ଛୋଟ ପିଲାଙ୍କୁ କରୋନା ହେଲେ କିପରି ନେବେ ତାଙ୍କ କେୟାର ? ପ୍ରଥମ ଥର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କଲେ ଗାଇଡ ଲାଇନ

କରୋନା ଭାଇରସର ଦିତୀୟ ଲହର ପୁରା ବିଶ୍ବରେ ବହୁତ ଖ-ତ-ରନାକ ହୋଇ ଗଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ୪ ଲକ୍ଷ ଲୋକଙ୍କର କରୋନା ପଜେଟିବ ଚିହ୍ନଟ ହୋଇଛି । ଏଥର ଛୋଟ ପିଲା ମାନେ କରୋନାର ଶିକାର ହେଉଛନ୍ତି । ଯାହା ପାଇଁ ଅନେକ ସମୟା ସୃଷ୍ଟି ହେଉଛି । ଗତ ବାସର ଜେଭଳି ଭାବେ ବୟସ୍କ ବ୍ୟକ୍ତି କରୋନରେ ଆକ୍ରାନ୍ତ ହେଉଥିଲେ ଚଳିତ ବର୍ଷ ଛୋଟ ପିଲା ମାନେ କାରୋନାରେ ଆକ୍ରାନ୍ତ ହେବା ଏକ ଚିନ୍ତାର ବିଷୟ ହୋଇ ପଡିଛି । ସେଥି ପାଇଁ ସ୍ୱାସ୍ଥ୍ୟ ବିଭାଗ କିଛି ଜରୁରୀ ସୂଚନା ଦେଇଛନ୍ତି ।

ପିଲା ମାନଙ୍କ ଠାରେ କୌଣସି ଲକ୍ଷଣ ନ ଥିଲେ : ଯଦି କୌଣସି ପିଲା କରୋନା ଚିହ୍ନଟ ହୋଇଥିବ କିନ୍ତୁ ତା ଭିତରେ କୌଣସି ଲକ୍ଷଣ ନ ଥିବ ତେବେ ଏହାର କୌଣସି ପ୍ରତିକାର ବିଷୟରେ କୁହା ଯାଇ ନାହି । କିନ୍ତୁ ସେହି ପିଲାର ଲକ୍ଷଣ ଉପରେ ଆପଣଙ୍କୁ ନଜର ଦେବାକୁ ପଡିବ ।

ସାଧାରଣ ଥଣ୍ଡା ହେଲେ : ଯଦି ପିଲାଙ୍କ ଭିତରେ ସାଧାରଣ ଥଣ୍ଡା, ଗଳାରେ କଷ୍ଟ ହେବା ବ ନିଶ୍ଵାସ ନେବାରେ କୌଣସି ଅସୁବିଧା ନ ହୁଏ ତେବେ ତାକୁ ଘରେ ରଖି ଚିକିତ୍ସା କରିବା ଦରକାର । ପିଲଙ୍କୁ ଅଧିକରୁ ଅଧିକ ପାଣି ଜିନ ବା ଲିକୁଇଡ ଜିନିଷ ପିଇବାକୁ ଦିଅନ୍ତୁ । ଯଦି ଜ୍ଵର ରହିଛି ତେବେ ୧୦-୧୫ ମିଲିଗ୍ରାମ ପାରାଶିଟମଲ ଔଷଧ ଦେଇ ପାରିବେ । ଯଦି ଲକ୍ଷଣ ଅଧିକ ଦେଖାଯାଏ ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ମାଧ୍ୟମ ଇନଫେକସନ ହୁଏ : ଏହି ଶ୍ରେଣୀର ପିଲାଙ୍କର ଅକ୍ସିଜେନ ଲେବଲ କମ ଥାଏ କିନ୍ତୁ ଏମାନଙ୍କର ନିମୋନିଆ ଲକ୍ଷ ନ ଥାଏ । ଏହି ପିଲାଙ୍କୁ କୋଭିଡ ସେଣ୍ଟରରେ ଆଡ୍ମିସନ କରିବା ଉଚିତ । ଏମାନଙ୍କର ଋହାଇଡ୍ରେସନ ହେବା ପାଇଁ ଅଧିକରୁ ଅଧିକ ତରଳ ଜିନିଷ ଖାଇବାକୁ ଦିଅନ୍ତୁ । ଯେପରି ଅଧିକ ରିହାଇଡ୍ରେସନ ନ ହୁଏ ସେଥି ପ୍ରତି ଧ୍ୟାନ ଦେବା ଉଚିତ । ଯଦି ଜ୍ଵର ରହିଥାଏ ତେବେ ପାରାଶିଟମଲ ଦେବେ ବା ବ୍ୟାକ୍ଟେରିୟା ଇନଫେକସନ ହେଲେ ଏମୋକ୍ସିସିଲିନ ନେଇ ପାରିବେ । ଯଦି ପିଲାଙ୍କର ୯୪%ରୁ ଅକ୍ସିଜେନ କମ ଥାଏ ତେବେ ଅକ୍ସିଜେନ ଦେବା ଉଚିତ ।

ଗମ୍ଭୀର ଇନଫେକସନ ହେଲେ : ଏହି ସ୍ଟେଜରେ ଯେବେ ପିଲା ମାନଙ୍କୁ କରୋନା ଯୋଗୁ ନିମୋନିଆ, ରେସପିରେଟରୀ {ARDS{, ମଲ୍ଟି ଆର୍ଗନ ଡିଶଫକ୍ସନ ଶିନ୍ଦ୍ରୋମ {MODS}, ବା ସେପ୍ଟିକ ଶାକ ଭଳି ସିରିଏସ ଲକ୍ଷଣ ଦେଖାଯାଏ । ଏଭଳି ଲକ୍ଷଣ ଦେଖା ଗଲେ ପିଲା ମାନଙ୍କୁ ଆସିୟୁ ବା ଏଚଡ଼ିୟୁରେ ଆଡ୍ମିସନ କରିବା ଉଚିତ । ଏହି ସମୟରେ ପିଲା ମାନଙ୍କର ସମ୍ପୂର୍ଣ ଭାବେ ରକ୍ତ ପରୀକ୍ଷା, ଲିଭର, ରିନଲ ଫାଙ୍କସନ ଟେଷ୍ଟ ଓ ଛାତି ପରୀକ୍ଷା କରି ନେବା ଅତି ଜରୁରୀ ହୋଇଥାଏ ।

ବନ୍ଧୁଗଣ ଯଦି ଆପଣମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।