Special Report: ହସ୍ପିଟଲ ରୁ ଆସିଲା ସବୁଠୁ ବଡ ଖବର, ଚେନ୍ନାଇରେ ଏବେ ଏମିତି ଅଛି Amrit Pradhan ଙ୍କ ସ୍ବାସ୍ଥ୍ୟବସ୍ଥା, ଦେଖନ୍ତୁ ପୁରା Video

ନମସ୍କାର ବନ୍ଧୁଗଣ । ଆମ ଦେଶରେ ବ୍ୟାପୀଥିବା କୋରୋନା ମହାମାରୀ ଯୋଗୁ କେତେ ଯେ ଲୋକଙ୍କର ପ୍ରତି ଦିନ ଜୀବନ ହା-ନି ହେଉଛି ତାହା ଆପଣ ମାନେ ନିଶ୍ଚୟ ଜାଣିଥିବେ ।

ଗତ କିଛି ଦିନ ହେବ ଓଡିଶାର ଯୂବକ ଅମ୍ରିତ ପ୍ରଧାନ କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ତାଙ୍କର ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହୋଇଥିବାରୁ ତାଙ୍କୁ ଚେନ୍ନାଇ ଘରୋଇ ହସପିଟାଲରେ ନିଆ ଯାଇଥିଲା । ଗତ ଦୁଇ ସପ୍ତାହ ହେବ ସେ ଚେନ୍ନାଇରେ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ସୂଚନା ଅନୁସାରେ ଇକୋମୋ ଚିକିତ୍ସା ଦ୍ଵାରା ତାଙ୍କର ସ୍ୱାସ୍ଥ୍ୟରେ କିଛି ସୁଧାର ଦେଖା ଯାଉଛି ।

ତାଙ୍କର ଅକ୍ସିଜେନ ଲେବଲ ବର୍ତ୍ତମାନ ୮୫ରୁ ୯୦ ମଧ୍ୟରେ ରହୁଛି । ତାଙ୍କର ଫୁସ୍ଫୁସ ଅଧିକ ସଂକ୍ରମିତ ହୋଇଥିବା ସିଟି ସ୍କ୍ଯାନ ରିପୋର୍ଟରୁ ଜଣା ପଡିଥିଲା । ଗତ ଦୁଇ ଦିନ ହେବ ତାଙ୍କର ଭେଣ୍ଟିଲେଟର ଆବଶ୍ୟକ ପଡୁ ନାହି । ଅମ୍ରିତଙ୍କୁ ସତ ପ୍ରତିଶତ ବଦଳରେ ୭୦& ଇକୋମୋ ସହାୟତା ଦିଆ ଯାଉଛି ।

ଏହା ଛଡା ତାଙ୍କୁ ଖାଦ୍ୟ ଆକାରରେ କଷ୍ଟଡ ଦେବାକୁ ଚେଷ୍ଟା କରା ଯାଉଛି ଯଦି ଏହା ସଫଳ ହୁଏ ତେବେ ତାଙ୍କୁ ଖାଦ୍ଯ ଦେବା ପାଇଁ ଲାଗିଥିବା ଫୁଡ ଟ୍ଯୂବ ହଟାଯିବ ବୋଲି ସୂଚନା ମିଳିଛି । ଗତ ୪ ତାରିଖରେ ଅମ୍ରିତଙ୍କୁ ଭୁବନେଶ୍ବର ଏମ୍ସ ହସ୍ପିଟାଲରୁ ଏୟାର ଆମ୍ବୁଲାନ୍ସ ଜରିଆରେ ଚେନାଇ ଅଣା ଯାଇଥିଲା । ତାଙ୍କ ଘର ହେଉଛି ବ୍ରହ୍ମପୁର ବାସୁଦେବ ନଗରରେ । ଅମ୍ରିତଙ୍କ ସ୍ୱାସ୍ଥ୍ୟକୁ ନେଇ ତାଙ୍କ ଦାଦା କହିଛନ୍ତି ଯେ ଇକୋମୋ ଚିକିତ୍ସା ଦ୍ଵାରା ତାଙ୍କ ସ୍ୱାସ୍ଥ୍ୟରେ କିଛି ମାତ୍ରାରେ ସୁଧାର ଆସିଛି ।

ଏହା ଛଡା ଏହା ଏକ ଲଙ୍ଗ ପ୍ରୋସେସ ଅଟେ ଓ ସମୟ ଅନୁସାରେ ତାଙ୍କର ଆହୁରି ସୁଧାର ଆସିପାରେ ବୋଲି ଡାକ୍ତର ମାନେ ମତାମତ ଦେଇଛନ୍ତି । ଅମ୍ରିତଙ୍କର ଫୁସଫୁସ ସ୍କ୍ୟାନ ହୋଇଛି ବୋଲି ତାଙ୍କ ଦାଦା କହିଛନ୍ତି । ଡାକ୍ତର ମାନେ ୧୫ ଦିନ ପାଇଁ ସମୟ ଦେଇଥିଲେ କିନ୍ତୁ ବର୍ତ୍ତମାନ ସ୍ୱାସ୍ଥ୍ୟରେ ଅଧିକ ଉନ୍ନତି ହେବା ପାଇଁ ଦୁଇ ମାସ ମଧ୍ୟ ହୋଇପାରେ ବୋଲି ତାଙ୍କ ଦାଦା କହିଛନ୍ତି ।

ବର୍ତ୍ତମାନ ମରିତଙ୍କୁ ଲିକ୍ୟୁଇଡ ଆକାରରେ ଖାଦ୍ୟ ଦିଆ ଯାଉଛି । ତାଙ୍କ ଦାଦାଙ୍କ କହିବା ଅନୁସାରେ ଗତ ଦୁଇ ଦିନ ତଳେ ଅମ୍ରିତଙ୍କୁ କଷ୍ଟାର୍ଡ ଖାଇବାକୁ ଦିଆ ହୋଇଥିଲା । ଏହି ଭଳି ଭାବେ ଅମ୍ରିତଙ୍କର ସ୍ୱାସ୍ଥ୍ୟରେ ଧୀରେ ଧୀରେ ସୁଧାର ଆସୁଛି ବୋଲି ସୂଚନା ମିଳିଛି । ଆଶା କରୁଛୁ ଅମ୍ରିତ ବହୁତ ଜଲ୍ଦି ଭଲ ହୋଇ ନିଜ ଘରକୁ ଫେରି ଆସିବେ ।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମଧ୍ୟମରେ ଜଣାଇବେ । ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।