କୁନି ଛୁଆକୁ ଝୁଣି ଝୁଣି ମା-ରି-ଦେ-ଲେ, ସିସିଟିଭିରେ କଏଦ ହେଲା ପୁରା ଦୃଶ୍ୟ, ଦେଖିଲେ ଆପଣଙ୍କ ଆଖିରୁ ଲୁହ ଶୁଖିବନି, ଦେଖନ୍ତୁ video

ମନୁଷ୍ୟ ଜୀବନକୁ ପାଣି ଫୋଟକା ସହ ତୁଳନା କରାଯାଏ । କାହା ଜୀବନ କେତେବେଳେ କେମିତି ଚାଲିଯିବ ଏହା କେହି କେବେ କଳ୍ପନା କରିପାରନ୍ତି ନାହିଁ । ଆଉ ଆଜି ଆମେ ଆପଣଙ୍କୁ ଏଭଳି ଏକ ଦୃଶ୍ୟ ଦେଖାଇବାକୁ ଯାଉଛୁ ଯାହା ଦେଖିଲେ ଆପଣଙ୍କ ଆଖିରୁ ଲୁହ ଶୁଖିବନି । ହୁଏତ ଆଗରୁ କେବେବି ଏମିତି ଦୃଶ୍ୟ ଆପଣ ଦେଖି ନଥିବେ । ଏଭଳି ଏକ ହୃଦୟ  ବିଦାରକ ଦୃଶ୍ୟ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳିଛି କି ଜଣେ, କୁନି ପିଲାକୁ ଚାରି ଚାରୋଟି କୁକୁର ଝୁଣି ଝୁଣି ଖାଇ ଯାଉଛନ୍ତି ।

ଏହି ଭିଜୁଆଲଟି ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ଆଉ ଏହି ଭିଡିଓକୁ ପୁରା ଦେଖିବାକୁ ଦର୍ଶକଙ୍କ ଆଖି ଯାଉନି । ଏତେ ଭୟଙ୍କର ଏହି ଭିଡିଓ ଆପଣ ବି ଦୃଶ୍ୟ ଦେଖିଲେ ଜାଣି ପାରୁଥିବେ । ଯେକେହି ଏହି ଭିଡିଓ ଦେଖିଲେ ନିଶ୍ଚିତ ଭାବେ ବିଚଳିତ ହୋଇପଡିବ । ଏହି ଭିଡିଓରେ ଥିବା କୁନି ପିଲାଟିର ବୟସ ମାତ୍ର 4 ବର୍ଷ । ସବୁଦିନ ଭଳି ଖେଳିବାକୁ ଘର ବାହାରକୁ ବାହାରି ପଡିଥିଲା କୁନି ପିଲାଟି ।

ହେଲେ ବୁଲା କୁକୁରଙ୍କ ହାବୁଡରେ ପଡି ନିରୀହ ଶିଶୁର ଜୀବନ ଚାଲିଗଲା । କୁକୁର ମାନେ ଗୋଟିଏ ପରେ ଗୋଟେ ମିଶି ପିଲା ଉପରକୁ ଆ-କ୍ର-ମ-ଣ କରି ଚାଲିଥିଲେ । ଆଉ ଏଥିରୁ ମୁକୁଳିବା ପାଇଁ ପିଲାଟି ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ ବି ସେଥିରେ ସଫଳ ହୋଇପାରିଲା ନାହିଁ । ଦୁର୍ଭାଗ୍ୟକୁ ପିଲାଟିକୁ ଉଦ୍ଧାର କରିବା ପାଇଁ ମଧ୍ୟ କେହି ସମୟରେ ପହଞ୍ଚି ପାରି ନଥିଲେ ।

ଏହି ମର୍ମନ୍ତୁଦ ଘଟଣା କାହାରି ଆଖିରେ ପଡିଲା ନାହିଁ । ସିସିଟିଭିରେ ଏଭଳି ଏକ ଛାତିଥରା ଦୃଶ୍ୟ କଏଦ ହୋଇଥିବା ବେଳେ ପୁରା ଦୃଶ୍ୟ ଏଥିରେ ଦେଖାଇବା ସମ୍ଭବ ହେଉନାହିଁ । ଶେଷରେ କୁକୁରଙ୍କ ଆ-କ୍ର-ମ-ଣ-ରେ ପିଲାଟିର ଜୀବନ ଚାଲିଗଲା । ହାଇଦ୍ରାବାଦର ବାକଅମ୍ବରପେସ ର ସ୍ଥାନୀୟ ହାଉସିଂ ସୋସାଇଟିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି । କୁନି ଶିଶୁ ପ୍ରଦୀପଙ୍କ ବାପା ଗଙ୍ଗାଧର ଏହି ହାଉସିଂ ସୋସାଇଟିରେ ସିକ୍ଯୁରିଟି ଗାର୍ଡ ଭାବେ କାମ କରୁଥିବା ନେଇ ସୂଚନା ମିଳିଛି ।

ପିଲାଟିର କାନ୍ଦ ଶୁଣି ବାପା ସାଙ୍ଗେ ସାଙ୍ଗେ ଦୌଡି ଆସି ପିଲାକୁ ହସ୍ପିଟାଲ ନେଇଥିଲେ ସୁଦ୍ଧା ସେତେବେଳକୁ ସବୁକିଛି ବିଳମ୍ବ ହୋଇ ସାରିଥିଲା । ଚିକିତ୍ସା ବେଳେ କୁନି ଶିଶୁକୁ ଡାକ୍ତର ମୃ-ତ ଘୋଷଣା କରିଥିଲେ । ସେହି ଅଞ୍ଚଳରେ ଦିନକୁ ଦିନ ବୁଲା କୁକୁରଙ୍କ ଦାଉ ବଢି ଚାଲିଥିବା ବେଳେ ଏଥିପାଇଁ ସାଧାରଣ ଲୋକେ ପ୍ରଶାସନକୁ ଦାୟୀ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।