ମା ଠାରୁ ଜନ୍ମ ହୁଏ, ମା କୁ ଛୁଇଁଲେ ମରିଯାଏ, କୁହନ୍ତୁ ତାହା କ’ଣ ? ଏହା ସହିତ ଆହୁରି ୨୦ଟି Gk Questions & Answers

ସରକାରୀ ଚାକିରି ହେଉ ବା ବେସରକାରୀ ଆଜିକାଲି ସବୁଠି ଇଣ୍ଟରଭ୍ୟୁ ବେଳେ କିଛି ଏମିତି ପ୍ରଶ୍ନ ପଚାରି ଦେଉଛନ୍ତି ଯାହା ସହଜ ଲାଗୁଥିଲେ ମଧ୍ୟ ଉତ୍ତର ଦେବା କଷ୍ଟ ହୋଇପଡୁଛି । ଆପଣ ଯଦି କୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ବ୍ରିଲିଆଣ୍ଟ ପ୍ରଶ୍ନ ଓ ସେଗୁଡିକର ଉତ୍ତର ନେଇ ଆସିଛୁ । ଯାହାଦ୍ଵାରା ଆପଣଙ୍କୁ ପରୀକ୍ଷାରେ ଉତ୍ତର ଦେବା ପାଇଁ ଖୁବ ସହଜ ହୋଇଯିବ । ତେବେ ଚାଲନ୍ତୁ ଆରମ୍ଭ କରିବା ।

୧- ଏମିତି ଏକ ନାମ କୁହ କେଉଁଥିରେ ତାଲା ଆଉ ଚାବି ରହିଛି ?

ଉ: ଲକି (lock+key)

୨- କେଉଁ ରାଜ୍ୟର ଲୋକମାନେ ଅଧିକ ମ-ଦ ପିଇ ଥାନ୍ତି ?

ଉ: ତ୍ରିପୁରା

୩- ବାଦାମ କେଉଁ ପ୍ରକାର ଫସଲ ଅଟେ ?

ଉ: ଖରିଫ ଜାତୀୟ ଫସଲ

୪- ଗ୍ରୀନଲାଣ୍ଡର କ୍ୟାପିଟାଲର ନାମ କ’ଣ ?

ଉ: ନୂକ

୫- ପେଟ୍ରୋଲକୁ ହିନ୍ଦୀରେ କ’ଣ କୁହାଯାଏ ?

ଉ: ଶିଲା ତେଲ୍

୬- ସେ କିଏ ଯିଏ କାନ୍ଥରେ ଚାଲେ କିନ୍ତୁ ଆଗକୁ ଯାଇ ନଥାଏ ?

ଉ: କାନ୍ଥ ଘଣ୍ଟା

୭- ମୁଁ ଆଲୋକ ଦ୍ଵାରା ବଞ୍ଚିଥାଏ ଓ ଆଲୋକ ଦ୍ଵାରା ହିଁ ମ-ରି-ଥା-ଏ । ମୁଁ କିଏ ?

ଉ: ଛାଇ

୮- ମହାନଦୀର ଦୈର୍ଘ୍ୟ କେତେ କି.ମି. ?

ଉ: ୮୫୭ କି.ମି.

୯- ମାମୁଦ କେବେ ସୋମନାଥ ମନ୍ଦିର ଲୁ-ଣ୍ଠ-ନ କରିଥିଲେ ?

ଉ: ୧୦୨୫ ଖ୍ରୀଷ୍ଟାବ୍ଦ

୧୦- ଜାତୀୟ କଂଗ୍ରେସର ଦ୍ଵିତୀୟ ଅଧିବେଶନରେ କେତେଜଣ ଯୋଗ ଦେଇଥିଲେ ?

ଉ: ୬୩୬ ଜଣ

୧୧- ଭାରତ କେବେ ଏକ ସମାଜବାଦୀ ରାଷ୍ଟ୍ର ରୂପେ ପରିଗଣିତ ହେଲା ?

ଉ: ୧୯୭୬ ମସିହା

୧୨- ବିପ୍ଲବ କବି ଭାବରେ କିଏ ପରିଚିତ ?

ଉ: ରବି ସିଂ

୧୩- ମହାକାଶୀୟ ଦୂରତାର ଏକକ କ’ଣ ?

ଉ: ଆଲୋକବର୍ଷ

୧୪- ନୂଆପଡା ଜିଲ୍ଲାରେ କେଉଁ ଅଭୟାରଣ୍ୟ ଅବସ୍ଥିତ ?

ଉ: ସୁନାବେଢା

୧୫- ବାବର କେଉଁ ଭାଷାରେ ଆତ୍ମଜୀବନୀ ରଚନା କରିଥିଲେ ?

ଉ: ତୁର୍କୀ

୧୬- ରାବଣର ସମୁଦାୟ କେତୋଟି ବାହୁ ଥିଲା ?

ଉ: ୨୦ଟି

୧୭- ଦେବତା ମାନଙ୍କର ସେନାପତି କିଏ ଥିଲେ ?

ଉ: କାର୍ତ୍ତିକେୟ

୧୮- କିଏ ଗ୍ୟାୟତ୍ରୀ ମନ୍ତ୍ର ରଚନା କରିଥିଲେ ?

ଉ: ବିଶ୍ଵାମିତ୍ର

୧୯- ଲଙ୍କା କାହା ଦ୍ଵାରା ନିର୍ମାଣ କର ଯାଇଥିଲା ?

ଉ: ବିଶ୍ଵାମିତ୍ର

୨୦- ମା ଠାରୁ ଜନ୍ମ ହୁଏ, ମା କୁ ଛୁଇଁଲେ ମ-ରି-ଯା-ଏ । ତାହା କ’ଣ ?

ଉ: ଲୁଣ

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।