ଲାକ୍ମୀ ଫ୍ୟାସନ୍ ୱିକ୍ ୨୦୧୮ ମସିହା ଶେଷ ଦିନରେ ବଲିଉଡର ସୁନ୍ଦର ଅଭିନେତ୍ରୀ କରୀନା କପୁର ଖାଁଙ୍କ ଡିଜାଇନର ମନିଷା ଜେ ସିଂ ସୋ ଷ୍ଟପର୍ ବନିଥିଲେ । କରୀନା ଏହି ସୋ ପାଇଁ ବହୁତ ଉତ୍ସୁକ ଥିଲେ । ଲାକ୍ମୀ ଫ୍ୟାସନ୍ ୱିକ୍ ଫାଇନାଲରେ ଗ୍ରାଉନ୍ ପିନ୍ଧି ର୍ୟାମ୍ପ ଚାଲିବାକୁ ବାହାରି ଥିଲେ । କରୀନା କପୁର ଖାଁ ମନିଷା ଜେ ସିଂଙ୍କ ହୋଲୋଗ୍ରାଫି ସୋଲ୍ଡର୍ ଗ୍ରାଉନ୍ ପିନ୍ଧି ର୍ୟାମ୍ପ ଚାଲିବାରେ ନିଜ କାମାଲ ଦେଖାଇଲେ ।
କରୀନା କପୁର ଏହି ଗାଉନ୍ ରେ ବହୁତ ସୈାକିନ୍ ଏବଂ ମନୋହର ଲାଗୁଥିଲେ । କରୀନା କପୁର ନିଜର ସୈାକିନ୍ ଏବଂ ସୁନ୍ଦର ଚାହାଣୀରେ ଲୋକଙ୍କୁ ଆକୃଷ୍ଟ କରୁଥିଲେ । ଆପଣ ଏଥିରେ ଜାଣି ପାରିବେ ଆମ ଭିଡ଼ିଓରେ କରୀନା କେଉଁ ଭଳି ସୁନ୍ଦର ଭାବରେ ର୍ୟାମ୍ପ ଚାଲି କରୁଛନ୍ତି ।
ଏଥିରେ ତାଙ୍କ ମେକ୍ଅପ, ତାଙ୍କ ଲୁକ୍, ତାଙ୍କ ସେୟାର ଷ୍ଟାଇଲ ବହୁତ ସୁନ୍ଦର ଅଟେ । ଆପଣ ଏହି ଭିଡ଼ିଓରେ ଦେଖି ପାରିବେ କି କରୀନା କପୁର ଖାଁ ନିଜ ଚାଲିବା ଶୈଳୀ, ତାଙ୍କର ଅଙ୍ଗ ଭଙ୍ଗୀ ଏବଂ ସୈାନ୍ଦର୍ଯ୍ୟକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି । ତାଙ୍କର ଏହି ଅନ୍ଦାଜ ପାଇଁ ସେଠି ବସିଥିବା ସମସ୍ତ ଲୋକ ଅନେକ ପ୍ରଶଂସା କରିଥିଲେ ହେଲେ ଏହି ଅଭିନେତ୍ରୀ ଜଣକ ର୍ୟାମ୍ପ ଚାଲିବା ବେଳେ ବହୁତ ଖରାପ ମୁହୁର୍ତ୍ତର ସାମ୍ନା କରିବାକୁ ପଡ଼ିଥିଲା ।
ପ୍ରକୃତରେ ଏହି ଅଭିନେତ୍ରୀଙ୍କ ଗାଉନ୍ ପଛ ଅତ୍ୟଧିକ ଦିଶୁଥିଲା ଯେଉଁଥିପାଇଁ କରୀନା ଅନେକ ସମୟ ଧରି ଏହି ଗାଉନକୁ ଠିକ୍ କରିବାରେ ଦେଖା ଯାଉଥିଲା । ଏହାପରେ ୨୦୨୯ ରେ ମଧ୍ୟ ଲାକ୍ମୀ ଫ୍ୟାସନ୍ ୱିକ୍ ରେ ଏହି ଅଭିନେତ୍ରୀ ନିଜର ଷ୍ଟାଇଲ ଏବଂ ଫ୍ୟାସନ୍ ପାଇଁ ଖୁବ୍ ଚର୍ଚ୍ଚାରେ ଥିଲେ । ପ୍ରକୃତରେ ଲାକ୍ମୀ ଫ୍ୟାସନ୍ ୱିକ୍ ଶେଷ ଦିନରେ କରୀନା କପୁର ଖାଁଙ୍କ ଲୋକପ୍ରିୟ ଡିଜାଇନର ସାନ୍ତନୁ ଏବଂ ନିଖିଲଙ୍କ ସୋ ଷ୍ଟୁପର୍ ବନିଥିଲେ ।
ଏହି ଅଭିନେତ୍ରୀ ଜଣକ ଅନେକ ଷ୍ଟାଇଲିସ୍ ଏବଂ ଗ୍ଲାମର ଅନ୍ଦାଜରେ ନଜର ଆସିଥିଲେ । ତାଙ୍କର ଲୁକ଼ ବିଷୟରେ କଥା ହେଲେ ସେ କଳା ରଙ୍ଗର ଏବଂ କାନ୍ଧ କଟା ଗାଉନରେ ନଜର ଆସିଥିଲେ । ଏହି ଗାଉନରେ ସମସ୍ତଙ୍କ ଧ୍ୟାନ ଯେଉଁଥିପାଇଁ ଟାଣି ଥିଲା ତାହା ହେଉଛି କରୀନାଙ୍କ ସାଇଡ୍ କଟା ହୋଇଥିବା ଗାଉନ । କରୀନା ନିଜର ସୁନ୍ଦର ମେକ୍ଅପ ସହିତ ଭଲ ହେୟାର ଷ୍ଟାଇଲ ମଧ୍ୟ କରିଥିଲେ ।
ପ୍ରତ୍ୟେକ କୋଣରୁ କରୀନା ବହୁତ ସୁନ୍ଦର ଲାଗୁଥିଲେ ଏବଂ ଏହି ଗାଉନରେ ସେ ଲେଦର ବେଲ୍ଟକୁ ମଧ୍ୟ ପିନ୍ଧିଥିଲେ । କିନ୍ତୁ କିଛି ସମୟ ର୍ୟାମ୍ପ ଚାଲିବା ପରେ ସେ ନିଜକୁ ଆରାମ୍ ଅନୁଭବ କଲେନାହିଁ । ଯାହାଫଳରେ କରୀନାଙ୍କୁ ବାରମ୍ବାର ଡ୍ରେସକୁ ଟେକିବାକୁ ପଡ଼ିଥିଲା । ସେ ଏଥିରେ ଠିକ୍ ଭାବରେ ଚାଲି ପାରୁ ନଥିଲେ, ଯେଉଁଥିପାଇଁ ତାଙ୍କର କପ୍ସ ମାନେ ଗାଉନ କଭର୍ କରିବାରେ ନଜର ଆସୁଥିଲେ ।
ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ଯବାଦ