ଭଗବାନ ଶିବଙ୍କ ଅଂଶ ବୋଲି ମନାଯାଇଥାଏ ଏହି ୫ ଟି ନାମର ବ୍ୟକ୍ତି, ଦେଖନ୍ତୁ ଆପଣଙ୍କ ନାମ ରହିଛି କି

ଭଗବାନ ଶିବ ଶଙ୍କର, ଭୋଳାନଥ ପରଂ ପରମେଶ୍ୱର ଅଟନ୍ତି । ଭୋଳାନଥା ଦୁନିଆର ସବୁଠାରୁ ବଡ଼ ଦେବୀ ଦେବତା ଙ୍କ ମଧ୍ୟରୁ ଜଣେ ଅଟନ୍ତି । ନିଜ ନାମ ଏବଂ ସ୍ଵଭାବ କାରଣରୁ ତାଙ୍କୁ ଭୋଲାନଥ କୁହାଯାଇଥାଏ । ଆଜି ଆମେ ଆପଣଙ୍କୁ ସେହି ୫ ଟି ନା ବିଷୟରେ କହିବାକୁ ଯାଉଛୁ ଯାହାକୁ ଭଗବାନ ଶିବ ଙ୍କ ଅଂଶ ବୋଲି କୁହାଯାଇଥାଏ ।

ଏହି ୫ ଟି ନାମ ର ବ୍ୟକ୍ତି ଙ୍କୁ ଭଗବାନ ଶିବ ଙ୍କ ଅଂଶ ଏଥିପାଇଁ କୁହାଯାଇଥାଏ କାରଣ ଏହି ବ୍ୟକ୍ତିମାନେ ବହୁତ ନିର୍ଭୟ ଏବଂ ନିଡର ହୋଇଥାନ୍ତି । ଏହି ବ୍ୟକ୍ତିମାନେ ଜୀବନରେ କେବେ ମଧ୍ୟ ପରାଜୟ ମାନି ନଥାନ୍ତି । ସଦା ସର୍ବଦା ସଫଳତାର ସିଡ଼ିରେ ଚଢ଼ି ଚାଲିଥାନ୍ତି ।

ଏହି ନମାର ବ୍ୟକ୍ତିଙ୍କୁ କ୍ରୋଧ ଖୁବ ଶୀଘ୍ର ଆସିଥାଏ । କିନ୍ତୁ ଏହି ବ୍ୟକ୍ତି ମାନଙ୍କ ଭିତରେ ସହିବାଶକ୍ତି ବହୁତ ରହିଥାଏ । ଏହି ବ୍ୟକ୍ତି ନିଜ କ୍ରୋଧ ଉପରେ କେବେ ମଧ୍ୟ କାବୁ କରିପାରନ୍ତି ନାହିଁ । ଏହି ବ୍ୟକ୍ତି ମାନେ ଜୀବନରେ ଖୁବ ଆଗକୁ ବଢିଥାନ୍ତି । ଏହି ନାମର ବ୍ୟକ୍ତି ମାନଙ୍କୁ ଭଗବାନ ଶିବ ଙ୍କ ଆଶୀର୍ବାଦ ସବୁବେଳେ ମିଳିଥାଏ ।

ଏହି ବ୍ୟକ୍ତି ଜୀବନରେ କେବେ ମଧ୍ୟ କାହାରି ସହିତ ଅନ୍ୟାୟ କରନ୍ତି ନାହିଁ ସେଥିପାଇଁ ଏମାନଙ୍କ ସହିତ ସବୁବେଳେ ଭଲ ହୋଇଥାଏ । ଏହି ବ୍ୟକ୍ତି ମାନଙ୍କୁ ଭଗବାନ ଶିବ ଙ୍କ ପୂଜା ଅର୍ଚ୍ଚନା କରିବାକୁ ପଡ଼ିଥାଏ । ଯାହା ଦ୍ଵାରା ଭଗବାନ ଶିବ ଙ୍କ କୃପା ଏହି ବ୍ୟକ୍ତି ମାନଙ୍କ ଉପରେ ସବୁବେଳେ ରହିଥାଏ ଏବଂ ଏମାନଙ୍କର ସବୁ ମନସ୍କାମନା ପୂରଣ ହୋଇଥାଏ ।

ସେହି ୫ ଟି ଖାସ ନାମ ହେଉଛି ଅକ୍ଷର H ଯେଉଁ ମାନଙ୍କ ନା ଅକ୍ଷର H ରୁ ଆରମ୍ଭ ହୋଇଥାଏ, ଦ୍ଵିତୀୟ ହେଉଛି R ଅକ୍ଷର ଯେଉଁମାନଙ୍କ ନାମ R ଅକ୍ଷରରୁ ଆରମ୍ଭ ହୋଇଥାଏ, ତୃତୀୟରେ ହେଉଛି P ଅକ୍ଷର ଯେଉଁମାନଙ୍କ ନାମ P ଅକ୍ଷରରୁ ଆରମ୍ଭ ହୋଇଥାଏ, ଚତୁର୍ଥରେ ରହିଛି N ଅକ୍ଷର ଯେଉଁବ୍ୟକ୍ତି ଙ୍କ ନା N ଅକ୍ଷରରୁ ଆରମ୍ଭ ହୋଇଥାଏ ।

ପଞ୍ଚମରେ ଏବଂ ଶେଷ ଅକ୍ଷର ହେଉଛି A ମାନେ ଯେଉଁ ବ୍ୟକ୍ତି ଙ୍କ ନାମ ଏ ଅକ୍ଷାରରୁ ଆରମ୍ଭ ହୋଇଥାଏ । ଏହି ଖାସ ୫ ଟି ନାମର ବ୍ୟକ୍ତି ଅଟନ୍ତି ଯାହା ଉପରେ ସଦା ସର୍ବଦା ଭୋଲେନାଥଙ୍କ କୃପା ରହିଥାଏ ଏବଂ ଏହି ବ୍ୟକ୍ତିମାନେ ଭଗବାନ ଶିବ ଙ୍କ ଅଂଶ ଅଟନ୍ତି ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।