ଲଗାତର ୭ ଦିନ ଡାଳିମ୍ବ ଖାଇବା ପରେ ମୂଳରୁ ଭଲ ହେଇଯାଇଥାଏ ଏହି ସବୁ ବଡ ରୋଗ

ଡାଳିମ୍ବ ଆମ ଶରୀର ପାଇଁ ବହୁତ ଲାଭ ଦାୟକ ଅଟେ । ଏଥିରୁ ବହୁତ ମାତ୍ରାରେ ଫାଇବର ଭିଟାମିନ C , ଭିଟାମିନ A ଭିଟାମିନ K , ଫଲିକ ଏସିଡ ଓ ଆଣ୍ଟି ଅସ୍କିଜେନ ମିଳିଥାଏ । ଡାଳିମ୍ବ ସ୍ୱାସ୍ଥ୍ୟ ସହିତ ସୁନ୍ଦରତା ପାଇଁ ମଧ୍ୟ ବହୁତ ଦରକାରୀ ଅଟେ । ଡାକ୍ତର ମାନଙ୍କ ଅନୁସାରେ, ସବୁଦିନ ଡାଳିମ୍ବ ଖାଇବା ଦ୍ୱାରା ଆମ ଶରୀରର ଶହେଟି ରୋଗ ଭଲ ହୋଇଥାଏ । ଯଦି ଆପଣ ଲଗାତାର ଭାବରେ ୨ ଦିନ ପର୍ଯ୍ୟନ୍ତ ଡାଳିମ୍ବର ଜୁସ ପିଅନ୍ତି ତେବେ ଆପଣଙ୍କର କେଉଁ ଫାଇଦା ହୋଇଥାଏ ଆଜି ଆମେ ସେ ବିଷୟରେ ଜାଣିବା ।

ଯଦି ଆପଣଙ୍କ ଓଜନ ଦରକାରୀ ଠାରୁ ଅଧିକ ଥାଏ ତେବେ ଏହା ଆପଣଙ୍କ ଶରୀରର ଓଜନ କମାଇ ଦେଇଥାଏ । ମୋଟା ଲୋକମାନଙ୍କର ଶରୀରର ଚର୍ବି ଅଣ୍ଟା ପାଖରେ ଜମା ହୋଇଥାଏ । ତେଣୁ ଡାଳିମ୍ବ ଖାଇବା ଦ୍ୱାର ଏହା କମ ହୋଇଥାଏ ।

ଯଦି ଆପଣଙ୍କୁ ମଧୁମେୟ ରୋଗ ହୋଇଥାଏ ତେବେ ଏହା ଆପଣଙ୍କ ପାଇଁ ବହୁତ ଭଲ ଔଷଧ ହୋଇଥାଏ । ଡାଳିମ୍ବର ଯୁସରେ ଫ୍ରାକପୋଜ ଥାଏ , ଯାହା ଦ୍ଵାରା ରକ୍ତରେ ସୁଗାର ପରିମାଣ ବଢ଼ିନଥାଏ । ଡାଳିମ୍ବ ଖାଇବା ଦ୍ୱାର ଆପଣଙ୍କର ରକ୍ତ ସଞ୍ଚାଳନ ଠିକ ଭାବରେ ହୋଇଥାଏ । ଯେଉଁଥିରେ ହୃଦଘାତ ହେବାର ଆଶଙ୍କା ବହୁତ କମ ରହିଥାଏ । ଏହା ଆପଣଙ୍କର କୋଲଷ୍ଟ୍ରୋଲକୁ କମେଇବା ସହିତ ଆପଣଙ୍କର ହଜମ କ୍ରିୟାକୁ ଠିକ ଭାବେ ସଞ୍ଚାଳନ କରିଥାଏ ।

ପ୍ରତ୍ୟକ ଦିନ ଡାଳିମ୍ବର ସେବନ ଆପଣଙ୍କ ଶରୀରର ସବୁ ବିଷାକ୍ତ ପଦାର୍ଥକୁ ବାହାର କରିଦେଇଥାଏ । ଯେଉଁଥିରେ କ୍ୟାନ୍ସର ଭଳି ବଡ଼ ରୋଗରୁ ରକ୍ଷା ମିଳିଥାଏ । ଡାଳିମ୍ବରେ ଥିବା ଆଣ୍ଟି ଅସ୍କିଜେନ ତତ୍ୱ ଶରୀରର ଟସ୍କିଂନ କୁ ବାହାର କରିଦେଇଥାଏ । ଏହା ସ୍ତନ କର୍କଟ ପାଇଁ ବହୁତ ଲାଭ ଦାୟକ ହୋଇଥାଏ ।

ସବୁଦିନ ଡାଳିମ୍ବ ର ସେନବ ହାଡ଼ ଓ ଗଣ୍ଠିକୁ ମଝଭୁତ ରଖିଥାଏ । ଡାଳିମ୍ବ ଶରୀରର କଟିଲେଜ କୁ ବାହାର କରିବାରେ ସହାୟକ ହୋଇଥାଏ ଓ ଆପଣଙ୍କ ଶରୀରର ସୁନ୍ଦରତା ବଢ଼ିଥାଏ । ଡାଳିମ୍ବ ର ଚୋପାକୁ ଶୁଖାଇ ମୁହଁରେ ଘଷିବା ଦ୍ୱାରା ମୁହଁର କଳା ଓ ଧଳା ଦାଗ ପଳାଇଯାଇଥାଏ ।

ଡାଳିମ୍ବ ରେ ମିନେରାଲ ସହିତ ଫ୍ଲୋରିକ ଏସିଡ ରହିଥାଏ । ଏହା ମାଆ ପେଟରେ ବଢୁଥିବା ଶିଶୁ ପାଇଁ ବହୁତ ଭଲ ଖାଦ୍ୟ ଅଟେ । ଏଥିରେ ଥିବା ପୋଟାସିୟମ ମହିଳାମାନଙ୍କୁ ପାଦରେ ଥିବା ଦରଜରୁ ଆରାମ ଦେଇଥାଏ । ଏହା ସମୟ ଆଗରୁ ହେଉଥିବା ପ୍ରସବକୁ ରୋକିଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।