ମହିଳାଙ୍କ ଅଜବ ଦାବି, ହଠାତ ବହୁତ ଜୋର ରେ ପବନ ଆସି କଲା ମତେ ପ୍ରେଗନେଣ୍ଟ, ମାତ୍ର 15 ମିନିଟ ରେ ହିଁ ଜନ୍ମ ହେଲା ପିଲା

ଆପଣ ମାନେ ଜାଣିଥିବେ ପିଲା କିପରି ଜନ୍ମ ହୋଇଥାଏ । ପ୍ରେଥମେ ଗୋଟିଏ ନାରୀ ଆଉ ଗୋଟିଏ ପୁରୁଷ ସହିତ ସମ୍ବନ୍ଧ ରଖିବା ପରେ ତାର ୯ ମାସ ତାଙ୍କର ପେଟରେ ରହି ବଢିଥାଏ ଓ ଏହାପରେ ପିଲାଟି ଜନ୍ମ ନେଇଥାଏ । ବିଭାଘର ସରିଲା ପରେ ଏହା ହିଁ ହେଉଛି ଏକ ମାତ୍ର ପ୍ରକ୍ରିୟା ଅଟେ । କିନ୍ତୁ ଏବେ କିଛି ଅଜବ କଥା ଶୁଣିବାକୁ ମିଳୁଛି । ଗୋଟିଏ ମହିଳା କହୁଛନ୍ତି ସେ ପବନ ମାଧ୍ୟମରେ ଗରଭବତୀ ହୋଇଛନ୍ତି ।

ଏହିପରି କିଛି ଅଦଭୂତ ଘଟଣା ଟି ଇଣ୍ଡୋନେସିଆରେ ଏକ ଜାଗାରେ ଦେଖିବାକୁ ମିଳିଛି । ତାଙ୍କର କହିବା କଥା ଅନୁସାରେ ସେ ଯେଉଁ ସମୟରେ ବାହାରେ ଥିଲେ ପବନ ମାଧ୍ୟମରେ ଗରଭବତୀ ହୋଇଥିଲେ ଓ ଏହାର ୧୫ ମିନିଟ ଭିତରେ ସେ ନରମାଲ ଦେଲିଭେରୀ ଦ୍ଵାରା ସେ ଏକ ପିଲା ଜନ୍ମ ଦେଇଥିଲେ । ତେବେ ଆସନ୍ତୁ ଜାଣିବା ଏହିଭଳି ଚମକାଇ ଦେଉଥିବା କଥା ସବୁ ଜାଣିବା ।

କହିବାକୁ ଗଲେ ଏହି କିଛି ଦିନ ଭିତରେ ଇଣ୍ଡୋନେସିଆରେ ଏକ ମହିଳା ପୁରା ଦାବି କରି କହୁଛନ୍ତି କି ସେ କୌଣସି ପୁଅଙ୍କ ସହିତ ସମ୍ପର୍କ ରଖି ନାହାନ୍ତି । ସେ ସୋଇଥିବା ସମୟରେ ପବନ ମାଧ୍ୟମରେ ସେ ଗରଭବତୀ ହୋଇଥିବାର କଥା କହୁଛନ୍ତି । ସେହି ମହିଳାଙ୍କ କହିବା କଥା ଅନୁସାରେ ମଧ୍ୟାନ ସମୟରେ ସେ ପ୍ରଥନା କରୁଥିଲେ ।

ଏହାପରେ ସେ ଆସି ତାଙ୍କର ଘରେ ଆରମ କରୁଥିଲେ । ସେ ସମୟରେ ଏକ ପବନ ମାଡି ଆସିଲା ଓ ତାଙ୍କ ଶରୀର ଭିତରେ ପଶିଗଲା । ଏହାର ୧୫ ମିନିଟ ପରେ ତାଙ୍କ ପେଟରେ କିଛି ଦରଜ ଭଳି ହେବାକୁ ଲାଗିଲା । ତାଙ୍କର ସେହି ପେଟ କିଛି ସମୟ ଭିତରେ ବଡ ହେବାକୁ ଲାଗିଲା । ଏହାପରେ ମହିଳାଙ୍କୁ ପାଖରେ ଥିବା ଏକ ମେଡିକାଲ ନିଆ ଗଲା ଓ ସେ ସେଠାରେ ନରମାଲ ଡେଲିଭେରୀ ଦ୍ଵାରା ଏକ ବହୁତ ସୁନ୍ଦର ଥିବା ପିଲାକୁ ଜନ୍ମ ଦେଲେ ।

କହିବାକୁ ଗଲେ ଏହିପରି ଜିନିଷ କେବେ ହେଲେ ହୋଇନଥାଏ । ଏହି କଥା ବହୁତ ଭାଇରାଲ ହେବା ପରେ ସେଠିକାର ଥିବା ମେଡିକାଲ କର୍ତୁପକ୍ଷ ତାଙ୍କୁ ଦେଖା କରିବାକୁ ଗଲେ ଓ ଏହାର ସତ କଥା ଦେଖିବାକୁ ଯାଇଥଲେ । ତାଙ୍କ ସହିତ କଥାବାର୍ତା ହେବା ପରେ ଜଣା ପଡିଲା କି ସେ ଆଗରୁ ବିଭାହ କରିଥିଲେ । ସେ ତାଙ୍କ ସ୍ଵାମୀଙ୍କ ସହ ମିଶି ରାହୁ ନଥିଲେ ।

ତାଙ୍କର ଏକ ଝିଅ ମଧ୍ୟ ଅଛି । ସେଠିକାର ଥିବା ମେଡିକାଲ କର୍ତୁପକ୍ଷ ପ୍ରମୁଖ ଲୋକ ସୁଲେମାନ କହିଥିଲେ କି ଯାଞ୍ଚ କରିବା ସମୟରେ ସେ ମହିଳା ଓ ସେହି ଛୁଆଟି ଭଲରେ ଥିଲେ । ମହିଳା ଜନ୍ମ ଦେଇଥିବା ପିଲାଟିର ଓଜନ ୨ କିଲୋ ୯୦୦ ଗ୍ରାମ ଥିଲା । ସେ କହିଥିଲେ କି ଏହା ଗୁପ୍ତ ଗରଭବତୀ ଅବସ୍ଥା ଅଟେ ।

ଏଥିରେ ମହିଳା ମାନଙ୍କୁ ଡେଲିଭେରୀ ପୂର୍ବରୁ ସେ ଗରଭବତୀ ଅଛନ୍ତି ବୋଲି କେବେ ହେଲେ ଜଣା ପଡେ ନାହିଁ । କହିବାକୁ ଗଲେ ଏହି କଥାକୁ ପୋଲିସ ମଧ୍ୟ ଗୁରୁତ୍ୟ ଦେଇଛନ୍ତି । ସେ ଏହି ଘଟଣାରେ ବହୁତ ଭିତରକୁ ଯାଇ ତଦାରଖ କରୁଛନ୍ତି । ପୋଲିସ ଏହାକୁ ତନ ତନ କରି ତଦାରଖ କରୁଛି ଓ ସେ ଜାଣିବାକୁ ଚେଷ୍ଟା କରୁଛି କି ସେହି ଝିଅ ସତ କହୁଛି ନା ମିଛ । ସେହି ମହିଳା ପୂର୍ବରୁ କାହା ସହିତ ସମ୍ପର୍କ ରଖିଛନ୍ତି ନାହିଁ ସେ ସେହି ବିଷୟରେ ତଦାରଖ ମଧ୍ୟ କରୁଛନ୍ତି ।

ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ