ଲେଡିଜ ପ୍ୟାଣ୍ଟି ଭିତରେରେ କାହିଁକି ରହିଥାଏ ଏହି ଛୋଟ ପକେଟ ? 99% ଲୋକ ଜାଣି ନାହାନ୍ତି ପ୍ରକୃତ କାରଣ, ଜାଣିଲେ ଆଶ୍ଚର୍ଯ୍ୟ ହେବେ !

ମହିଳାଙ୍କ କପଡାରେ ସାଧାରଣତ ଫ୍ୟାଶନକୁ ଅଧିକ ଗୁରୁତ୍ଵ ଦିଆ ଯାଇଥାଏ । ହେଲେ ସେମାନଙ୍କ ପାଇଁ ଅଣ୍ଡରୱିୟର ତିଆରି ବେଳେ ଆରାମକୁ ଅଧିକ ଧ୍ୟାନ ଦିଆଯାଏ । ଆପଣ ନୋଟିସ କରିଥିବେ କି ଲେଡିଜ ପ୍ୟାଣ୍ଟିରେ ଏକ ଛୋଟ ପକେଟ ଭଳି ରହିଥାଏ । ଆପଣ କେବେ ଭାବିଛନ୍ତି କି, ଲେଡିଜ ପ୍ୟାଣ୍ଟିରେ ଏହି ପକେଟ କାହିଁକି ରହିଥାଏ ଓ ଏହାର କାମ କଣ ? ଲେଡିଜ ପ୍ୟାଣ୍ଟିର ଭଜାଇନାଲ ଏରିଆ ପାଖରେ ଥିବା ଏହି ଛୋଟ ପକେଟ ଭଳି ଅଂଶକୁ ‘ବୋ’ (Bow) ବୋଲି କୁହାଯାଏ ।

ଅଣ୍ଡରୱିୟର ତଳଭାଗକୁ ଗସେଟ ମଧ୍ୟ କୁହାଯାଏ । ମହିଳାଙ୍କ ଭଜାଇନାଲ ଏରିଆର ମୁଭମେଣ୍ଟକୁ ଦୃଷ୍ଟିଆରେ ରଖି ଏହି ପକେଟ ବନଯାଏ । ମହିଳାଙ୍କ ପ୍ରାଇଭେଟ ପାର୍ଟର ହାଇଜିନକୁ ଯେପରି ହାନି ପହଞ୍ଚେ ସେଥିପାଇଁ ତିଆରି କରା ଯାଇଥାଏ ଏହି ପକେଟ । ମହିଳାଙ୍କ ଗସେଟରେ ପକେଟ ଆକୃତିର ଏକ କପଡା ସିଲେଇ କରାଯାଏ ଓ ଏହା ମଝିରେ କୌଣସି ସିଲେଇ ରହି ନଥାଏ । ଏହାଦ୍ବାରା ମହିଳାଙ୍କ ପ୍ରାଇଭେଟ ପାର୍ଟ ମୁଭମେଣ୍ଟରେ କୌଣସି ଅସୁବିଧା ହୁଅନାହିଁ ଏବଂ ଏହି କପଡାକୁ ବହୁତ ନରମ ମଧ୍ୟ ରଖା ଯାଇଥାଏ ।

ଏହାଛଡା ଭଜାଇନାଲ ଡିସଚାର୍ଜକୁ ଶୋଷିନେବା ମଧ୍ୟ ଏହାର ମୁଖ୍ୟ କାର୍ଯ୍ୟ ହୋଇଥାଏ । ଏଭଳି ନରମ କପଡା ମହିଳାଙ୍କୁ ଅଧିକ ଆରମ ଦେଇଥାଏ । ଅନେକ ସମୟରେ ମହିଳାଙ୍କ ଗୁପ୍ତାଙ୍ଗରୁ ଏସିଡିକ ଡିସଚାର୍ଜ ମଧ୍ୟ ହୋଇଥାଏ । ଯାହାଦ୍ୱାରା ପ୍ୟାଣ୍ଟି ବ୍ଲିଚ ହୋଇଯାଏ ଅର୍ଥାତ ଏହାର ଭିତର ଅଂଶର ରଙ୍ଗ ଉଡିଯାଏ ।

ଏହାର ପ୍ରଭାବ ଯେପରି ଲେଡିଜ ପ୍ୟାଣ୍ଟିର ବାହାର ଅଂଶରେ ନ ଦିଶିବ ସେଥିପାଇଁ ଭିତରେ ଏକ୍ସଟ୍ରା କପଡା ଲଗାଯାଏ ଯାହା ଏକ ପକେଟ ଭଳି ଆକୃତି ତିଆରି କରିଥାଏ । ଏହି କପଡା ମହିଳାଙ୍କ ପ୍ରାଇଭେଟରୁ ବାହାରୁଥିବା ଡିସଚାର୍ଜକୁ ଶୋଷିବାରେ ସାହାଯ୍ୟ କରିଥାଏ । ଲେଡିଜ ପ୍ୟାଣ୍ଟିରେ ଥିବା ଏହି ପକେଟକୁ ଦୁଇ ପାର୍ଶ୍ଵରୁ ସିଲେଇ କରାଯାଏ ନାହିଁ ।

ଏପରି କରିବା ଦ୍ଵାରା ଲେଡିଜ ପ୍ୟାଣ୍ଟିରେ ଆରାମରେ କୌଣସି ଅସୁବିଧା ହୋଇ ନଥାଏ ଏବଂ ଇନଫେକ୍ସନ ହେବାର ଆଶଙ୍କା ମଧ୍ୟ କମ୍ ହୋଇଯାଏ । ତେବେ ଏହି ପକେଟ ତିଆରି ବେଳେ ମହିଳାଙ୍କ ପ୍ରାଇଭେଟ ପାର୍ଟକୁ ଯେପରି ଉପଯୁକ୍ତ ପବନ ଯିବା ଆସିବା କରି ପାରୁଥିବ ଏହାକୁ ମଧ୍ୟ ଧ୍ୟାନରେ ରଖାଯାଏ । ସେଥିପାଇଁ ଲେଡିଜ ପ୍ୟାଣ୍ଟି ବନାଇବା ପାଇଁ କଟନ୍ କିମ୍ବା କଟନ୍ ମିଶ୍ରିତ କପଡା ବ୍ୟବହାର କରା ଯାଇଅଥାଏ ।

ହେଲେ କିଛି ବ୍ରାଣ୍ଡ ଏଭଳି ଅଛନ୍ତି ଯେଉଁମାନେ ସିଲ୍କ ମିଶ୍ରିତ କପଡା ମଧ୍ୟ ବ୍ୟବହାର କରିଥାନ୍ତି । ତେବେ ଏହା ମଧ୍ୟ ଏକ ନାଚୁରାଲ ଫାବ୍ରିକ ହୋଇଥାଏ ଯେଉଁଥିରେ ଭଲ ଆରାମ ମିଳିଥାଏ । ସେଥିପାଇଁ ପ୍ରତ୍ଯେକ ମହିଳାଙ୍କ ପାଇଁ ଏହା ଜରୁରୀ ଅଟେ ଯେ ଲେଡିଜ ପ୍ୟାଣ୍ଟି କିଣିବା ବେଳେ କୌଣସି ଭଲ ବ୍ରାଣ୍ଡର ପ୍ୟାଣ୍ଟି କିଣିବା ଆବଶ୍ୟକ ।

କାରଣ ଭଲ ବ୍ରାଣ୍ଡ ମାନେ ଏହିସବୁ ବିଷୟକୁ ଧ୍ୟାନରେ ରଖି ଲେଡିଜ ପ୍ୟାଣ୍ଟି ତିଆରି କରିଥାନ୍ତି । ଲେଡିଜ ପ୍ୟାଣ୍ଟି ର ଫାବ୍ରିକ ଏପରି ହେବା ଆବଶ୍ୟକ ଯେଉଁଥିରେ ପବନ ଯିବା ଆସିବା କରି ପାରୁଥିବ । ନଚେତ ଭଜାଇନାଲ ଇନଫେକ୍ସନର ଆଶଙ୍କା ଅଧିକ ବଢିଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।