ଗାଁ କୁ ପଶି ଆସିଛି ମହାବଳ ବାଘ । ଆଉ ବାଘ କୁ ଦେଖି ଭୟରେ ଗାଁ ଲୋକେ ଠେଙ୍ଗା ବାଡି ଧରି ଦୌଡି ଆସିଲେ । ଲୋକଙ୍କୁ ଦେଖିବା ପରେ ବାଘ ଭୟ ରେ ସେଠାରୁ ଚାଲି ଯାଇଥିଲା ନଦୀ କୁଳକୁ । ହେଲେ ନଦୀ କୂଳରେ କୁମ୍ଭୀର କୁ ଦେଖି ଛାନିଆ ହୋଇ ଯାଇଥିଲା ବାଘ । ନିଜର ଜୀବନ ବଞ୍ଚାଇ ନଦୀ କୂଳରୁ ଦୌଡିବାକୁ ଲାଗିଥିଲା ବାଘ । ଆଉ ଆତଙ୍କ ଖେଳାଇ ବୁଲୁଥିବା ବାଘ ର ଆଜି ମିଳୁନି ଦେଖା ଦର୍ଶନ ।
ହଁ ଦର୍ଶକ ବନ୍ଧୁ ଗତ କାଲି ମହାବଳ ବାଘ କୁ ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥି ରେ ବାଘ ରାସ୍ତା ରେ ଡିଆଁ ମାରୁଥିଲା । ବାଘ ଗତ କାଲି ଶିକାର ଖୋଜି ବୁଲୁଥିଲା । ବାଘ କୁ ଜବତ କରିବା ପାଇଁ ବନ ବିଭାଗ କୁ ଗାଁ ଲୋକେ ଅବଗତ କରାଇଥିଲେ । ଓ ଜଗି ରହିଥିଲେ । ଗତ କାଲି ରାତି ରେ ଗାଁ ଲୋକେ ବାଘ କୁ ଦେଖିବାକୁ ପାଇ ନ ଥିଲେ ।
ସବୁ ଦିନ ସେହି ରାସ୍ତା ରେ ବୁଲୁଥିଲା ବାଘ ହେଲେ ଗତ କାଲି ଠାରୁ ବାଘ ର ତେର ପାଇ ନାହାନ୍ତି ବନ ବିଭାଗ । ଗୋଟେ ପରେ କୁମ୍ଭୀର କୁ ନେଇ ଲୋକ ଙ୍କ ମନରେ ଭୟ ସୃଷ୍ଟି ହୋଇଥିବା ବେଳେ ଏପଟେ ବାଘ ଆତଙ୍କ ରେ ଭୟ ରେ ଦିନ କାଟୁଛନ୍ତି ଲୋକେ । ତେବେ ଜଙ୍ଗଲରେ ରହୁଥିବା ବାଘ କିପରି ରାସ୍ତା ଉପରକୁ ଆସିଲା ତାହା ସମସ୍ତଙ୍କ ଚିନ୍ତାର ବିଷୟ ପାଲଟିଛି ।
ଏମିତି କିଛି ଦ୍ରୁଶ୍ଯ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଓଡିଶା ଆନ୍ଧ୍ର ସୀମାନ୍ତ ଶ୍ରୀକାକୁଲମ ଜିଲ୍ଲା ରେ ଭାମିନୀ ମଣ୍ଡଳ ଅଞ୍ଚଳରେ । ଜଣେ ବ୍ୟକ୍ତି ରାସ୍ତା ଆରେ ଯାଉଥିବା ସମୟରେ ହଠାତ ତାଙ୍କ ଆଗକୁ ଚାଲି ଆସିଥିଲା ମହାବଳ ବାଘ । ଯାହା ପରେ ଗାଡି କୁ ଅଟକାଇ ବାଘ ର ଭିଡିଓ ରେକର୍ଡିଙ୍ଗ କରିଥିଲେ ଲୋକେ । ସେପଟେ ଖବର ପାଇବା ପରେ ତନାଘନା ମଧ୍ୟ କରା ଯାଉଛି ।
ସ୍ଥାନୀୟ ଲୋକଙ୍କୁ ଜଙ୍ଗଲ ଭିତରକୁ ନ ଯିବା ବାରଣ ମଧ୍ୟ କରା ଯାଇଛି । ଏହା ସହ ଗୃହପାଳିତ ପଶୁ ଙ୍କୁ ଘରେ ରଖିବାକୁ କୁହା ଯାଇଛି । ଏ ନେଇ ବାଘ ଆତଙ୍କ ରେ ଭୟ ର ବାତାବରଣ ଖେଳି ଯାଇଛି । ଖୁଣୁପୁର ସେହି ପାଖରେ ହୋଇଥିବାରୁ କାଳେ ବାଘ ଚାଲି ଆସିବ ତାହାକୁ ନେଇ ଭୟରେ ଅଛନ୍ତି ସ୍ଥାନୀୟ ଲୋକେ ।
ଲୋକେ କହୁଛନ୍ତି କି କୁମ୍ଭୀର କୁ ଦେଖି ବାଘ ରେ ଛାଣିଆ ହୋଇ ପଳାଇ ଯାଇଛି କି ମହାବଳ ବାଘ ? ତେବେ କୁଆଡେ ଗଲା ବାଘ ସେ ନେଇ ଗାଁ ଲୋକଙ୍କ ମଧ୍ୟରେ ଭାଳେଣି ପଡିଛି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।