ମହିଳାମାନଙ୍କୁ ଏହି ୪ଟି କାମ କରୁଥିବା ସମୟରେ ଭୁଲରେ ବି ଦେଖନ୍ତୁ ନାହିଁ, ନଚେତ କାଙ୍ଗାଳ ହେଇଯିବେ

ସମସ୍ତେ ଆଚାର୍ଯ୍ୟ ଚାଣକ୍ୟଙ୍କୁ ଜାଣିଛନ୍ତି । ଆଚାର୍ଯ୍ୟ ଚାଣକ୍ୟ ଏକ ମହାନ ଜ୍ଞାନୀ ସହିତ ଏକ ଭଲ ନୀତିକାର ଥିଲେ । ସେ ମନୁଷ୍ୟ ଜୀବନକୁ ସୁଖମୟ କରିବା ପାଇଁ ବହୁତ ନୀତି ଗୁଡିକ ରଚନା କରିଛନ୍ତି । ଯାହାକୁ ଆମେ ଚାଣକ୍ୟ ନୀତି ନାମରେ ଜାଣିଛୁ । ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଏତେ ପ୍ରଭାବଶାଳି ଅଟେ କି ଏହା ଯେ କୌଣସି ବି ସାଧାରଣ ବ୍ୟକ୍ତିକୁ ବି ସଫଳ ବ୍ୟକ୍ତି କରି ପାରିବ ।

ଆଚାର୍ଯ୍ୟ ଚାଣକ୍ୟ ମହିଳାମାନଙ୍କ ବିଷୟରେ ବି ବହୁତ କିଛି କହିଛନ୍ତି । ମହିଳାମାନଙ୍କୁ ସମାଜରେ କେଉଁଭଳି ଭାବରେ ବ୍ୟବହାର କରିବା ଉଚିତ, ନିଜର ପତିବ୍ରତା ଧର୍ମର ପାଳନ କେମିତି କରିବା ଉଚିତ ଏହି ବିଷୟରେ ବହୁତ କିଛି କହିଛନ୍ତି । ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଚରିତ୍ରବାନ ମହିଳା ପୂଜନୀୟ ଅଟନ୍ତି ଓ ତାଙ୍କର ସର୍ବଦା ସମ୍ମାନ କରିବା ଉଚିତ । ଯେଉଁ ପୁରୁଷ କୌଣସି ଚରିତ୍ରବାନ ମହିଳାର ଅପମାନ କରିଥାଏ ଅଥବା ତାକୁ ଖରାପ ନଜରରେ ଦେଖିଥାଏ ସେ ତୁରନ୍ତ ନଷ୍ଟ ହୋଇଯାଏ । ଏହିଭଳି ବ୍ୟକ୍ତିର କେହି ବି ସମ୍ମାନ କରନ୍ତି ନାହିଁ ।

ଏହା ସହିତ ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯେଉଁ ଘରେ ମହିଳାମାନଙ୍କ ସମ୍ମାନ ହୋଇ ନ ଥାଏ ଏହିଭଳି ଘରୁ ଦେବୀ ଲକ୍ଷ୍ମୀ ଚାଲି ଯାଆନ୍ତି ଓ ଏହିଭଳି ଘରେ ରହୁଥିବା ଲୋକମାନେ କେବେ ବି ଧନୀ ହୋଇ ପାରିବେ ନାହିଁ । ସେଥିପାଇଁ ମହିଳାମାନଙ୍କୁ ସମ୍ମାନ ଦେବା ଆବଶ୍ୟକ ଅଟେ ।ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯେଉଁ ପୁରଷ ନିଜର ପତ୍ନୀ ଥିବା ସତ୍ବେ ବି ଅନ୍ୟ ସ୍ତ୍ରୀ ସହ ସମ୍ବନ୍ଧ ରଖିଥାଏ ଓ ତାହା ସହିତ ଶାରୀରିକ ସମ୍ବନ୍ଧ କରିଥାଏ ଏହିଭଳି ବ୍ୟକ୍ତି ନର୍କକୁ ଯାଇଥାଏ ।

ଶାସ୍ତ୍ରରେ ମହିଳାମାନଙ୍କୁ ଦେବୀ ଲକ୍ଷ୍ମୀଙ୍କ ସମାନ କୁହାଯାଏ । ସେଥିପାଇଁ ତାଙ୍କର ପୂଜା କରାଯାଇଥାଏ । କିନ୍ତୁ ଶାସ୍ତ୍ର ଅନୁସାରେ କିଛି ଏମିତି କାର୍ଯ୍ୟ ଅଛି ଯାହାକୁ ମହିଳା କରିଥାଏ ତେବେ ତାଙ୍କୁ ସେହି କାମ କରୁଥିବା ସମୟରେ ଦେଖିବା ଉଚିତ ନୁହେଁ । ଯଦି ଆପଣ ଦେଖୁଛନ୍ତି ତେବେ ଆପଣ ନର୍କଗାମୀ ହେବେ । ଆଜି ଆମେ ଆପଣଙ୍କୁ ଏମିତି ହିଁ ୩ଟି କାମ ବିଷୟରେ କହିବୁ ।

ସ୍ନାନ କରିବା ସମୟରେ

ଶାସ୍ତ୍ର ଅନୁସାରେ କୌଣସି ବି ସଭ୍ୟ ମନୁଷ୍ୟକୁ ଏହା କର୍ତ୍ତବ୍ୟ ହୋଇଥାଏ କି ସେ ଅନ୍ୟ ସ୍ତ୍ରୀକୁ ମାତା କିମ୍ବା ଭଉଣୀ ସମାନ ମାନନ୍ତୁ । ତାକୁ କେବେ ବି ଅନ୍ୟ ସ୍ତ୍ରୀକୁ ଗାଧୋଇବା ସମୟରେ ଦେଖିବା ଉଚିତ ନୁହେଁ । ଯଦି କୌଣସି ବିବାହିତ ପୁରୁଷ କୌଣସି ସ୍ତ୍ରୀକୁ ଏମିତି କରୁଥିବାର ଦେଖୁଛି ତେବେ ଏହା ପାପ ଅଟେ । ସେଥିପାଇଁ ଏହିଭଳି କାର୍ଯ୍ୟ କରନ୍ତୁ ନାହିଁ । ଏହା ଛଡା ମହିଳାଙ୍କୁ ଧ୍ୟାନ ରଖିବା ଉଚିତ କି ସେମାନେ କେବେ ବି ନିବସ୍ତ୍ର ହୋଇ ଗାଧୋଇବା ଉଚିତ ନୁହେଁ ।

ସନ୍ତାନକୁ କ୍ଷୀର ଦେଉ ଥିବା ସମୟରେ

ଯଦି କୌଣସି ମହିଳା ନିଜର ସନ୍ତାନକୁ ନିଜର କ୍ଷୀର ଦେଉଛି ତେବେ ତାକୁ ସେହି ସମୟରେ ଦେଖିବା ବହୁତ ବଡ ପାପ ହୋଇଥାଏ । ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି କୌଣସି ମହିଳାକୁ ଏହି ସମୟରେ ଦେଖିଥାଏ ଓ ନିଜ ମନରେ ଖରାପ ଚିନ୍ତାଧାରା ଆଣିଥାଏ ତେବେ ଏହିଭଳି ବ୍ୟକ୍ତି ନର୍କରେ ଯାଇଥାଏ । ସେଥିପାଇଁ ଏହିଭଳି ଭୁଲ କାମ କରନ୍ତୁ ନାହିଁ ।

କପଡା ବଦଳାଇବା ସମୟରେ

କୌଣସି ବି ମହିଳାର ଇଜ୍ଜତ ତାହାର ବସ୍ତ୍ରରେ ହୋଇଥାଏ । ଯେତେବେଳେ କୌଣସି ସ୍ତ୍ରୀ ବସ୍ତ୍ରହୀନ ହୋଇଥାଏ ତେବେ ସେ ନିଜର ସବୁ କିଛି ହରାଇ ଦିଏ । ଏକ ସଭ୍ୟ ପୁରୁଷର ଏହା କର୍ତ୍ତବ୍ୟ ହୋଇଥାଏ କି ସେ ମହିଳାମାନଙ୍କ ସମ୍ମାନ କରନ୍ତୁ ଓ ନା ହିଁ କି ତାଙ୍କୁ ନୀରବସ୍ତ୍ର କରିବେ । ଯେଉଁ ପୁରୁଷ କୌଣସି ମହିଳାକୁ ନୀରବସ୍ତ୍ର ଦେଖିବାକୁ ଚେଷ୍ଟା କରେ ସେ ପାପୀ ହୋଇଥାଏ ଓ ନର୍କ ଯାଇଥାଏ । ସେଥିପାଇଁ ଭୁଲରେ ବି ଅନ୍ୟ ସ୍ତ୍ରୀକୁ ନୀରବସ୍ତ୍ର ଦେଖନ୍ତୁ ନାହିଁ ।

ସମ୍ବନ୍ଧ କରିବା ସମୟରେ

ଶାରୀରିକ ସମ୍ବନ୍ଧ କରିବା ସ୍ଵାମୀ ସ୍ତ୍ରୀଙ୍କ ନିଜକ୍ରିୟା ମଧ୍ୟରେ ଗୋଟିଏ ଅଟେ । କୌଣସି ବି ସ୍ତ୍ରୀକୁ ଶାରୀରିକ ସମ୍ବନ୍ଧ କରିବା ସମୟରେ ଦେଖିବା ଉଚିତ ନୁହେଁ । ଏହିଭଳି କରିବା ଘୋର ପାପ କୁହାଯାଇଛି । ଏହିଭଳି ବ୍ୟକ୍ତିମାନେ ବି ନର୍କ ଯାଇ ଥାନ୍ତି । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।