ରାତିସାରା ପାଗଳଙ୍କ ପରି ଗାତ ଖୋଲିବାରେ ଲାଗିଥିଲା ଏହି ହାତୀ, ସକାଳୁ ଲୋକମାନେ ପାଖକୁ ଯାଇ ଦେଖିଲେ ତ କାନ୍ଦି ପକାଇଲେ

ମାଆକୁ ଭଗବାନଙ୍କର ଦ୍ଵିତୀୟ ରୂପ ବୋଲି କୁହାଯାଏ । ଏବଂ କୁହନ୍ତି କି ଭଗବାନ ସବୁ ସମୟରେ ସବୁ ଜାଗାରେ ରହି ପାରିବେ ନାହିଁ ସେଥିପାଇଁ ମାଆକୁ ବନାଇଛନ୍ତି । ପ୍ରାୟତଃ ଦେଖା ଯାଇଛି କି ଯେତେବେଳେ ବି ପିଲା ଉପରେ କଥା ଆସିଥାଏ ତେବେ ତାହାର ରକ୍ଷା କରିବା ପାଇଁ ତାହାର ମା ସବୁକିଛି କରିବା ପାଇଁ ପ୍ରସ୍ତୁତ ଥାଏ । ମଣିଷ ତ ମଣିଷ, ପୁଶୁମାନଙ୍କର ବି ମମତା କମ ହୋଇ ନଥାଏ । ଏମିତିରେ ଏକ ହାତୀର ମମତା ଭରା କାହାଣୀ ଆଜିକାଲି ସୋସିୟାଲ ମିଡିୟାରେ ବହୁତ ଶେୟାର କରା ଯାଉଛି ।

ପିଲାକୁ ବଞ୍ଚାଇବା ପାଇଁ ୧୧ ଘଣ୍ଟା ପର୍ଯ୍ୟନ୍ତ ମାଟି ଖୋଲିବାରେ ଲାଗିଥିଲା ହାତୀ

ସୋସିୟାଲ ସାଇଟରେ ଏହି ଦିନ ଗୋଟିଏ ହାତୀର ଦୁଃଖଭରା କାହାଣୀ ଶେୟାର କରାଯାଉଛି । ଯେଉଁଥିରେ ହାତୀ ଗାତରେ ପଡିଯାଇଥିବା ନିଜର ପିଲାକୁ ବଞ୍ଚାଇବା ପାଇଁ ଲଗାତାର ୧୧ ଘଣ୍ଟା ଧରି ମାଟି ଖୋଳିବାରେ ଲାଗିଥିଲା । କୁହାଯାଉଛି କି ଏହି ହାତୀ ନିଜର ପିଲା ସହିତ ଜଙ୍ଗଲ ପାର କରୁଥିଲା ସେହି ସମୟରେ ତାହାର ଛୁଆ ହାତୀ ଗୋଟିଏ ବଡ ଗାତରେ ପଡି ଯାଇଥିଲା । ଗାତଟି ବହୁତ ଗଭୀର ଥିଲା ଏବଂ ହାତୀ ଛୁଆଟି ବହୁତ ଛୋଟ ଥିଲା । ଏହି କାରଣରୁ ସେ ସେହି ଗାତରୁ ବାହାରିବାରେ ଅସମର୍ଥ ଥିଲା ।

ସକାଳେ ଛୋଟ ହାତୀର ଚିତ୍କାର ଶୁଣି ପହଞ୍ଚିଲେ ଗ୍ରାମବାସୀମାନେ

ହାତୀଟି ରାତି ସାରା ସଂଘର୍ଷ କରୁଥିଲା । ସକାଳେ ଗ୍ରାମବାସୀମାନେ ହାତୀର ଚିତ୍କାର ଶୁଣି ସେହି ସ୍ଥାନରେ ପହଞ୍ଚିଲେ । ପ୍ରଥମେ ସେମାନେ ଜାଣି ପାରିଲେ ନାହିଁ କି ହାତୀଟି କାହିଁକି କାନ୍ଦୁଛି ? ତେବେ କିଛି ଗ୍ରାମଲୋକମାନେ ସାହସ କରି ସେହି ହାତୀ ପାଖକୁ ଗଲେ ତେବେ ଦେଖିଲେ କି ନିଜ ପିଲାକୁ ଗାତରୁ ବାହାର କରିବା ପାଇଁ ହାତୀଟି ଚେଷ୍ଟା କରୁଛି ।

ହାତୀ ଘଉଡାଇ ବାହାର କରିଲେ ଛୋଟ ହାତୀକୁ

କହିବାକୁ ଗଲେ ବ୍ୟତିବ୍ୟସ୍ତ ହୋଇ  ହାତୀଟି ଛୋଟ ହାତୀ ଉପରେ ବହୁତ ମାଟି ପକାଇ ଦେଇଥିଲା । ଯେଉଁ କାରଣରୁ ଛୋଟ ହାତୀ ଆହୁରି ଫସି ଯାଇଥିଲା । ଗ୍ରାମର ଲୋକମାନେ ପ୍ରଥମେ ବୁଝି ପାରିଲେ ନାହିଁ କି ହାତୀ ଛୁଆକୁ କେମିତି ବଞ୍ଚାଇବେ ସେଥିପାଇଁ ସେ ପ୍ରଥମେ ହାତୀକୁ ସେହି ଜଗାରୁ ଘଉଡାଇଲେ ।

ସେଥିପାଇଁ ସେ ହାତୀକୁ କିଛି କଦଳୀ ଖାଇବା ପାଇଁ ଦେଲେ ଏବଂ ହାତୀ ବି ଭୋକିଲା ଥିଲା ସେଥିପାଇଁ ସେ ସେହି କଦଳୀ ଖାଇବାକୁ ଲାଗିଲା । ଏହା ପରେ ଲୋକମାନେ ହାତୀ ଛୁଆକୁ ବାହାର କରିବା ପାଇଁ ପ୍ରୟାସ କଲେ । ବହୁତ ସମୟ ପରେ ହାତୀ ଛୁଆକୁ ବାହାର କରିବାରେ ସେମାନେ ସଫଳ ହେଲେ । ନିଜ ପିଲାକୁ ଗାତ ବାହାରେ ଦେଖି ହାତୀ ବହୁତ ଖୁସି ହୋଇଗଲା ଏବଂ ତାକୁ ନେଇ ଜଙ୍ଗଲ ଆଡକୁ ଚାଲିଗଲା ।

ହୁଏତ ଏହା କିଛି ଲୋକଙ୍କ ପାଇଁ ଏକ ସାଧାରଣ କଥା ହୋଇ ଥାଇପାରେ କିନ୍ତୁ ନିଜ ଛୁଆକୁ କଷ୍ଟରେ ଦେଖି ଗୋଟେ ମା’ର କଷ୍ଟ ଓ ମମତାର ଭାବନା ବହୁତ ହୃଦୟ ସ୍ପର୍ଶୀ ଅଟେ। ମା’ ଭଳି ସଂସାରରେ ଆଉ କେହି ନାହିଁ, ସେହି ମା’ ପାଇଁ ଗୋଟେ ଶେୟାର କରନ୍ତୁ ଓ କମେଣ୍ଟ ରେ ଲେଖନ୍ତୁ ମା’। ଏହି ଭଳି ନୂଆ ନୂଆ ଖବର ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁନି।