Chanakya Niti- ମହିଳାଙ୍କର ଏହି 1 ଜିନିଷ କେବେ ବି ଦେଖନ୍ତୁ ନାହିଁ, ଯେଉଁ ପୁରୁଷ ଏମିତି କରିଥାଏ ଜଲ୍ଦି ହୋଇଥାଏ ତାର ବିନାଶ

ଭାରତୀୟ ଇତିହାସରେ ଚାଣକ୍ୟଙ୍କୁ ପ୍ରମୁଖ ଓ ମହାଜ୍ଞାନୀ ବିଦ୍ୟାନ ବୋଲି ମାନାଯାଏ । ଆଚାର୍ଯ୍ୟ ଚାଣକ୍ୟ ହେଉଛନ୍ତି ଜଣେ ମହାନ ଜ୍ଞାନୀ । ସେ ନିଜର ନୀତି ବଳରେ ଚାଣକ୍ୟ ନୀତି ନାମକ ଗ୍ରନ୍ଥ ରଚନା କରିଥିଲେ ।

ସେ ନିଜର ବୁଦ୍ଧି ବଳରେ ରାଜା ଚନ୍ଦ୍ରଗୁପ୍ତଙ୍କୁ ରାଜା ଗାଦିରେ ବସାଇଥିଲେ । ଆଜି ଆମେ ଆପଣ ମାନଙ୍କୁ ଚାଣକ୍ୟ ନୀତିର ଏମିତି କିଛି ନିୟମ ବିଷୟରେ କହିବାକୁ ଯାଉଛୁ । ଯେଉଁଥିରେ ନାରି ମାନଙ୍କର ଏମିତି କିଛି ଜିନିଷ ରହିଛି ଯାହାକୁ ପୁରୁଷ ମାନେ ଦେଖିବା ଉଚିତ ନୁହେ ବୋଲି ଚାଣକ୍ୟ ନୀତିରେ ଉଲ୍ଲେଖ ରହିଛି ।ଚାଣକ୍ୟଙ୍କର ନୀତି ଯୋଗୁ ମାନବ ଜୀବନରେ କଲ୍ୟାଣ ହୋଇଥାଏ । ସେ ରାଜନୀତି ବ୍ଯତୀତ ନୈତିକ ଜୀବନକୁ ନେଇ ଅନେକ କଥା ଲେହିଛନ୍ତି । ଯାହାର ପାଳନ କରିବା ଦ୍ଵାରା ଜୀବନରେ ସଫଳତା ମିଳିଥାଏ ।

ଚାଣକ୍ୟଙ୍କ କହିବା ଅନୁସାରେ ଯଦି ପୁରୁଷ ନାରୀର ଏମିତି କିଛି ଜିନିଷ ରହିଛି ଯାହାକୁ ଯଦି ଦେଖିଥାଏ ତେବେ ତାହାର ମୃ-ତ୍ୟୁ ସୁନିଶ୍ଚିନ୍ତ ହୋଇଥାଏ । ଶାସ୍ତ୍ରରେ ଏଭଳି ବ୍ୟକ୍ତିଙ୍କୁ ମହାପାପୀ ମାନାଯାଏ ।

୧- ଶାସ୍ତ୍ର ଅନୁସାରେ ଯଦି ପୁରୁଷ ନାରୀ ନିଜ ପିଲାକୁ ସ୍ତନ୍ୟପାନ କରିବା ସମୟରେ ଦେଖିଥାଏ ଓ ନିଜ ମନରେ ଖରପ ଚିନ୍ତାଧାରା ଆଣିଥାଏ ତେବେ ସେହି ବ୍ୟକ୍ତି ମହାପାପୀ ହୋଇଥାଏ । ଆଚାର୍ଯ୍ୟ ଚାଣକ୍ୟଙ୍କ କହିଅବା ଅନୁସାରେ ବ୍ୟକ୍ତି ମହିଳା ପ୍ରତି ଖରପ ମନୋଭାବ ରଖିଲେ ନିଜ ମୃତ୍ୟୁର କାରଣ ନିଜେ ହୋଇଥାଏ ।

୨- ଶାସ୍ତ୍ର ଅନୁସାରେ ନାରୀ ସ୍ନାନ କରିବା ସମୟରେ ପୁରୁଷ ଦେଖିବା ଉଚିତ ନୁହେ । ଏପରି ଯେଉଁ ବ୍ୟକ୍ତି କରିଥାଏ ସେ ମହାପାପୀ ହୋଇଥାଏ । ଆଚାର୍ଯ୍ୟ ଚାଣକ୍ୟ କହିବା ଅନୁସାରେ କୌଣସି ମହିଳାଙ୍କୁ ଲୁଚି କରି ସ୍ନାନ କରିବା ସମୟରେ ଦେଖିବା ପାପ ହୋଇଥାଏ । ତେଣୁ ଏପରି କରିବା ଉଚିତ ନୁହେ ।

୩- ଚାଣକ୍ୟ ନୀତି ଅନୁସାରେ କୌଣସି ଅନ୍ୟ ମହିଳା ମାନଙ୍କର ସ୍ତନ କେବେ ବି ଭୁଲରେ ପୁରୁଷ ମାନେ ଦେଖିବା ଉଚିତ ନୁହେ । କାରଣ ପୁରୁଷର ଲାଳନପାଳନ ନାରୀରୁ ହିଁ ହୋଇଥାଏ । ତେଣୁ ବ୍ୟକ୍ତି ଯଦି ଏହି ଭୁଲ କରିଥାଏ ତେବେ ଏହା ଘୋର ପାପ ହୋଇଥାଏ । ଶାସ୍ତ୍ର ଅନୁସାରେ ଏଭଳି ପାପ କରିଥିବା ବ୍ୟକ୍ତି ଦିତୀୟ ଥର ମାନବ ଜନ୍ମ ପାଇ ନ ଥାଏ । ତେଣୁ ଏଭଳି ଭୁଲ କମ କରିବା ଉଚିତ ନୁହେ ।

ଏହା ଥିଲା ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା ଉଲ୍ଲେଖ ହୋଇଥିବା କିଛି ମହତ୍ଵ ପୂର୍ଣ୍ଣ କଥା ଯାହାକୁ ପୁରୁଷ ମାନେ ପାଳନ କରିବା ଉଚିତ । ଏପରି କରିବା ଦ୍ଵାରା ପୁରୁଷଙ୍କର ଜୀବନରେ ସୁଖ ସମୃଦ୍ଧି ଆସିବା ସହ  ହେବା ସହ ତାଙ୍କ ପରିବାରର ମଧ୍ୟ ଭଲ ହୋଇଥାଏ । ବନ୍ଧୁଗଣ ଆମର ଏହି ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।