ଲୁଚିକି ବିବାହ କଲା ଗୋଟେ ବର୍ଷ ପାଖରେ ଶୋଇଲା ପରେ କହୁଛି ସେ ମୋ ଭାଇ… ପୁରା ଘଟଣା ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଦେଖନ୍ତୁ video

ଘରୁ ଲୁଚି ଆସି ବିବାହ କଲେ, ଏମିତିକି ଗୋଟେ ବର୍ଷ ଧରି ତାଙ୍କୁ ସ୍ଵାମୀ ମାନି ତାଙ୍କ ସହ ରହିଲେ । ହେଲେ ଏବେ କହୁଛନ୍ତି କି ମୁଁ ତାଙ୍କୁ ଭାଇ ନଜରରେ ଦେଖେ । ସ୍ଵାମୀକୁ ଭାଇ କହିବା ଭଳି ଏକ ଅଜବ ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଉକ୍ତ ଯୁବକଙ୍କ ନାମ ହେଉଛି ବିରେନ । ବିରେନ ଗତ ଏକ ବର୍ଷ ହେଲା ରିମୁନଙ୍କୁ ମନ୍ଦିରରେ ବିବାହ କରିଥିଲେ ଏବଂ ଏକାଠି ମଧ୍ୟ ରହି ଆସୁଥିଲେ ।

ହେଲେ ଏବେ ରିମୁନ ବିରେନଙ୍କ ଠାରୁ ଅଲଗା ହେବାକୁ ଚାହୁଁଥିବା ବେଳେ ତାଙ୍କ ନାଁରେ ଥାନାରେ ମିଛ ଅଭିଯୋଗ ଆଣିଥିବା ଚର୍ଚ୍ଚା ହେଉଛି । ଏନେଇ ବିରେନଙ୍କ ଜଣେ ବନ୍ଧୁ ଶୁଭମ ପ୍ରଧାନ ଗଣମାଧ୍ୟମରେ ବିରେନ ଓ ରିମୁନଙ୍କ ସମ୍ପର୍କର ସତ୍ୟତା ସାମ୍ନାକୁ ଆଣିଛନ୍ତି । ବିରେନ କହିଛନ୍ତି ସେମାନେ ବିବାହ କରିଥିଲେ ଓ ଏକ ବର୍ଷ ହେଲା ଏକାଠି ରହି ଆସୁଥିଲେ । ସେମାନେ ଯେତେବେଳେ ବି ଝଗଡା କରନ୍ତି କିମ୍ବା ସେମାନଙ୍କ ମଧ୍ୟରେ ମନୋମାଳିନ୍ୟ ହୂର ଶୁଭମ ନିଜେ ସେମାନଙ୍କୁ ଅନେକ ଥର ବୁଝାବୁଝି କରନ୍ତି ।

ଅନେକ ଥର ସେମାନଙ୍କ ଝଗଡା ସମାଧାନ କରିଥିବା କଥା କହିଛନ୍ତି ଶୁଭମ । ହେଲେ ଏବେ ରିମୁନ ଏକାଠି ଜଣଙ୍କ ସହ ବର୍ଷେ ରହିବା ପରେ ତାଙ୍କ ସହ ଏକାଠି ଶୋଇ ଶାରୀରିକ ସମ୍ପର୍କ ରଖିବା ପରେ କେମିତି ତାଙ୍କୁ ଭାଇ ବୋଲି କହି ପାରୁଛନ୍ତି ଶୁଭମ ଆଶ୍ଚର୍ଯ୍ୟ ଥିବା କହିଛନ୍ତି । ଏନେଇ ସେ ଭାଉଜ ଓ ତାଙ୍କ ପରିବାରକୁ କଡା ସମାଲୋଚନା ମଧ୍ୟ କରିଛନ୍ତି ଶୁଭମ ।

ତାଙ୍କ ବାପା ମଧ୍ୟ କେମିତି ନିଜ ଝିଅର ଚରିତ୍ର ଜାଣି ପୋଲିସରେ ତାଙ୍କ ନାଁରେ ଏତଲା ଦେଲେ ତାଙ୍କୁ ମାଣିବାକୁ ପଡିବ । ଯେଉଁ ଝିଅ ନିଜ ଭାଇ ସହ ଶାରୀରିକ ସମ୍ପର୍କ ରଖିବାକୁ ପଛାଏ ନାହିଁ ସେ ହିଁ କେବଳ ନିଜ ସ୍ଵାମୀକୁ ଭାଇ ବୋଲି କହିପାରେ । ଆଜିକାଲି କିଛି ପୋଲିସ ଅଫିସର ମଧ୍ୟ ପଇସାପତ୍ର ଖାଇ ଅନ୍ୟାୟର ସାଥ ଦେଉଛନ୍ତି ବୋଲି ସ୍ପଷ୍ଟ କହିଛନ୍ତି ଶୁଭମ ।

କାରଣ ସେମାନେ ଯେତେବେଳେ ଥାନାକୁ ଯାଇଥିଲେ ସେଠାରେ ତାଙ୍କୁ କୁହା ଯାଇଥିଲା କି, ତୁମେ ଠିକ ଅଛ ଆମେ ଜାଣିଛୁ କିନ୍ତୁ ସେ ଝିଅ ଯଦି ତୁମ ନାଁରେ କେସ୍ ଦିଏ ତେବେ ତୁମେ ଫସିଯିବ । ସବୁ ଆଇନକାନୁନ କଣ ଝିଅଙ୍କ ପାଇଁ ଖାଲି ? ପୁଅମାନେ କଣ ଖେଳଣା ? ଏଭଳି କିଛି ପ୍ରଶ୍ନ କରିଛନ୍ତି ଶୁଭମ । ତେବେ ଏନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।