ପୂର୍ବରୁ କୁହାଯାଇଛି ଭଗବାନ ଦୟାବାନ ହୋଇଥାନ୍ତି ସେ ଧନ ଦୌଲତ ଛପରଫାଡି ଦେଇଥାନ୍ତି । ଭଗବାନଙ୍କ ସହିତ ଲୋକଙ୍କର ଭାଗ୍ୟ ଦୁଇ ଜଣ ମିଶିଗଲେ ସେହି ବ୍ୟକ୍ତିକୁ ସଫଳତା ମିଳିବାକୁ ଡେରିହୋଇନଥାଏ । କିନ୍ତୁ ଆପଣ ଜାଣିଛନ୍ତିକି ଭଗବାନବି ଏହି କାମ ହେବପୂର୍ବରୁ ବ୍ୟକ୍ତିକୁ ୩ଟି ସଙ୍କେତ ଅବଶ୍ୟ ଦେଇଥାନ୍ତି । ଏହା ଆମେ ଆପଣ ମାନଙ୍କୁ କହୁନୁ ଏହା ଆଗରୁ କୁହାଯାଇଅଛିକି ଯଦି କେବେ କୌଣସି ବ୍ଯକ୍ତିର ଭଲ ଦୀନ ଆସେ ତାପୂର୍ବରୁ ତାକୁ ଏହି ତିନୋଟି ସଙ୍କେତ ନିହାତି ମିଳିଥାଏ । ଆପଣଙ୍କର ବି ଏହି ଦୀନ ଆସିପାରେ ଆସନ୍ତୁ ଜାଣିବା ସେହି ତିନୋଟି ସୋପ୍ନ କଣ ।

୧ ଯୋଉ ବ୍ଯକ୍ତିର ରାତି ତିନିଟାରେ ଅଚାନକ ବାରବାର ନିଦଭାଙ୍ଗିଥାଏ ଏହାକୁ ସାମାନ୍ଯ କଥା ଭାବନ୍ତୁ ନାହିଁ । ଏହି ସଙ୍କେତକୁ ବହୁତ ଶୁଭ ବୋଲି କୁହାଯାଇଥାଏ । ଏହା କୁହାଯାଇଛିକି ରାତି ତିନିଟାରେ ସବୁ ଦେବାଦେବୀଙ୍କର ଶକ୍ତି ଜାଗ୍ରତ ହୋଇଥାଏ, ସେ ଆପଣଙ୍କୁ ବହୁତ କିଛି କହିବାକୁ ଚାହୁଁ ଥାନ୍ତି ଏଣୁ ରାତି ତିନିଟାରେ ବାରବାର ନିଦଭାଙ୍ଗିବା ଶୁଭର ସଙ୍କେତ ହୋଇଥାଏ । ଆପଣ ଯଦି ସେଇ ସମୟରେ ଦେବାଦେବୀ ଙ୍କୁ ଭକ୍ତି କରିବେ ଓ କିଛି ବରମାଗିବେ କେବେହେଲେ ନିରାଶ ହେବେ ନାହିଁ ଭଗବାନ ଆପଣଙ୍କ ପ୍ରଥନ୍ନା ନିହାତି ଶୁଣିଥାନ୍ତି ।
୨ ଯଦି ଅପଣଙ୍କ ସ୍ଵୋପ୍ନରେ ଦେଖିବେ ବଡବଡ ପର୍ବତ ଦେଖିବେ ଓ ସେଠାରେ ବାହିଯଉଥିବା ଝରଣା ଦେଖିବେ ଏବଂ ଆପଣ ସେହି ବହି ଯାଉଥିବା ଜଳକୁ ପିଉଥିବେ ତାହେଲେ ଆପଣଙ୍କର ମନସ୍କାମନା ନିଶ୍ଚୟ ପୂରଣ ହେବ । ଏହି ସଙ୍କେତ ଭଗବାନ ଦେଇଥାନ୍ତି ।

୩ ସାସ୍ତ୍ର ଅନୁସାରେ ଆପଣଙ୍କ ସ୍ଵୋପ୍ନରେ ଦେବାଦେବୀ ଦେଖାଦେଲେ ଶୁଭ କୁହାଯାଇଛି । ଏହା କୁହାଯାଇଛିକି ସୋପ୍ନରେ ଭଗବାନ ଆସିଲେ ଲାଭ ହୋଇଥାଏ ସୋପ୍ନରେ ଭଗବାନ ଆସିଲେ ସେହି ବ୍ୟକ୍ତିଙ୍କୁ ପବିତ୍ର ବ୍ୟକ୍ତିବୋଲି କୁହାଯାଏ । ଏହି ଲୋକମାନେ ଗୋଟେ ଚୁଟକିରେ ସବୁ କାମ କରିଦେଇଥାନ୍ତି । ଏଣୁ ଏହି ସୋପ୍ନକୁ ଭୁଲରେବି କାହାରୀକୁ କହିବେନାହିଁ ।
ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।