କିନ୍ନରଙ୍କ ସଙ୍ଗୀନ ଅଭିଯୋଗ, ଲୁଚି ଲୁଚି ବିବାହ ଓ ଶାରୀରିକ ସମ୍ପର୍କ ରଖିବା ପରେ ଛାଡିଦେଲା ପ୍ରେମିକ, ଦେଖନ୍ତୁ video ସେ କଣ କହୁଛନ୍ତି

କିନ୍ନରଙ୍କୁ ପ୍ରେମ ଜାଲରେ ଫସେଇ ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର ଶା-ରୀ-ରି-କ ସମ୍ପର୍କ ରଖି ଆସୁଥିଲେ । ହେଲେ ଏବେ କୁଆଡେ ଫେରାର ହୋଇ ଯାଇଛନ୍ତି ଯୁବକ । ଗତ ଚାରି ବର୍ଷ ଧରି ଶିବଶଙ୍କରଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ ପୀଡ଼ିତା କିନ୍ନର ଜଣକ । ଉଭୟ ଫେସବୁକରେ ଚିହ୍ନା ପରିଚୟ ହେବାସହ ସେମାନଙ୍କ ମଧ୍ୟରେ ବନ୍ଧୁତା ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା । ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ବଢିବା ସହ ଶିବଶଙ୍କର ଶା-ରୀ-ରି-କ ସମ୍ପର୍କ ରଖିବା ପାଇଁ କିନ୍ନରଙ୍କୁ ବାଧ୍ୟ କରିଥିଲେ ।

ହେଲେ ବିବାହ ପୂର୍ବରୁ ଶା-ରୀ-ରି-କ ସମ୍ପର୍କ ରଖି ପାରିବେ ନାହିଁ ବୋଲି ସିଧା ମନା କରି ଦେଇଥିଲେ କିନ୍ନର । ତେଣୁ ତାଙ୍କ ମନ ରଖିବା ପାଇଁ ସ୍ଥାନୀୟ ଏକ ବନଦୂର୍ଗା ମନ୍ଦିରରେ କିନ୍ନରଙ୍କୁ ବିବାହ କରିଥିଲା ଶିବଶଙ୍କର । ଏହାପରେ ସେ ତାଙ୍କ ସହ ଶା-ରୀ-ରି-କ ସମ୍ପର୍କ ରଖିଥିଲା । କୁହାଯାଏ ପ୍ରେମ ଜାତି, ଧର୍ମ, ବର୍ଣ୍ଣ କିମ୍ବା ଲି-ଙ୍ଗ କିଛି ବି ଦେଖେନାହିଁ । କେତେବେଳେ କାହାସହ ପ୍ରେମ ହୋଇଯାଏ ତାହା କହି ହୁଏନି । ହେଲେ ପ୍ରେମରେ ପ୍ରତାରଣା ମିଳିଲେ ମଣିଷ ଜୀବନ ନ-ର୍କ ଭଳି ଅନୁଭବ ହୁଏ ।

ଏମିତି ଜଣେ କିନ୍ନରଙ୍କ ପ୍ରେମ କାହାଣୀରେ ଏବେ ଦେଖିବାକୁ ମିଳିଛି । ବୋହୂ ଏବଂ ସ୍ତ୍ରୀ ହେବାର ସ୍ଵପ୍ନ ଦେଖି ଧୋକା ପାଇଛନ୍ତି ଜଣେ କିନ୍ନର । ପ୍ରେମରେ ଶା-ରୀ-ରି-କ ସମ୍ପର୍କ ରଖିବା ପରେ ଏବେ ଶିବଶଙ୍କର ତାଙ୍କ ସହ ପ୍ରତାରଣା କରିଥିବା ସେ ଅଭିଯୋଗ ଆଣିଛନ୍ତି । ଜୟପାଟଣା ସଦର ମହକୁମାର କିନ୍ନର ଦେବୋଲିନା ଏବଂ ଶିବଶଙ୍କର ଅଗ୍ରୱାଲଙ୍କ ମଧ୍ୟରେ ର୍ପେମ ସମ୍ପର୍କ ଗଢି ଉଠିଥିଲା ।

ଉଭୟଙ୍କ ମଧ୍ୟରେ ଅନାବିଳ ପ୍ରେମ ରହିଥିବା ବେଳେ ପରିବାର ଠାରୁ ଗୋପନୀୟ ଭାବେ ଦୁହେଁ ଏକ ମନ୍ଦିରରେ ବିବାହ କରି ନେଇଥିଲେ । ଦୁହେଁ ସ୍ଵାମୀ ସ୍ତ୍ରୀ ଭଳି ସମ୍ପର୍କ ମଧ୍ୟ ରଖୁଥିଲେ । ହେଲେ ସମ୍ପୃକ୍ତ ଯୁବକ ପ୍ରେମିକା ଦେବୋଲିନାଙ୍କୁ ଧୋକା ଦେଇ କୁଆଡେ ଚାଲିଯିବା ପରେ ଏବେ ଏହି ପ୍ରେମ ସମ୍ପର୍କ ଏକ ଭିନ୍ନ ମୋଡ ନେଇଛି । କିଛିଦିନ ହେବ ଶିବଶଙ୍କର ଅନ୍ୟ ଏକ ଝିଅ ସହ କଥା ହେଉଥବା ମଧ୍ୟ ଅଭିଯୋଗ ଆଣିଛନ୍ତି କିନ୍ନର ଜଣକ ।

ଏନେଇ ଦେବୋଲିନା ଶିବଶଙ୍କରଙ୍କ ଘରେ ପହଞ୍ଚିବା ପରେ ସେମାନେ ତାଙ୍କୁ ମ-ର-ଣା-ନ୍ତ-କ ଆ-କ୍ର-ମ-ଣ କରି ରାସ୍ତାରେ ପକାଇ ଦେଇଥିଲେ ବୋଲି ସେ କହିଛନ୍ତି । ତେବେ ଦେବୋଲିନା ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।