ମା ଲକ୍ଷ୍ମୀଙ୍କ ଅତି ପ୍ରିୟ ହୋଇଥାନ୍ତି ଏହି 10 ଅଭ୍ୟାସ ଥିବା ମହିଳା ମାନେ, ଧନରେ ଭରି ଦିଅନ୍ତି ଘରେ

ମାତା ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଇଥାଏ । ଯଦି ଆପଣ ଜୀବନରେ ଧନୀ ଏବଂ ସୁଖୀ ହୋଇ ରହିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କର ଆଶୀର୍ବାଦ ରହିବା ଉଚିତ । ସେମିତିରେ ମାତା ଲକ୍ଷ୍ମୀ କେବଳ ସେହି ଲୋକଙ୍କର ମନସ୍କାମନା ପୁରଣ କରିଥାନ୍ତି ଯାହାଙ୍କ ମଧ୍ୟରେ କିଛି ଖାସ ଅଭ୍ୟାସ ରହିଥାଏ । ଆଜି ଆମେ ଏମିତି ୧୦ ଟି ଖାସ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା କରିବା ଦ୍ୱାରା ମାତା ଲକ୍ଷ୍ମୀ ଙ୍କ କୃପଦୃଷ୍ଟି ରହିଥାଏ । ତେବେ ଚାଲନ୍ତୁ ଜାଣିବା ।

୧:- ସକାଳେ ଏବଂ ସନ୍ଧ୍ୟାରେ ନିୟମିତ ଭାବରେ ପୂଜା କରୁଥିବା ମହିଳାଙ୍କୁ ମାତା ଲକ୍ଷ୍ମୀ ସବୁବେଳେ ପସନ୍ଦ କରିଥାନ୍ତି । ଏହି ମହିଳାମାନେ ନିୟମିତ ଭାବରେ ପୂଜା କରିବା ଦ୍ୱାରା ଏମାନଙ୍କ ମନ ପବିତ୍ର ହୋଇଥାଏ । ଯେଉଁ ମହିଳାମାନଙ୍କ ମନ ପବିତ୍ର ହୋଇଥାଏ ସେହି ମହିଳାଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ କୃପା ସଦା ସର୍ବଦା ରହିଥାଏ ।

୨:- ଗୁରୁବାର ଦିନ ମାତା ଲକ୍ଷ୍ମୀ ଙ୍କ ବ୍ରତ ରଖୁଥିବା ମହିଳା ମାନଙ୍କ ଉପରେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଏବଂ ଏହି ମହିଳାମାନଙ୍କ ଜୀବନରେ ଆସିଥିବା ସମସ୍ୟା ଗୁଡ଼ିକ ଦୁର ହୋଇଥାଏ ।

୩:- ଘରେ ଥିବା କନ୍ୟା ସନ୍ତାନ ମାନଙ୍କୁ ଗେଲ୍ହା କରୁଥିବା ମହିଳାମାନଙ୍କୁ ଉପରେ ମାତା ଲକ୍ଷ୍ମୀ ନିଜର କୃପା ବର୍ଷା କରିଥାନ୍ତି । କାରଣ ଶିଶୁ କନ୍ୟା ଙ୍କ ଭିତରେ ସ୍ଵୟଂ ମାତା ଲକ୍ଷ୍ମୀ ବାସ କରିଥାନ୍ତି ।

୪:- ଗୁରୁବାର ଦିନ ମାତା ଲକ୍ଷ୍ମୀ ଙ୍କ ନାମରେ ଘିଅର ଦୀପ ଲଗାଇଲେ ମାତା ଲକ୍ଷ୍ମୀ ଖୁସି ହୋଇଥାନ୍ତି । ଯେଉଁ ମହିଳା ଏପରି କରିଥାନ୍ତି ତାଙ୍କୁ ମା ଙ୍କ ମହିମା ଦେଖିବାକୁ ମିଳିଥାଏ ।

୫:- ଯେଉଁ ମହିଳାମାନେ ଗୁରୁବାର ଦିନ ଆମିଷ ଖାନ୍ତୀ ନାହିଁ ଓ ଘରେ ରୋଷେଇ କରନ୍ତି ନାହିଁ ତାଙ୍କୁ ମାତା ଲକ୍ଷ୍ମୀ କେବେ ମଧ୍ୟ ଧନର ଅଭାବ ହେବାକୁ ଦିଅନ୍ତିନାହିଁ ।

୬:- ଗୁରୁବାର ଦିନ ଦାନ ଧର୍ମ କରିବା ଶୁଭ ହୋଇଥାଏ । ଏପରି କରିବା ଦ୍ବାରା ମହିଳାମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ କୃପା ଦୃଷ୍ଟି ରହିଥାଏ ।

୭:- ବୟସ୍କ ବୃଦ୍ଧା ଙ୍କୁ ସମ୍ମାନ କରୁଥିବା ମହିଳାମାନେ ମାତା ଲକ୍ଷ୍ମୀ ଙ୍କ ଅତି ପ୍ରିୟ ହୋଇଥାନ୍ତି । ତାଙ୍କ ଆଚରଣ ଦେଖି ମାତା ଲକ୍ଷ୍ମୀ ତାଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ।

୮:- ଘରର ସଦସ୍ୟ ମାନଙ୍କ ଯତ୍ନ ନେଉଥିବା ମହିଳା ମାନଙ୍କ ଉପରେ ମାତା ଲକ୍ଷ୍ମୀ ସଦା ସର୍ବଦା ନିଜର କୃପା ଦୃଷ୍ଟି ରଖିଥାନ୍ତି । ସେହି ଘରର ବ୍ୟକ୍ତି ମାନଙ୍କ ଉପରେ କେବେ ମଧ୍ୟ କୌଣସି ସମସ୍ୟା ଆସେନାହିଁ ।

୯:- ଘରକୁ ସଫା ରଖୁଥିବା ମହିଳାମାନଙ୍କ ଉପରେ ମାତା ଲକ୍ଷ୍ମୀ ଖୁସି ହୋଇଥାନ୍ତି । କାରଣ ଘର ସଫା ରହିଲେ ମାତା ଲକ୍ଷ୍ମୀ ପସନ୍ଦ କରିଥାନ୍ତି । ତେଣୁ ଘରକୁ ସବୁବେଳେ ସଫା ସୁତୁରା ରଖନ୍ତୁ ।

୧୦:- ମାତା ଲକ୍ଷ୍ମୀ ଙ୍କ ପୂଜା ପାଠ କରୁଥିବା ମହିଳାମାନଙ୍କ ଉପରେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଏବଂ କେବେବି ଧନର ଅଭାବ ହେବାକୁ ଦିଅନ୍ତି ନାହିଁ ।

ତେବେ ଆପଣ ଯଦି ମାତା ଲକ୍ଷ୍ମୀ ଙ୍କ କୃପା ଲାଭ କରିବା ପାଇଁ ଚାହୁଁଛନ୍ତି ତେବେ କମେଣ୍ଟ ରେ ଲେଖନ୍ତୁ ଜୟ ମା ଲକ୍ଷ୍ମୀ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।