କୋହଲି ଟିମ ର ଯେଉଁ ଖେଳାଳିଙ୍କୁ ଦେଇ ନ ଥିଲେ ଇଜ୍ଜତ, ଧୋନୀ ତାଙ୍କୁ ହିଁ ବନେଇ ଦେଲେ ସୁପରଷ୍ଟାର

ବନ୍ଧୁଗଣ କ୍ରିକେଟ ଦୁନିଆରେ କେବେ କାହାର ଭାଗ୍ୟ ପରିବର୍ତ୍ତନ ହେବ ଏହା କହିବା ବହୁତ କଷ୍ଟ । ଆଜି ଆମେ ଆପଣଙ୍କୁ ସେହି ଭଳି ଜେନ ଖେଳାଳିଙ୍କ ବିଷୟରେ ଜଣେଇବୁ । ଯାହାକୁ ବିରାଟ କୋହଲୀ ଟିକେ ସମ୍ମାନ କରୁ ନଥିଲେ, ମହେନ୍ଦ୍ର ସିଂହ ଧୋନୀ ସେହି ଖେଳାଳିଙ୍କୁ ବନେଇ ଦେଲେ ସବୁଠୁ ଖତରନାକ ଖେଳାଳି । ନାମ ଜାଣିଲେ ଆପଣ ମଧ୍ୟ ଚମକି ପଡିବେ । ଏହି କଥା ତ ଆପଣ ସମସ୍ତେ ଜାଣିଥିବେ କି ଆଇପିଏଲ 2018 ର ଫାଇନାଲ ରେ ଚେନ୍ନାଇ ସୁପର କିଂ, ସନରାଇଜର୍ସ ହୈଦରାବାଦ କୁ 8 ୱିକେଟ ରେ ହରାଇ ତୃତୀୟ ଥର ଆଇପିଏଲ ର କପ୍ ନିଜ ନାମ ରେ କରିଥିଲା ।

ସନରାଇଜର୍ସ ହୈଦରାବାଦ ପ୍ରଥମେ ବ୍ୟାଟିଂ କରି 6 ୱିକେଟ ରେ 178 ରନ୍ କରିଥିଲା । ଏହାର ଜବାବରେ ଚେନ୍ନାଇ ସୁପର କିଂ 2ଟି ୱିକେଟ ରେ 181 ରନ୍ କରି ଆଇପିଏଲ 2018 ର ଚ୍ଯାମ୍ପିୟନ ହୋଇ ଥିଲେ । ଏହି ସବୁ ମଧ୍ୟରେ ଲୋକମାନଙ୍କର ନଜର କିନ୍ତୁ ଜଣକ ଉପରେ ଥିଲା, ଯିଏ ସେହି ସିଜନ ରେ ଦ୍ଵିତୟ ଥର ଶତକ କରି ଖେଳଟି ଚେନ୍ନାଇ ସପକ୍ଷରେ କରି ଦେଇ ଥିଲେ । ଏବେ ଆପଣ ଏହା ଭାବୁ ଥିବେ କି ଆମେ କାହା ବିଷୟରେ କଥା ହେଉଛେ?

 

ଆଜି ଆମେ ଯେଉଁ ଖେଳାଳିଙ୍କ ବିଷୟରେ କଥା ହେଉଛେ ସିଏ ଆଉ କେହି ନୁହେଁ, ସେ ହେଉଛନ୍ତି ଶେନ ୱଟସନ । ଯିଏ ଏହି ମ୍ଯାଚ ରେ ବହୁତ ଭଲ ବ୍ୟାଟିଂ କରି 200, 5.26 ର ଷ୍ଟ୍ରାଇକ ରେଟ ରେ 57 ବଲ୍ ରେ 117 ରନ କରି ମୁଖ୍ୟ ଭୂମିକା ନିଭାଇଥିଲେ । ସେ 11ଟି 4 ଓ 8 ଟି 6 ମାରିଥିଲେ । ତାଙ୍କର ଏହି ଜବରଦସ୍ତ ବ୍ୟାଟିଂ ରେ ଚେନ୍ନାଇ ସୁପର କିଂ ଏହି  ମ୍ଯାଚ ବହୁତ ସହଜରେ ଜିତି ଗଲା ।

 

ଏହା ଦୁର୍ଭାଗ୍ଯର କଥା କି ରୟଲ ଚୈଲେଂଜର୍ସ ବେଂଗଲୁରୁ ତରଫରୁ କିଛି ଟା ମ୍ଯାଚ ଖେଳିଥିବା ଶେନ ୱଟସନ ଆଇପିଏଲ 2018 ରେ ହୀରୋ ପ୍ରମାଣିତ ହୋଇଥିଲେ । କିନ୍ତୁ ବିରାଟ କୋହଲୀ ଟିମ ଆଇପିଏଲ ରୁ ବାହାରି ଯାଇଥିଲା, ସେମାନେ ପ୍ଲେଅଫ ରେ ମଧ୍ୟ ନିଜର ସ୍ଥାନ ହରାଇ ଦେଇଥିଲେ । ଏହି ସମୟରେ କୋହଲୀ ଭାବୁଥିବେ ଯଦି ଶେନ ୱଟସନ ତାଙ୍କ ସହ ଥାନ୍ତେ ତେବେ ତାଙ୍କ ଟିମ ମଧ୍ୟ କିଛି ଭଲ ପଦର୍ଶନ କରିପାରି ଥାନ୍ତା ।