ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନାରୀ ମାନଙ୍କୁ ଦୁହିତା କୁହାଯାଇଥାଏ । କାରଣ ସେମାନେ ୨ କୁଳର ହିତ ଶାଧନ କରିଥାନ୍ତି । ଗୋଟିଏ ଝିଅ ବାପା ଘରେ ଛୋଟରୁ ବଡ ହୋଇଥାଏ । ଏହାପରେ ଝିଅଟିର ବିବାହ ବୟସ ଆସିଗଲେ । ସେ ଅନ୍ୟ ଜଣେ ପୁରୁଷର ହାତ ଧରି ନିଜ ଶାଶୁଘରକୁ ଚାଲି ଆସିଥାଏ । ମହିଳା ମାନଙ୍କ କାର୍ଯ୍ୟ ଦ୍ଵାରା ସେହି ଘର ବହୁ ମାତ୍ରାରେ ପ୍ରଭାବିତ ହୋଇଥାଏ ।

ଏହି ଯେପରି ମହିଳା ମାନେ ରାତିରେ ଶୋଇବା ପୂର୍ବରୁ କିଛି କଥା ଉପରେ ନିଶ୍ଚୟ ଧ୍ୟାନ ରଖିବା ଉଚିତ । ଯେପରି ସେମାନେ ରାତ୍ରୀ ସମୟରେ ଏହି ସବୁ କାର୍ଯ୍ୟ କରିବେ ନାହିଁ । ମହିଳା ମାନେ ରାତିରେ ଶୋଇବା ପୂର୍ବରୁ ନିଜର ସଂପୂର୍ଣ୍ଣ ଶରୀରର କୌଣସି ମଧ୍ୟ ସ୍ଥାନରେ ତେଲ ଲଗାଇବା ଅନୁଚିତ । ଏପରି କରିବା ଦ୍ଵାରା ତାଙ୍କ କୁଣ୍ଡଳୀରେ ବୃହସ୍ପତିଙ୍କର ସ୍ଥିତି ଦୁର୍ବଳ ହୋଇଯାଇଥାଏ । ଯାହା ଦ୍ଵାରା ଉଭୟ ସେହି ମହିଳା ଓ ମହିଳାର ଘର ଉପରେ ଦୁର୍ଦ୍ଧଶା ପଡିଥାଏ ।
ରାତିର ଶୋଇବାର ସଙ୍ଗେ ସଙ୍ଗେ ପୂର୍ବରୁ ମହିଳା ନିଜେ କିମ୍ବା ନିଜ ଘରର କୌଣସି ସଦସ୍ୟଙ୍କୁ କ୍ଷୀର, ଦହି ପଦାର୍ଥ ଖାଇବାକୁ ଦେବା ଉଚିତ ନୁହେଁ । ଶୋଇବାର ୧ ଘଣ୍ଟା ପୂର୍ବରୁ ହିଁ କ୍ଷୀର ସେବନ କରିନେବ ଉଚିତ । ଅନେକ ମହିଳା ଶୋଇବା ସମୟରେ ନିଜ ଶରୀରରୁ ନିଜର ସମସ୍ତ ଅଳଙ୍କାର ମନ କାଢି କରି ଶୋଇଥାନ୍ତି । ହେଲେ ଏପରି କରିବା ମହିଳାଙ୍କ ପକ୍ଷେ ଜମାରୁ ମଧ୍ୟ ଶୁଭ ହୋଇନଥାଏ । ଏପରି କରିବା ଦ୍ଵାରା ସେହି ମହିଳା ନିଜ ସମ୍ମାନ ହାନୀର କାରଣ ପାଲଟିଥାଏ ।

ମହିଳା ମାନେ ଶୋଇବା ସମୟରେ ନିଜ ଶରୀରରେ ଧାରଣ କରିଥିବା ଅଳଙ୍କାରମାନ କାଢିକି ଶୋଇବା ଅନୁଚିତ । ମହିଳା ମାନେ ରାତିରେ ଶୋଇବା ସମୟରେ ନିଜ ଶରୀରରେ କୌଣସି ପ୍ରକାର ସୁଗନ୍ଧିତ ଦ୍ରବ୍ୟ ବ୍ୟବହାର କରିବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ସେହି ମହିଳାଙ୍କ ଉପରେ କୌଣସି ଖରାପ ଶକ୍ତିର କୁନଜର ପଡିବାର ସମ୍ଭାବନା ପଡିଥାଏ ।
ରାତିରେ ମହିଳା ମାନେ ଅଇଁଠା ବାସନ ପକାଇ କରି ଶୋଇବା ଅନୁଚିତ । ଏପରି କରିବା ଦ୍ଵାରା ସେହି ମହିଳାଙ୍କ ଉପରେ ମା’ ଲକ୍ଷ୍ମୀ ରୁଷ୍ଠ ହୋଇଯାଇଥାନ୍ତି । ତେଣୁ ଖାଇ ସାରିବା ପରେ ସମସ୍ତ ଅଇଁଠା ବାସନ ମାଜି କରି ଶାନ୍ତିରେ ଶୋଇବା ଉଚିତ । କୌଣସି ମହିଳା ମଧ୍ୟ ରାତିରେ ଶୋଇବା ସମୟରେ ନିଜର କେଶକୁ ମୁକୁଳା କରି ଶୋଇବା ଉଚିତ ହୋଇନଥାଏ ।

ରାତ୍ରୀ ସମୟରେ ସବୁବେଳେ ମହିଳା ନିଜ କେଶକୁ ବାନ୍ଧି କରି ଶୋଇବା ଉଚିତ । ମହିଳା ମାନେ ରାତ୍ରୀରେ ସଂପୂର୍ଣ୍ଣ ଭାବେ ଉଲଗ୍ନ ହୋଇ ଶୋଇବା ଅନୁଚିତ । ମହିଳା ମାନେ ଶୋଇବା ସମୟରେ ନିଜର ପାଦକୁ ପୂର୍ବ କିମ୍ବା ଦକ୍ଷିଣ ଦିଗକୁ କରି ଶୋଇବା ଅନୁଚିତ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ