ମହାଷ୍ଟମୀରେ କାନ୍ଦୁଛି ମାଆ, ଜନ୍ମ କଲା ପୁଅ ବିଷୟରେ କଣ କହୁଛନ୍ତି ଦେଖି ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ଆଜି ମାଆଙ୍କର ମହାଷ୍ଟମୀ ପୂଜା । ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମାଆ ଦୂର୍ଗା । କିନ୍ତୁ ଏପଟେ ଥାନା ବାରଣ୍ଡାରେ ବସି କଇଁ କଇଁ ହୋଇ କା-ନ୍ଦୁ-ଛ-ନ୍ତି ଆଉ ଜଣେ ମାଆ । ସାତ ଝିଅଙ୍କ ପରେ କେତେ ମା-ନ-ସି-କ ବ୍ରତ ପରେ ପୁଅଟିଏ ଜନ୍ମ ଦେଇଥିଲେ । ଗୋଟିଏ ପୁଅ ବୋଲି ଖୁବ ପ୍ରେମରେ ତାକୁ ବଡ କରିଥିଲେ । ଦଶ ମାସ ଦଶ ଦିନ ଗ-ର୍ଭ ଯ-ନ୍ତ୍ର-ଣା ସାହି ପୁଅକୁ ଜନ୍ମ କରିଥିବା ମାଆ ଆଜି ଥା-ନା ବାରଣ୍ଡାରେ ବସି ନ୍ୟା-ୟ ମାଗୁଛି ।

ପରିଣତ ବୟସରେ ପୁଅ ଆଶାବାଡି ହେବ ବୋଲି ଭାବିଥିବା ମାଆ ଜାଣି ନଥିଲା କି ପୁଅ ହାତରୁ ଚା-ପୁ-ଡା ଖାଇବାକୁ ପଡିବ । ବୟସ ୭୫ ଟପିଥିଲେ ମଧ୍ୟ ଏହି ବୟସରେ ଭୁବନେଶ୍ବରରେ ପର ଦୁଆରେ ରହି କାମ କରି ପୁଅକୁ ଟଙ୍କା ପଠାଉଥିଲେ । କିନ୍ତୁ କରୋନା କାଳରେ ବୁଢୀ ମା ଗାଁ କୁ ଫେରିବାରୁ ପୁଅ ଆରମ୍ଭ କରି ଦେଇଥିଲା ମା-ଡ ଗା-ଳି ।

ମାଆ ଜଣକ କା-ନ୍ଦି କା-ନ୍ଦି କହୁଛନ୍ତି କି, ‘ମୋ ପୁଅ କାନ ମୂଳକୁ ଚା-ପୁ-ଡା ମା-ରି-ଲା ମୋ ପୁଅ ।’ ଏତେ ଗେଲ୍ହାରେ ବଢେଇଥିବା ମା’କୁ ମା-ରି-ବା-କୁ ତା ହାତ ଗଲା କେମିତି ? କେବଳ ଏତିକି ନୁହେଁ, ଅଣ୍ଟା ଯେତେବେଳେ ଭାଙ୍ଗି ପଡିବ ସେତେବେଳେ ବୋହୂ ମୋର ସେବା ଯତ୍ନ କରିବ କହି ମା ବୋହୂ ବି ଆଣିଥିଲା । କିନ୍ତୁ ବୋହୂ ବି ପୁଅ ସାଙ୍ଗରେ ପଡି ତାଙ୍କୁ ନି-ର୍ଯ୍ୟା-ତ-ନା ଦେଲା ।

ଏହି ମାଆ ଜଣକ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଚତଳ ପଞ୍ଚାୟତର ଛତୁବାଟି ଗାଁ ର କମଳା ବିଶ୍ଵାଳ । ସେ ଆଜି ପୁଅ ବି-ରୋ-ଧ-ରେ ଥା-ନା-ର ଦ୍ଵାରସ୍ଥ ହୋଇଛନ୍ତି । ଗୋଟିଏ ବୋଲି ପୁଅ ଉପରେ କାହିଁକି ବା ମି-ଛ ଅ-ଭି-ଯୋ-ଗ କରିବ ବୁଢୀ ମା ? କିନ୍ତୁ ସେପଟେ ପୁଅ କହୁଛି ମା ଯାହା କହୁଛି ସବୁ ମି-ଛ ।

ଆଜି ଥା-ନା ବାରଣ୍ଡାରେ ବସି ମାଆ କମଳା ଭାବୁଥିବେ ନିଶ୍ଚିତ କେତେ ମା-ନ-ସି-କ କରି ପୁଅଟିଏ ପାଇଥିଲେ, କିନ୍ତୁ ସେହି ପୁଅ ହାତରୁ ତାଙ୍କୁ ଚା-ପୁ-ଡା ଖାଇବାକୁ ପଡିଲା । ପୁଅ ଜନ୍ମ କରି କଣ ଭୁଲ କରିଦେଲେ କି ବୋଲି ନିଜକୁ ନିଜେ ପ୍ରଶ୍ନ କରୁଥିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।