ଚୀନ ଭାରତ ମଧ୍ୟରେ କିଏ ଶକ୍ତିଶାଳୀ? ଏହି ସବୁ ଦୃଷ୍ଟିରୁ ଚୀନ ଅଧିକ ଶକ୍ତିଶାଳୀ ହେଲେ ଜିତିବା ପାଇଁ…

ଚାଇନା ବିରୋଧରେ ସାରା ଦେଶ ଧୀରେ ଧୀରେ ବିରୋଧ କରିବା ଆରମ୍ଭ କରିଦେଲେଣି । ଏଥିପାଇଁ ଭାରତ ଏବଂ ମିତ୍ର ଦେଶ ମାନଙ୍କ ସମ୍ପର୍କ ଆହୁରି ଦୃଢ ହବାକୁ ଲାଗିଲାଣି । ଭାରତୀୟ ପଦାଧିକାରୀ ସେନା ସଂଖ୍ୟା ପୃଥିବୀ ରେ ତୃତୀୟ ସ୍ଥାନରେ ରହିଛି । ଭାରତୀୟ ସେନା ଯେ କୌଣସି ସ୍ଥିତି ସମୟରେ ସ୍ଥାନ ରେ ଯୁଦ୍ଧ କରି ପାରେ । ଖାସ କରି ଭାରତୀୟ ସେନା ମରୁଭୂମି, ପାହାଡ଼ ଏବଂ ଜଙ୍ଗଲ ରେ ଲୁଚି ଯୁଦ୍ଧ କରିବାରେ ମାହୀର ଅଟେ । ଅନେକ ସମୟରେ ଆମେରିକା ସନ୍ୟ ମଧ୍ୟ ଜଙ୍ଗଲ ଏବଂ ପାହାଡ଼ରେ ଜୁଧ୍ୟ କରିବାର କୌଶଳ ଭାରତୀୟ ସୈନ୍ୟ ଙ୍କ ଠାରୁ ଶିଖି ଥାନ୍ତି ।

ସେହିପରି ଆମ ବାୟୁସେନା ମଧ୍ୟ ବିଶ୍ୱର କୌଣସି ଦେଶ ଠାରୁ କମ ନୁହେଁ । ଭାରତ ପାଖରେ ମିଗ,ସିରାଜ,ସୁଖଇ,ଅପାଚି ଭଳି ଆକାଶ ମାର୍ଗରେ ଜୁଧ୍ୟ ପାଇଁ ବିମାନ ରହିଛି । ଭାରତ ପାଖରେ ଫ୍ରାନ୍ସ ଠାରୁ କିଣାଯାଇଥିବା ରାଫେଲ ମଧ୍ୟ ରହିଛି । ଏହାଛଡା ଭାରତୀୟ ଫାଇଟର ବିମାନ କୁ ଚଳାଇବା ପାଇଁ ବିଶ୍ୱର ସବୁଠାରୁ ଶ୍ରେଷ୍ଠ ପାଇଲଟ ମଧ୍ୟ ଭାରତରେ ହିଁ ଅଛନ୍ତି । ଅଭିନନ୍ଦନ ଙ୍କ କାରନାମା ତ ଆପଣଙ୍କୁ ଆଜି ମଧ୍ୟ ମନେ ଥିବ । ଚୀନ କୁ ଆମଦେଶ 35 ଘଣ୍ଟା ମଧ୍ୟରେ ବାୟୁସେନାର ସହାୟତାରେ ହରାଇ ପାରିବ । କିନ୍ତୁ ଚୀନ ମଧ୍ୟ କମ ନୁହେଁ । ଶତ୍ରୁ କୁ କେବେ ମଧ୍ୟ ଅଣଦେଖା କରିବା ଦୁର୍ବଳ ଭାବିବା ଉଚିତ ନୁହଁ ।

ଭାରତୀୟ ନୌସେନା ପୃଥିବୀର ନମ୍ବର 4 ଶକ୍ତିଶାଳୀ ନୌସେନା ଅଟେ । ଭାରତୀୟ ନୌ ସେନାର ର କହିବା କଥା କି ଆମ ନାଭି ନୌ ସେନା ବାହିନୀ ର ଚାଇନା ଅପେକ୍ଷା ଅଧିକ ସାମର୍ଥ୍ୟ ରହିଛି । ଭାରତ ମହାସାଗରରେ ଚାଇନାର ନୌସେନା କାର୍ଯ୍ୟକଳାପକୁ ନିରୀକ୍ଷଣ କରାଯାଉଛି । ଅପରେସନ୍ ସମୁଦ୍ର ସେତୁ ଇରାନରେ ଫସି ରହିଥିବା ଭାରତୀୟମାନଙ୍କୁ ବହନ କରିଥିବା INS ଶାର୍ଦୁଲ । ଲଢ଼ୁଆ ଜାହାଜ INS ଭିକ୍ରାନ୍ତ । ଚୀନ ସହିତ ଲଢ଼ିବା ପାଇଁ INS ARPIT ଆଦି ଅତ୍ୟାଧୁନିକ ଶକ୍ତିଶାଳୀ ଜାହାଜ ଭାରତ ପାଖରେ ରହିଛି ।

ଭାରତ ର ଶକ୍ତି –

୧- ଜୁଧ୍ୟ ବିମାନ-୧

୨-ବିମାନ ପରିବହନକାରୀ ବ୍ୟାଟଲିପ୍ସ -୧୮

୩-ଯୁଦ୍ଧ ଫ୍ରିଗେଟ -୧୫

୪-ବିନାସକାରୀ-୧୦

୫-ଛୋଟ ଯୁଦ୍ଧ ଜାହାଜ-୨୦

୬-ଜଳମଗ୍ନ-୧୪

୭-ପେଟ୍ରୋଲିଂ ଶିଳ୍ପ-୧୩୫

୮-ସାମୁଦ୍ରିକ ଜାହାଜ-୨୯୫

ଚୀନ ର ଶକ୍ତି –

୧- ଫାଇଟର ବିମାନ-୧

୨-ବିମାନ ପରିବହନକାରୀ ବ୍ୟାଟଲିପ୍ସ -୩୮

୩-ଯୁଦ୍ଧ ଫ୍ରିଗେଟ -୫୧

୪-ବିନାସକାରୀ-୩୫

୫-ଛୋଟ ଯୁଦ୍ଧ ଜାହାଜ-୩୫

୬-ଜଳମଗ୍ନ-୬୮

୭-ପେଟ୍ରୋଲିଂ ଶିଳ୍ପ-୨୨୦

୮-ସାମୁଦ୍ରିକ ଜାହାଜ-୭୧୪

ଯୁଦ୍ଧାସ୍ତ୍ର ସୈନ୍ୟ ସଂଖ୍ୟା ଦ୍ୱାରା ଜୁଧ୍ୟରେ ବିଜୟୀ ହେବା ନିର୍ଣ୍ଣୟ କରାଯାଇ ପାରିବ ନାହିଁ । ଯୁଦ୍ଧ ଜିତିବା ପାଇଁ ରଣକୌଶଳ ଆଉ ଉପଯୁକ୍ତ ବୁଦ୍ଧି ପ୍ରୟୋଗ ର ଆବଶ୍ୟକତା ରହିଥାଏ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।