Madhuriଙ୍କ ସହ ଗୋଟିଏ ରାତି ବିତେଇବାକୁ Dawood Ibrahim କରିଥିଲା କଲ୍ ? ଆଉ ସେଦିନ ରାତିରେ …

ରାତି କାଟିବାକୁ ମାଧୁରୀଙ୍କୁ ଆସିଥିଲା କଲ୍, ଅଣ୍ଡର ୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ କରିଥିଲେ କଲ୍ଲ । ଗୋଟେ ରାତି କାଟିବ ନ ହେଲେ ଭବିଷ୍ୟତ ବୁଡିବ । ଆଉ ଦାଉଦର ନା ଶୁଣିଲେ ସେତେବେଳେ ଭୟ କରୁଥିଲା ପୁରା ବଲିଉଡ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । 1980 ରୁ 1990 ସମୟର କଥା । ଦାଉଦ ଇବ୍ରାହିମର ଦବଦବା ପୁରା ମୁମ୍ବାଇ ରେ ଥିଲା । ସମସ୍ତେ ଡରୁଥିଲେ ଆଉ ଭୟ କରୁଥିଲେ । ଆଉ ଏମିତିରେ ବଲିଉଡ ବାଦ ପଡି ନ ଥିଲା ଏଥିରୁ ।

ଦାଉଦ ସେହି ସମୟରେ ନିଜର ବିଳାସ ପୂର୍ଣ୍ଣ ଜୀବନ ବ୍ଯତୀତ କରୁଥିଲା । ବଲିଉଡର ଯେଉଁ ଅଭିନେତ୍ରୀଙ୍କୁ ଚାହୁଁଥିଲା ତାଙ୍କୁ ଡାକି ରାତି କାଟୁଥିଲା । ଆଉ ଯେତେ ଅଭିନେତ୍ରୀ ନିଜ କ୍ଯାରିୟର ବଲିଉଡରେ ବନେଇବାକୁ ଚାହୁଁ ଥିଲେ ସେମାନେ ଦାଉଦର ନିମନ୍ତ୍ରଣକୁ ମନା କରିପାରୁ ନ ଥିଲେ ।କାରଣ ସେହି ସମୟରେ ଦାଉଦର ଇସାରାରେ ଚାଲୁ ଥିଲା ପୁରା ବଲିଉଡ । ତେବେ କେଉଁ ଅଭିନେତ୍ରୀଙ୍କର କ୍ଯାରିୟର ଆଗକୁ ବଢିବ ନା ସବୁଦିନ ପାଇଁ ବରବାଦ ହେଇଯିବ ଏସବୁ ନିଷ୍ପତ୍ତି ଦାଉଦର ହାତରେ ଥିଲା ।

ଆଉ ଠିକ ଏହି ସମୟରେ ମାଧୁରୀ ନୂଆ ନୂଆ ବଲିଉଡରେ ଏଣ୍ଟ୍ରି ମାରି ଥିଲେ । ସେ ଦେଖିବାକୁ ଯେତିକି ସୁନ୍ଦରୀ ଥିଲେ ତାଙ୍କ ଡ୍ୟାନ୍ସ ମଧ୍ୟ ବହୁତ ପସନ୍ଦ ଥିଲା । ଆଉ ଲୋକ ମାନଙ୍କୁ ମଧ୍ୟ ତାଙ୍କ ଅଭିନୟ ବହୁତ ଭଲ ଲାଗୁ ଥିଲା । ଠିକ ଏହି ସମୟରେ ଦାଉଦଙ୍କ ନଜର ପଡି ଯାଏ ମାଧୁରୀଙ୍କ ଉପରେ । ଆଉ ଦାଉଦ ମାଧୁରୀଙ୍କ ଉପରେ ଫିଦା ହୋଇ ଯାଆନ୍ତି ।

ଆଉ ସେ ମାଧୁରୀଙ୍କ ସହ ଗୋଟେ ରାତି ବିତେଇବା ପାଇଁ ଇଛା କରନ୍ତି । ଆଉ ତା ପରେ ସେ ମାଧୁରୀଙ୍କୁ ଗୋଟେ କଲ୍ କରନ୍ତି କୁହନ୍ତି ମୋ ପାର୍ଟିରେ ଆସି ତୁମେ ଯୋଗ ଦିଅ । ଏହାର ଅର୍ଥ ଆପଣ ବି ବୁଝି ପାରୁ ଥିବେ । ଆଉ ଏପଟେ ମାଧୁରୀଙ୍କ କ୍ଯାରିୟର ଶିଖରରେ ଥିଲା କାରଣ ତାଙ୍କ ହାତରେ ବଡ ବଡ ଫିଲ୍ମ ଥିଲା । ହେଲେ ଦାଉଦ ବିଷୟରେ ମାଧୁରୀ ବିଶେଷ କିଛି ଜାଣି ନ ଥିଲେ । ଏତେ ସଫଳତା ପରେ ବି ମାଧୁରୀ କାହାକୁ ଡରୁ ନ ଥିଲେ । ସେ ଦାଉଦଙ୍କୁ ସିଧା ସିଧା ମନା କରି ଦେଇଥିଲେ । ଆଉ ତାପରେ ଯାହା ହେଲା ମାଧୁରୀ କେବେ ଭାବି ନ ଥିଲେ ।

ଦାଉଦଙ୍କ ଇସାରାରୁ ମାଧୁରୀଙ୍କ ହାତରୁ ଗୋଟେ ପରେ ଗୋଟେ ଫିଲ୍ମ ସବୁ ଚାଲିଗଲା । ସବୁ ଡାଇରେକ୍ଟରଙ୍କୁ ଦାଉଦ ମାଧୁରୀଙ୍କୁ ଫିଲ୍ମ ଦେବାକୁ ମନା କରିଥିଲା । ଆଉ ଶେଷରେ ମାଧୁରୀ ଦୁବାଇ ଯାଇ ଦାଉଦର ପାର୍ଟିରେ ଯୋଗ ଦେଇଥିଲେ । ଆଉ ଦାଉଦ ସହ ଗୋଟେ ରାତି କାଟିଥିଲେ ।ଏମିତି ଅନେକ ଅଭିନେତ୍ରୀ ନିଜର କ୍ଯାରିୟର ବଞ୍ଚାଇବାକୁ ଯାଇ ଦାଉଦର କଥାରେ ରାଜି ହେଉଥିଲେ । ତାହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।