ମହିଳାଙ୍କୁ ଗର୍ଭବତୀ କଲେ ମିଳୁଛି 13ଲକ୍ଷ ଟଙ୍କା ..ଜାଣନ୍ତୁ କଣ ରହିଛି ପୁରା ଘଟଣା !

ମହିଳା ଚାହିଁ ରହିଛନ୍ତି ଗର୍ଭବତୀ ହେବା ପାଇଁ ହେଲେ କେହି ନାହାନ୍ତି । ଧନୀ ମହିଳା ମାନେ ଗର୍ଭବତୀ ପାଇଁ ଅଫର ଦେଉଛନ୍ତି । ମହିଳାଙ୍କୁ ଗର୍ଭବତୀ କରିଲେ ମିଳୁଛି 13 ଲକ୍ଷ ଟଙ୍କା । ଯିଏ ବି କେହି ମହିଳାଙ୍କୁ ଗର୍ଭବତୀ କରି ଦେବ ସେ ନିଜ ଘରକୁ 13 ଲକ୍ଷ ଟଙ୍କା ନେଇକି ଯିବ । ହଁ ଦର୍ଶକ ବନ୍ଧୁ ଏ କଥା ଟି ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ କଥା ଟି ସତ । ଏଭଳି କିଛି କଥା ଏବେ ସୋସିଆଲ ମିଡିଆରେ ବହୁଳ ମାତ୍ର ରେ ଭାଇରାଲ ହେବାରେ ଲାଗିଛି ।

କାହିଁକି ନା ଭାରତରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ମହିଳା ମାନଙ୍କୁ ଗର୍ଭବତୀ କରିଲେ ମିଳୁଛି 13 ଲକ୍ଷ ଟଙ୍କା ମିଳୁଛି ବୋଲି ଅନଲାଇନ ମାଧ୍ୟମରେ କୁହା ଯାଉଛି । ଯଦି କୌଣସି ବ୍ୟକ୍ତି ମହିଳାଙ୍କୁ ଗର୍ଭବତୀ କରି ଦେଉଛନ୍ତି ତେବେ ମିଳିବ 13 ଲକ୍ଷ ଟଙ୍କା । ଯଦି ଗର୍ଭବତୀ କରିପାରୁ ନାହାନ୍ତି ତେବେ ମଧ୍ୟ ମିଳିପାରେ 5 ଲକ୍ଷ ଟଙ୍କା । ଏବେ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ କି ଏଭଳି ଅଫର କେଉଁଠି ଦିଆ ଯାଉଛି ?

ଅଲ ଇଣ୍ଡିଆ ପ୍ରେଗନେନସି ଜବ ଅନଲାଇନ ରେ ଏହି କଥା କୁହା ଯାଇଛି । ବିହାର ର ନୱଡା ଅଞ୍ଚଳରେ କିଛି ସାଇବର ଲୁଟେରା କିଛି ଏଭଳି ଅଫର ଦେଇଛନ୍ତି । ଯେବେ ଏହି ଘଟଣା ବିଷୟରେ ବିହାର ପୋଲିସ ସୂଚନା ପାଇଥିଲା ସେତେବେଳେ ତଦନ୍ତ ଆରମ୍ଭ କରି ଦେଇଥିଲା । ଆଉ ଅଭିଯୁକ୍ତ ମନାଙ୍କୁ ଧରିବା ପାଇଁ ବିହାର ପୋଲିସ ସ୍ଥିର କରିଥିଲା । ଆଉ ଏବେ ବିହାର ପୋଲିସ 8 ଜଣ ସାଇବର ଲୁଟେରା ଙ୍କୁ ଗିରଫ କରିଛନ୍ତି ।

ଏହି ସାଇବର ଅପରାଧୀ ମାନେ ଲୋକ ମାନଙ୍କୁ ଟଙ୍କାର ଲୋଭ ଦେଖାଇ ବିପୁଳ ପରିମାଣର ଟଙ୍କା ଲୁଟିବାକୁ ଚେଷ୍ଟା କରୁଥିଲେ । ଆଉ ଏବେ ଧରା ପଡିଛନ୍ତି 8 ଜଣ ଅଭିଯୁକ୍ତ । ରେଜିଷ୍ଟ୍ରେଶନ ଫି ବାବଦକୁ 799 ଟଙ୍କା ଓ ଶିକୁରୀଟି ବାବଦ କୁ ମାସକୁ 20 ହଜାର ଟଙ୍କା ମାଗୁଥିଲେ ଏହି ସାଇବର ଅପରାଧୀ ମାନେ । ଯଦି ଏତିକି ଟଙ୍କା ଦେବେ ତେବେ ମହିଳାଙ୍କୁ ଗର୍ଭବତୀ କରି 13 ଲକ୍ଷ ଟଙ୍କା ନେବାକୁ ସାଇବର ଅପରାଧୀ ମାନେ କହୁଥିଲେ ।

ଏବଂ ଯେଉଁ ମାନେ ମହିଳା ମାନଙ୍କୁ ଗର୍ଭବତୀ ନ କରିପାରିବେ ସେମାନଙ୍କୁ 5 ଲକ୍ଷ ଟଙ୍କା ଦିଆଯିବ ବୋଲି କହୁଥିଲେ ସାଇବର ଲୁଟେରା । ଏବେ ଏହି ଅଭିଯୋଗରେ ପୋଲିସ 8 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କିନ୍ତୁ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ଅଛି । ତେବେ ଲୋକଙ୍କ ଠାରୁ ସାଇବର ଲୁଟେରା କେତେ ଟଙ୍କା ଲୁଟ କରିଛନ୍ତି ତାହା ସଠିକ ତଦନ୍ତ ପରେ ଜଣା ପଡିବ ।

ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।