କୋହଲିଙ୍କ ଖେଳ ଖରାପ କରିବା ପାଇଁ ଅଷ୍ଟ୍ରେଲିଆରୁ ଆସିଥିଲା ଏହି ବ୍ୟକ୍ତି ! ଗିରଫ ପରେ ସତ ସାମ୍ନା କୁ ଆସିଲା ।

ଗତ ରବିବାର ଦିନ ଫାଇନାଲ ବିଶ୍ଵକପ ଚାଲିଥିବା ବେଳେ ହୋଇଥିଲା ବଡ ଷଡଯନ୍ତ୍ର । କେମିତି ଭାରତ ହାରିଯାଉ । ବିରାଟ ଯେମିତି ଭାବେ ପ୍ରଦର୍ଶନ କରୁଥିଲେ ସମସ୍ତେ ଭାବୁଥିଲେ ଭାରତ ଜିତିଯିବ । ହଁ ଦର୍ଶକ ବନ୍ଧୁ ଆଉ ସେଥିପାଇଁ ବିରାଟ ଙ୍କ ମାଇଣ୍ଡ ଡାଇଭର୍ଟ କରିବାକୁ ଗୋଟେ ଘଟଣା ଘଟା ଯାଇଥିଲା କି ବିରାଟ ଙ୍କ ପାଖକୁ ଜଣେ ବ୍ୟକ୍ତି ଆସି ତାଙ୍କ କାନ୍ଧ ରେ ଝୁଲି ପଡିଥିଲେ । ଏବଂ ସେହି ବ୍ୟକ୍ତିଙ୍କ ନାଁ ରେ ଏବେ କୁଆଡେ ମାମଲା ରୁଜୁ ହୋଇଛି ।

ବିରାଟ ଙ୍କ ଫୋକସ ହଟାଇବା ପାଇଁ ଏଭଳି ଘଟଣା ଘଟା ଯାଇଛି ବୋଲି ଏବେ ସବୁଠି ଚର୍ଚ୍ଚା ହେଉଛି । ଯାହା ପରେ ଏବେ ସେହି ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ତାଙ୍କ ନାଁ ରେ ସାଂଘାତିକ ମାମଲା ରୁଜୁ ହୋଇଛି । ICC ବିଶ୍ଵକପ ର ଫାଇନାଲ ମ୍ଯାଚ ରବିବାର ଦିନ ଅହମଦାବାଦ ର ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମ ରେ ଅନୁଷ୍ଠିତ ହୋଇଥିଲା । ସେଠାରେ ଏଭଳି କିଛି ଦ୍ରୁଶ୍ଯ ଦେଖିବାକୁ ମିଳିଥିଲା ।

ସେହି ମ୍ଯାଚରେ ଏକ ବଡ ସୁରକ୍ଷା ତ୍ରୁଟି ଦେଖା ଯାଇଥିଲା । ଏବେ କୁହା ଯାଉଛି ଏବେ ବଡ ପ୍ଳାନ ଥିଲା ବିରାଟ ଙ୍କ ବିରୁଦ୍ଧରେ । କାହିଁକି ବିରାଟ ଯେବେ ବ୍ୟାଟିଂ କରୁଥିଲେ ଏବେଳେ ଆସି କାନ୍ଧ ରେ ଓହଳି ପଡିଥିଲେ ବ୍ୟକ୍ତି ଜଣକ । ଆଉ ଯାହା ପାଇଁ କୋହଲି ଙ୍କ ଲକ୍ଷ୍ୟ ଚ୍ୟୁତ ହୋଇଥିଲା । ଏହି ଘଟଣାକୁ କୁଆଡେ ଜାଣିଶୁଣି କରା ଯାଇଥିବା ଏବେ ଆଲୋଚନା ହୋଇଛି । ସୂଚନା ଅନୁଯାୟୀ ଏହି ବ୍ୟକ୍ତି ଜଣକ ହେଉଛନ୍ତି ଅଷ୍ଟ୍ରେଲିୟା ବାସିନ୍ଦା ।

ଏ ସବୁ କିଛି ଜାଣି ଶୁଣି କରା ଯାଇଥିଲା ଯେମିତି ଭାରତୀୟ ଖେଳାଳୀ ଙ୍କ ଫୋକସ ହାତିଯାଉ । ନିଶ୍ଚିନ୍ତ ଭାବେ ଭାରତ ହାରିଯାଉ । ସେହି ବ୍ୟକ୍ତି ଙ୍କ ନାନା ହେଉଛି ଜନସନ ୱିନ ଯିଏ କି ଅଷ୍ଟ୍ରେଲିୟାରେ ବାସିନ୍ଦା ଅଟନ୍ତି । ଆଉ ସେ ଖେଳ ଦେଖିବାକୁ ଭାରତ ଆସିଥିଲେ । ଯେବେ ୱିନ ଙ୍କୁ ପୋଲିସ ନେଇ ଯାଇଥିଲା ସେତେବେଳ ସେ କହିଥିଲେ ମୁଁ ଅଷ୍ଟ୍ରେଲିୟାର ବାସିନ୍ଦା । ସେହିଠାରୁ ହିଁ ସତ ସାମ୍ନା କୁ ଆସିଥିଲା ।

ଆଉ ଏଭଳି ଭାବେ ବିରାଟ କୋହଲି ଙ୍କୁ ଭେଟିବା ପାଇଁ ଆସି କାନ୍ଧ ରେ ଓହଳି ପଡିଥିଲେ । କିନ୍ତୁ ପୋଲିସ ୱିନ ଙ୍କୁ ପଚରାଉଚରା କରିବାରୁ ସେ କହିଥିଲେ କ୍ଵାଲିଷ୍ଟାଇନ ରେ ଚାଲିଥିବା ଯୁଦ୍ଧ ପାଇଁ ମୁଁ ବିରୋଧ କରିବାକୁ ଆସିଥିଲି । ଆଉ ଏପଟେ ଏବେ ଚର୍ଚ୍ଚା ହେଉଛି ଯେବେ ବିରାଟ କୋହଲି ଭଲ ପ୍ରଦର୍ଶନ କରିଥାନ୍ତେ ସେତେବେଳେ ତାଙ୍କର ଫୋକସ ହଟାଇବା ପାଇଁ ବା ମାଇଣ୍ଡ କୁ ଡାଇଭର୍ଟ କରିବା ପାଇଁ ଏଭଳି ଆଡେ ଘଟଣା କୁ ଆଖ୍ୟା ଦିଆ ଯାଇଥିଲା ।

ଆଉ ବିରାଟ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଯେବେ ୱିନ ତାଙ୍କ ପାଖକୁ ଆସି ଏମିତି ହରକତ କରିଲେ । ଯେବେ ବିରାଟ ବ୍ୟାଟିଂ କରୁଥିଲେ ସେତେବେଳେ ୱିନ ଆସି ବିରାଟ ଙ୍କ କାନ୍ଧରେ ଓହଳି ଝୁଲି ପଡିଥିଲେ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।