ମହିଳା ମାନଙ୍କର ଏହି ଜିନିଷ ଦେଖନ୍ତୁ ନାହିଁ ( ଅକାଳ ମୃତ୍ୟୁ ହେବ )

ଆଜି ଆମେ ଆପଣଙ୍କୁ ମହିଳାମାନଙ୍କ ସେହି ସମସ୍ତ ଜିନିଷ ବିଷୟରେ କହିବୁ ଯାହାକୁ ଯଦି ପୁରୁଷମାନେ ଦେଖି ଦିଅନ୍ତି ତେବେ ତାଙ୍କର ଅକାଳ ମୃତ୍ୟୁ ହୋଇଥାଏ । ଆଚାର୍ଯ୍ୟ ଚାଣକ୍ୟଙ୍କୁ ଭାରତର ଇତିହାସରେ ସବୁଠୁ ବଡ ବିଦ୍ଵାନ ଓ ଜ୍ଞାନୀ ପୁରୁଷ ବୋଲି କୁହାଯାଇଛି । ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ପୁରୁଷ ଓ ମହିଳାଙ୍କ ବିଷୟରେ ବହୁତ କିଛି କହି ଦେଇ ଯାଇଛନ୍ତି ।

ଏମିତିରେ ଚାଣକ୍ୟ ନିଜର ନୀତିରେ କହିଛନ୍ତି ଯେଉଁ ପୁରୁଷ ମହିଳାମାନଙ୍କର ଏହି ଜିନିଷକୁ ଦେଖି ନିଏ ସେ ଅଳ୍ପ ବୟସରେ ହିଁ ଏହି ଦୁନିଆକୁ ଛାଡି ଚାଲିଯାଏ । ଶାସ୍ତ୍ର ଅନୁସାରେ ଏହିଭଳି ବ୍ୟକ୍ତିଙ୍କୁ ଏହି ସଂସାରର ସବୁଠୁ ବଡ ପାପୀ ବୋଲି କୁହାଯାଏ ।

ତେବେ ଚାଳନ୍ତୁ ମହିଳାମାନଙ୍କର ସେହି ମହତ୍ଵପୂର୍ଣ ଜିନିଷ ବିଷୟରେ ଜାଣିବା ।କହିବାକୁ ଗଲେ ଛୋଟ ଶିଶୁ ଜନ୍ମର କିଛି ମାସ ପର୍ଯ୍ୟନ୍ତ ନିଜର ମାର କ୍ଷୀର ପାନ କରିଥାଏ । ଏମିତିରେ ଶାସ୍ତ୍ରରେ କୁହାଯାଇଛି କି ମା ଯଦି ନିଜ ଶିଶୁକୁ ସ୍ତନ୍ୟପାନ କରାଉଛି ଓ ସେହି ସମୟରେ ଏହି ଦୃଶ୍ୟକୁ କେଉଁ ପୁରୁଷ ଦେଖି ନେଉଛି ଓ ଏହା ପରେ ନିଜ ମନରେ ଏହାକୁ ନେଇ ଖରାପ ଚିନ୍ତାଧାରା ରଖିଥାଏ ତେବେ ସେହି ବ୍ୟକ୍ତିକୁ ଏହି ସଂସାରର ସବୁଠୁ ବଡ ପାପୀ ବୋଲି କୁହାଯାଏ ।

ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅଟେ କି ମହିଳାମାନଙ୍କୁ ଖରାପ ନଜରରେ ଦେଖେ ଓ ସେମାନଙ୍କ ପ୍ରତି ଖରାପ ଚିନ୍ତାଧାରା ରଖେ ତେବେ ସେହି ପୁରୁଷମାନେ ଅତିଶୀଘ୍ର ମୃତ୍ୟୁର ନିକଟର ହୋଇଯାଏ । ଅର୍ଥାତ ସେ ନିଜର ମୃତ୍ୟୁକୁ ନିଜେ ହିଁ ଡାକି ଥାଏ । ଏହା ସହିତ ଶାସ୍ତ୍ରରେ କୁହାଯାଇଛି କି ଯଦି ଜଣେ ମହିଳା ସ୍ନାନ କରୁଛି ଓ ଏହି ସମୟରେ ଯଦି କୌଣସି ପୁରୁଷ ସେହି ମହିଳାକୁ ଦେଖୁଛି ତେବେ ସେହି ପୁରୁଷ ପାପୀ ହୋଇଥାଏ ।

କାରଣ ମହିଳାମାନଙ୍କ ସ୍ନାନ କରୁଥିବା ସମୟର ଦୃଶ୍ୟ ଦେଖିବା ଉଚିତ ନୁହେଁ । ଏହିଭଳି କରିବା ଦ୍ଵାରା ସେହି ପୁରୁଷ ଏହି ସଂସାରର ସବୁଠୁ ବଡ ପାପର ଅଂସ ହୋଇଯାଏ । ଶାସ୍ତ୍ର ଅନୁସାରେ ଏହିଭଳି ପାପ କରୁଥିବା ବ୍ୟକ୍ତିକୁ ପୁଣି ଥରେ ମନୁଷ୍ୟ ଜନ୍ମ ମିଳେ ନାହିଁ । ସେଥିପାଇଁ ଯଦି ଆପଣ ଏହି ପାପରୁ ବଞ୍ଚିବା ପାଇଁ ଚାହୁଁଛନ୍ତି ତେବେ ଉପୋରକ୍ତ କାମ ଗୁଡିକ କରନ୍ତୁ ନାହିଁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।