଛି….
୬ – ଗୋଟିଏ ମହିଳା ବାବା ପାଖକୁ ଗଲା
ମହିଳା – ବାବା ମୋର ସ୍ଵାମୀ ଘରକୁ ଆସିବା ମାତ୍ରେ ହିଁ
ମୋ ସହିତ ମାରପିଟ କରୁଛି ।
ବାବା – ଏହି ନିଏ ଗୋଟିଏ ତାବିଜ ।
ଯେମିତି ଘରକୁ ସ୍ଵାମୀ ଆସିବେ, ଏହି ତାବିଜକୁ ନିଜ ମୁହଁରେ ରଖିବ ।
୭ ଦିନ ପରେ ମହିଳା ବାବା ପାଖକୁ ପୁଣି ଥରେ ଗଲା
ଓ କହିଲା – ବର୍ତ୍ତମାନ ମୋ ସ୍ଵାମୀ ମୋତେ ଆଉ ମାରୁ ନାହାନ୍ତି ।
ବାବା – ଏହା ତାବିଜର କାମାଲ ନୁହେଁ, ଏହା ମୁହଁ ବନ୍ଦ ରଖିବାର କମାଲ ଅଟେ…
ଆପଣଙ୍କୁ ଆମର ଏହି ସବୁ ହସକଥା ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମେ ଏମିତ ନୂଆ ଜୋକ୍ସ ସବୁ ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।