ମହାନଦୀ ପାଣିରେ ବୁଡିଗଲା ଆମ ଅଞ୍ଚଳ, ଆଉ ହୀରାକୁଦ ଗେଟ୍ ଖୋଲନି !

ଆମେ ବୁଡଯିବା ଆଗରୁ କିଛି ବ୍ୟବସ୍ଥା କର । ନ ହେଲେ ଆମ ଅଞ୍ଚଳ ସଂପୂର୍ଣ୍ଣ ଭାବେ ବୁଡିଯିବା ଆଉ ଆମେ ସମସ୍ତେ ଭାସି ଯିବୁ । ହଁ ଦର୍ଶକ ବନ୍ଧୁ ଏଭଳି ଛାତିଥରା ଦ୍ରୁଶ୍ଯ ଯିଏ ଦେଖିବ ତା ମନରେ ଭୟ ଆସିବ ନିଶ୍ଚୟ । ହୀରାକୁଦ ଡ୍ୟାମ ର ଗେଟ ଖୋଲିବା ପରେ ଏଭଳି କିଛି ଅବସ୍ଥା ଦେଖିବାକୁ ମିଳିଛି । ଆଉ ଭାଇରାଲ ହୋଇଥିବା ଭିଡିଓ ରେ ଯେଉଁ ବ୍ୟକ୍ତି ଜଣକ ଦେଖା ଯାଉଛନ୍ତି ସେ ବନ୍ୟା ପାଣିରେ ଏମିତି ଅଟକି ରହିଛନ୍ତି ।

ଆଉ ଦେଖାଉଛନ୍ତି ବର୍ତ୍ତମାନ ସୁଧା ଏତିକି ପାଣି ବଢି ସାରିଲାଣି । ଆଉ ଟିକେ ପାଣି ବଢିଲେ ମଣିଷ ବୁଜିବି । ସବୁ ଅଞ୍ଚଳ ନୁହେଁ କିଛି ଅଞ୍ଚଳ ଏବେ ଯେମିତି ପାଣିରେ ବୁଡିବାକୁ ବସିଲାଣି । ଯାହାକୁ ଦେଖି ଲୋକଙ୍କ ମନରେ ଭୟ ମଧ୍ୟ ସୃଷ୍ଟି ହେଲାଣି । ସୂଚନା ଅନୁଯାୟୀ ହୀରାକୁଦ ରେ ପ୍ରଥମେ 5ଟି ଗେଟ ଖୋଲା ଯାଇଥିଲା । ଆଉ ତା ପରବର୍ତ୍ତୀ ସାମ୍ନାରେ ପୁଣି 3ଟି ଗେଟ ଖୋଲି ଦିଆଗଲା ।

ଆଉ ଗେଟ ଖୋଲିବା ପରେ ଯୁଆଡେ ଯୁଆଡେ ମହାନଦୀ ର ଶାଖା ଯାଇଛି ସବୁ ଆଡେ ଏବେ କ୍ଷିପ୍ର ଗତିରେ ପାଣି ବଢିବାରେ ଲାଗିଛି । ନଈ ହେଉ କି ନାଳ ସବୁଠିଜଳ ସ୍ତର ବଢିବାରେ ଲାଗିଛି । ଆଖ ପାଖ ଅଞ୍ଚଳରେ ଥିବା ଘର ଗୁଡିକରେ ପାଣି ପହଞ୍ଚି ଗଲାଣି । ଆଉ ଲୋକ ମାନେ ଭୟଭୀତ ହୋଇ ପଡିଲେଣି । ଯେବେ ଛତିଶଗଡ ତାର କଲମା ବ୍ୟାରେଜ ର ସବୁ ଗେଟ ଖୋଲି ଦେଇଥିଲା ସେତେବେଳେ କ୍ଷିପ୍ର ଗତିରେ ଜଳ ସବୁ ହୀରାକୁଦ କୁ ମାଡି ଆସିଥିଲା ।

ଆଉ ହୀରାକୁଦ ଡ୍ୟାମ ରେ ସବୁ ବନ୍ୟା ଜଳ ଗଚ୍ଛିତ ହୋଇ ରହିଥିଲା । ହେଲେ କିଏ ଜାଣିଥିଲା ଜଳ ସ୍ତର ଏମିତି ବଢିଯିବ ? ହୀରାକୁଦ ଡ୍ୟାମ ରେ ଏମିତି ଜଳ ବଢିଲା ଯେ ହୀରାକୁଦ ର କର୍ତ୍ତୁପକ୍ଷ ଚିନ୍ତା ରେ ପଡିଗଲେ । ଆଉ ନିସ୍ପତି ନେଲେ 23 ତାରିଖ ଦିନ ଯେମିତି ହେଉ ଗେଟ ଖୋଲାଯିବ । ଆଉ ଗତ କାଲି ହୀରାକୁଦ ରେ 5ଟି ଗେଟ ଖୋଲା ଯାଇଛି ।

ଆଉ ଏବେ ପୁଣି ଥରେ 3ଟି ଗେଟ ଖୋଲି ଦେଇଛନ୍ତି । କାରଣ ଲଗାତାର ଭାବେ ଛତିଶଗଡ ରୁ ଜଳ ବୋହି ଆସୁଛି । ଆଉ ଏଥିପାଇଁ ବାରମ୍ବାର ହୀରାକୁଦ ର ଗେଟ ଖୋଲା ଯାଉଛି । ଯାହାର ସିଧା ସଳଖ ପ୍ରଭାବ ତଳିଆ ଅଞ୍ଚଳ ରେ ପଡୁଛି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ତେବେ ଏ ଦ୍ରୁଶ୍ଯ ହେଉଛି ସୁବର୍ଣ୍ଣପୁର ଅଞ୍ଚଳ ର ଯେଉଁଠି ଲୋକ ମାନେ ପାଣି ରେ ଅଧା ବୁଡି ଗଲେଣି । ଏଠାରେ ହୀରାକୁଦ ଗେଟ ଖୋଲି ଦେବା ପରେ ଜଳ ମାଡି ଆସିଛି । ଆଉ ଅଞ୍ଚଳରେ ପାଣି ପ୍ରବେଶ କରିବା ପରେ ଲୋକେ ଏଭଳି ଭାବେ ହନ୍ତସନ୍ତ ହେଉଛନ୍ତି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।