99% ଲୋକ ଜାଣିନାହାନ୍ତି (ଲେମ୍ବୁ ଏବଂ ଲଙ୍କା) ଘରେ,ଦୋକାନ,ଗାଡ଼ିରେ ଟାଙ୍ଗିଲେ କ’ଣ ହୋଇଥାଏ…Vastu tips

ବନ୍ଧୁଗଣ ଘର କି ଦୋକାନ ସାମ୍ନାରେ ଅନେକ ଲୋକ ଲେମ୍ବୁ ଓ ଲଙ୍କା ଟାଙ୍ଗିଥାନ୍ତି । ହେଲେ ଘର ହେଉ ଅବା ଦୋକାନ ଯେଉଁ କୌଣସି ସ୍ଥାନରେ ଲେମ୍ବୁ ଓ ଲଙ୍କା ଟାଙ୍ଗିବାର ମହତ୍ଵ କଣ ଆପଣ ମାନେ ଜାଣିଛନ୍ତି । ତେବେ ବନ୍ଧୁଗଣ ଲେମ୍ବୁ ଓ ଲଙ୍କା ଟାଙ୍ଗିବାର ପ୍ରକୃତ ଅର୍ଥ କଣ ଚାଲନ୍ତୁ ଏଠାରେ ଜାଣିବା । ଘରେ ହେଉ ଅବା ଯେକୌଣସି ସ୍ଥାନରେ ଲେମ୍ବୁ ଓ ଲଙ୍କା ଟାଙ୍ଗିବାର କାରଣ କିଛି ଏମିତି ଅଛି । ବନ୍ଧୁଗଣ ମା’ ଲକ୍ଷ୍ମୀ ଓ କୁଲକ୍ଷ୍ମୀ ଶୟନ ସମୟରେ ସମସ୍ତଙ୍କ ଘରକୁ ଆସିଥାନ୍ତି ।

ହେଲେ ଏମାନଙ୍କର କାହା ଘରକୁ ଯିବାର ସେପରି କିଛି ନିର୍ଦ୍ଧିଷ୍ଟ ସମୟ ମଧ୍ୟ ନଥାଏ । ଯେଉଁ ମାନଙ୍କ ଘର ଆଗରେ ଲେମ୍ବୁ ଓ ଲଙ୍କା ଟଙ୍ଗା ଯାଇଥାଏ । ସେହି ଲେମ୍ବୁ ଓ ଲଙ୍କାଙ୍କୁ କୁ ଲକ୍ଷ୍ମୀ ଖାଇଥାନ୍ତି । କାରଣ ଲେମ୍ବୁ ଓ ଲଙ୍କା ମା’ ଲକ୍ଷ୍ମୀଙ୍କର ପ୍ରିୟ ଆହାର ହୋଇଥାଏ । ଯେତେବେଳେ ଲେମ୍ବୁ ଓ ଲଙ୍କା କୁ ଲକ୍ଷ୍ମୀ ଖାଇଦେଇଥାନ୍ତି । ସେତେବେଳେ ସେ ସେହି ଘର ସାମ୍ନାରୁ ହିଁ ଚାଲିଯାଇଥାନ୍ତି ।

ତେଣୁ ଘରେ ଅଲକ୍ଷ୍ମୀଙ୍କ ବାସ ନହେବା ପାଇଁ ଘର କି ଦୋକାନ ବା ଅଫିସ ସାମ୍ନାରେ ଲେମ୍ବୁ ଓ ଲଙ୍କା ନିଶ୍ଚୟ ଭାବରେ ଟାଙ୍ଗିବା ଉଚିତ । ଏପରିକି ଘରେ ଲେମ୍ବୁ ଓ ଲଙ୍କାକୁ ମଧ୍ୟ ଏକାଠି କରି ରଖିବା ଅନୁଚିତ । କାରଣ ଅନେକ ଲୋକ ଫ୍ରିଜରେ ବା ଘରର କୌଣସି ସ୍ଥାନରେ ଲେମ୍ବୁ ଓ ଲଙ୍କାକୁ ମିଶାଇ କରି ରଖିଦେଇଥାନ୍ତି । ଯେଉଁ ମାନେ ଘରେ ଲେମ୍ବୁ ଓ ଲଙ୍କାଙ୍କୁ ଏକାଠି କରି ସବୁବେଳେ ରଖିଥାନ୍ତି । ସେମାନଙ୍କ ଘରକୁ ଦରିଦ୍ରତା ଆସିଥାଏ ।

ତେଣୁ ଏହି ସବୁ କଥା ଉପରେ ଆପଣଙ୍କୁ ବିଶେଷ ଭାବରେ ଧ୍ୟାନ ଦେବାକୁ ପଡିବ । କାରଣ ଦରିଦ୍ରତାର ପୁତ୍ର ହେଉଛନ୍ତି ଦୁଃଖ ଓ ପୀଡା । ତେଣୁ ଯେଉଁ ଘରେ ଦରିଦ୍ରତା ଥାଏ । ସେହି ଘରର ସଦସ୍ୟ ଦୁଃଖ ଓ ପୀଡାରେ ନିଜର ସମୟ ଅତିବାହିତ କରିଥାନ୍ତି । ଯେଉଁ ଘରେ ମିଠା ଦ୍ରବ୍ୟ ବନା ଯାଇଥାଏ ।

ସେହି ଘରକୁ ମା’ ଲକ୍ଷ୍ମୀ ପ୍ରବେଶ କରିଥାନ୍ତି । ଯେଉଁ ଘରକୁ ମା’ ଲକ୍ଷ୍ମୀ ପ୍ରବେଶ କରିଥାନ୍ତି । ସେହି ଘରେ ସୁଖ, ଧନ, ସମୃଦ୍ଧି ବୃଦ୍ଧି ହୋଇଥାଏ । ତେଣୁ ଘରେ ଦରିଦ୍ରତାକୁ ପ୍ରବେଶ ନକରିବାକୁ ଚାହୁଁଥିଲେ । ଘର, ଗାଡି, କାର୍ଯ୍ୟକ୍ଷେତ୍ର ଇତ୍ୟାଦି ସ୍ଥାନରେ ଆପଣ ମାନେ ଲେମ୍ବୁ ଓ ଲଙ୍କାକୁ ଟାଙ୍ଗନ୍ତୁ ।

ଏହା କରିବା ଦ୍ଵାରା ଏହା ଆପଣଙ୍କୁ ନଜର ଓ ଖରାପ ଦ୍ରୁଷ୍ଟିରୁ ମଧ୍ୟ ବଞ୍ଚାଇ ଥାଏ । ତେଣୁ ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ମଧ୍ୟ କରନ୍ତୁ ।