PBKS VS DC: ଦେଖନ୍ତୁ କେମିତି ଅଚାନକ KL Rahul ଙ୍କ ସହିତ ହେଲା ଏକ ଭୟଙ୍କର ଦୁର୍ଘଟଣା, ଯେଉଁ କାରଣରୁ ସେ IPL ରୁ ହେଲେ ବାହାର

ପଞ୍ଜାବ କିଙ୍ଗସ୍ ଓ ଦିଲ୍ଲୀ କ୍ୟାପିଟାଲ ମଧ୍ୟରେ ଆଇ.ପି.ଏଲ-୨୦୨୧ ର ୨୯ତମ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯିବାର ଥିଲା । ଏହି ମ୍ୟାଚର ଠିକ୍ ଅଳ୍ପ ସମୟ ପୂର୍ବରୁ କେ.ଏଲ. ରାହୁଲଙ୍କୁ ନେଇ ଏକ ଖରାପ ଖବର ଶୁଣିବାକୁ ମିଳିଥିଲା । ଯାହା ଶୁଣିବା ପରେ ହୁଏ ତ ପ୍ରତ୍ୟେକ ଭାରତୀୟ ଭାବୁକ ହୋଇ ଉଠିବେ । ଖାସ୍ କରି କେ.ଏଲ.ରାହୁଲଙ୍କ ପ୍ରଶଂସକ ଓ ପଞ୍ଜାବ କିଙ୍ଗସ୍ ଦଳର ପ୍ରଶଂସକଙ୍କୁ ଲାଗି ପରେ ଶକ୍ତ ଧକ୍କା ।ପଞ୍ଜାବ କିଙ୍ଗସ୍ ଦଳର ସମର୍ଥକ ଓ କେ.ଏଲ.ରାହୁଲଙ୍କ ପ୍ରଶଂସକଙ୍କ ପାଇଁ ବହୁତ ଖରାପ ଖବର ସାମନାକୁ ଆସିଛି ।

ଯାହା ଶୁଣିବା ପରେ ଆପଣଙ୍କ ଲୋମ ମଧ୍ୟ ଟାଙ୍କୁରି ଉଠିବ । ରାତିରେ ଅଚାନକ କେ.ଏଲ.ରାହୁଲଙ୍କ ପେଟରେ ବ୍ୟଥା ହୋଇଥିଲା ଓ ଏହି ବ୍ୟଥା ତାଙ୍କ ପାଇଁ ଅତ୍ୟନ୍ତ ଅସହ୍ୟ ଥିଲା ।

ପେଟ ବ୍ୟଥା ଔଷଧ ଖାଇବା ପରେ ମଧ୍ୟ ତାଙ୍କ ପେଟ ବ୍ୟଥା କମି ନ ଥିଲା । ଔଷଧ ଖାଇବା ପରେ ମଧ୍ୟ ବ୍ୟଥା କମ୍ ନ ହେବାରୁ ଉପଚାର ପାଇଁ ରାହୁଲଙ୍କୁ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । ଡାକ୍ତରମାନେ ପରୀକ୍ଷା କରିବା ପରେ ଜଣାଇ ଥିଲେ କି ରାହୁଲ ଏକ ଭୟଙ୍କର ରୋଗରେ ପୀଡିତ ଅଛନ୍ତି ।

ଆପଣଙ୍କୁ ଜଣାଇ ରଖୁଛୁ ଯେ ରାହୁଲଙ୍କ ସ୍ବାସ୍ଥ୍ୟାବସ୍ଥା ବହୁତ ଗମ୍ଭୀର ରହିଛି । ସେ ଏକ ଗମ୍ଭୀର ରୋଗରେ ପୀଡିତ ଥିବା ଜଣା ପଡିଛି । ଡାକ୍ତରମାନେ ତାଙ୍କୁ ବର୍ତ୍ତମାନ କ୍ରିକେଟ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ଓ ଜଣାଇ ଦେଇଛନ୍ତି କି ଅସ୍ତ୍ରୋପଚାର ହିଁ ଏହି ରୋଗର ଏକମାତ୍ର ଉପଚାର । ପରୀକ୍ଷାରୁ ଜଣା ପଡିଛି କି ତାଙ୍କର ତୀବ୍ର ଆପେଣ୍ଡିସାଇଟିସ୍ ହୋଇଛି । ଯାହା କେବଳ ଅସ୍ତ୍ରୋପଚାର ଦ୍ଵାରା ହିଁ ବାହାର କରାଯାଇ ପାରିବ ।

କେ.ଏଲ.ରାହୁଲଙ୍କ ଦଳରୁ ଏହିପରି ବାହାର ହେବା ପଞ୍ଜାବ କିଙ୍ଗସ୍ ପାଇଁ ଖୁବ୍ ଚିନ୍ତାର ବିଷୟ ପାଲଟିଛି । କାରଣ ରାହୁଲ ଦଳର ଅଧିନାୟକ ଥିବା ସହ ଖୁବ୍ ଭଲ ଫର୍ମ ରେ ମଧ୍ୟ ଖେଳୁଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ସେ ଆଇ.ପି.ଏଲରେ ୩୦୦ରୁ ଅଧିକ ରନ୍ ବନାଇ ସାରିଥିଲେ । ବିଶେଷ ସୂତ୍ରରୁ ଜଣା ପଡିଛି କି ରାହୁଲ ବର୍ତ୍ତମାନ ଆଉ ଆଇ.ପି.ଏଲରେ ଅଂଶଗ୍ରହଣ କରି ପାରିବେ ନାହିଁ । କାରଣ ପ୍ରଥମେ ତାଙ୍କର ଅସ୍ତ୍ରୋପଚାର କରାଯିବ ।

ଏହାପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଯାଇ ପୁନର୍ବାର କ୍ରିକେଟ ଖେଳି ପାରିବେ । ଏହିପରି ପରିସ୍ଥିତିରେ ପଞ୍ଜାବ କିଙ୍ଗସ୍ କୁ ବଡ଼ ଝଟକା ଲାଗିଛି । ପ୍ରୀତି ଜିଣ୍ଟା ମଧ୍ୟ ଏହାକୁ ନେଇ ଟ୍ବିଟ୍ ମାଧ୍ୟମରେ ରାହୁଲଙ୍କ ପାଇଁ ସମବେଦନା ଜଣାଇବା ସହ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ଆଉ ମଧ୍ୟ ରାହୁଲ ସମ୍ପୂର୍ଣ୍ଣ ସୁସ୍ଥ ନ ହେବା ପର୍ଯ୍ୟନ୍ତ ମୟଙ୍କ ଅଗ୍ରୱାଲଙ୍କୁ ଦଳର ନୂତନ ଅଧିନାୟକ ଘୋଷଣା କରିଛନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ