କିନ୍ନର ମାନଙ୍କ ଅନ୍ତିମ ସଂସ୍କାର ରାତିରେ ହିଁ କାହିଁକି ହୋଇଥାଏ ? ଜାଣନ୍ତୁ ଏହାର ରହସ୍ୟ

ବନ୍ଧୁଗଣ ଆପଣ ମାନେ ମନୁଷ୍ୟର ଦୁଇଟି ରୂପ ଜାଣିଥିବେ ଯଥା ସ୍ତ୍ରୀ ଓ ପୁରୁଷ । କିନ୍ତୁ ମନୁଷ୍ୟର ତୃତୀୟ ଏକ ରୂପ ରହିଛି ଯାହା ହେଉଛି କିନର ମାନଙ୍କର ଯାହାକୁ କିଛି ଲୋକ ମାନେ ଦୂରେଇ ରହିବାକୁ ପସନ୍ଦ କରନ୍ତି ।

କିନ୍ନର ମାନଙ୍କର ଅଭିଶାପ ଓ ଆଶୀର୍ବାଦ ବହୁତ ଲାଭଦାୟକ ହୋଇଥାଏ । ସେମାନକର କଥା କାହା ପାଇଁ ଭଲ ତ ଆଉ କାହା ପାଇଁ ଖରାପ ପ୍ରଭାବ ପକାଇଥାଏ । ଆଜି ଆମେ ଆପଣ ମାନଙ୍କୁ କିନ୍ନର ମାନଙ୍କର ମୃ-ତ୍ୟୁ ପରେ କହାୟଙ୍କି ତାଙ୍କର ଶବକୁ ଗୁପ୍ତ ଭାବେ ଅ-ନ୍ତି-ମ ସ-ସ୍କା-ର କରାଯାଏ ସେହି ବିଷୟରେ କହିବାକୁ ଯାଉଛୁ ।

ଗରୁଡ ପୂରଣ ଅନୁସାରେ କିନ୍ନର ମାନଙ୍କର ଅ-ନ୍ତି-ମ ସଂ-ସ୍କା-ର ମଧ୍ୟ ରାତ୍ରିରେ କରାଯାଏ । ଗରୁଡ ପୁରାଣରେ ଉଲ୍ଲେଖ ରହିଛି ଯେ କିନ୍ନର ମାନକ ଠାରେ ଏକ ଆଧ୍ୟାତ୍ମିକ ଶକ୍ତି ରହିଥିବାରୁ ସେମାନଙ୍କର ମୃ-ତ୍ୟୁ ପୂର୍ବରୁ ତାଙ୍କୁ ଆଭାସ ହୋଇଥାଏ । ନିଜ ମୃ-ତ୍ୟୁ ପୂର୍ବରୁ ସେମାନେ କୌଣସି ଜାଗାକୁ ନ ଯାଇ ଅର୍ଣ୍ଣର ସେବନ ବନ୍ଦ କରନ୍ତି ଓ ଖାଲି ପାଣି ପିଇଥାନ୍ତି । ଏହାଛଡା ସେମାନେ ଭଗବାନଙ୍କ ନିକଟରେ ତାଙ୍କ ପିନ ଓ ନିଜ ସାଥିଙ୍କ ପାଇଁ ପ୍ରାର୍ଥନା କରିଥାନ୍ତି ଯେ ଆସନ୍ତା ଜନ୍ମରେ ଯେପରି ତାଙ୍କୁ ଆଉ କିନ୍ନର ଜନ୍ମ ନ ମିଳୁ ।

ଏପରି ହେବାର କିଛି ବିଶେଷ ମହତ୍ଵ ରହିଛି । ମୃତ୍ୟୁ ପୂର୍ବରୁ କିନ୍ନର ମାନଙ୍କର କଥା ଗୁଡିକ ବହୁତ ପ୍ରଭାବଶାଳୀ ହୋଇଥାଏ । ଗରୁଡ ପୁରାଣରେ ଅ-ନ୍ତି-ମ ସ-ସ୍କା-ର ପାଇଁ ବିଭିନ୍ନ କର୍ମର ବର୍ଣ୍ଣନା କରା ଯାଇଛି । ଗରୁଡ ପୁରାଣ ଅନୁସାରେ କିନ୍ନର ମାନଙ୍କର ଶବକୁ ନ ଜଳାଯାଇ ସେମାନଙ୍କର ଶବକୁ ପୋତାଯାଏ । କିନ୍ନର ସମଯରେ ଯେବେ ଜଣେ କିନ୍ନରଙ୍କର ମୃ-ତ୍ୟୁ ହୁଏ ତେବେ ପ୍ରଥମେ ତାଙ୍କର ଆ-ତ୍ମା ଶାନ୍ତି ପାଇଁ ପ୍ରକ୍ରିୟା କରାଯାଏ । ସେମାନଙ୍କର ଶ-ବରେ ଧଳା କପଡା ଘୋଡାଯାଏ ଓ ତାଙ୍କ ଶ-ବ ଉପରେ କିଛି ବି ବନ୍ଧାଯାଏ ନାହି ।

ଯେଉଁ କିନ୍ନରଙ୍କର ମୃତ୍ୟୁ ହୋଇଥାଏ ତାଙ୍କ ଶ-ବ ପାଖରେ ରହି ତାଙ୍କ ସାଥିମାନେ ତାଙ୍କୁ ଗାଳି ଦେବା ସହ ଚପଲରେ ମଧ୍ୟ ମରନ୍ତି । କାରଣ ମାନ୍ୟତା ରହିଛି ଯେ ଯଦି ମୃ-ତ କିନ୍ନରଙ୍କର କିଛି ଇଛା ରହିଥାଏ ତେବେ ତାହା ନଷ୍ଟ ହୋଇଯିବ ଓ ତାଙ୍କର ପୁର୍ନଜନ୍ମ ଏକ ସାଧାରଣ ମଣିଷ ରୂପେ ହେବ । ସାଧାରଣ ମଣିଷଙ୍କ ଭଳି କିନ୍ନରଙ୍କୁ ୪ଟି କାନ୍ଧ ଦିଆଯାଏ ନାହି । ବରଂ ତାଙ୍କ ଶବକୁ ଠିଆ କରି ଅଣାଯାଏ ।

ଗରୁଡ ପୁରାଣରେ ଆଉ ଏକ ଗମ୍ଭୀର କଥା କୁହ ଯାଇଛି ଯେ ଯଦି ମୃ-ତ କିନ୍ନରର ଶ-ବକୁ ଅନ୍ୟ ଜଣେ କିନ୍ନର ଦେଖିଥାଏ ତେବେ ତାର ପୁର୍ନଜନ୍ମ କିନ୍ନର ହୋଇନଥାଏ । ଜଣେ କିନ୍ନରର ମୃ-ତ୍ୟୁ ପରେ ତାଙ୍କ ସମାଜରେ ଖୁସି ମନାଇଥାନ୍ତି କାରଣ ସେମାନେ ସବୁ ଦିନ ପାଇଁ କିନ୍ନରରୁ ମୁକ୍ତି ପାଇବା ସହ ଆସନ୍ତା ଜନ୍ମରେ ଯେପରି ଆଉ ଏ ଦେହ ଧାରଣ ନ କରନ୍ତି ।

ଏହା ସହ କିନ୍ନରର ମୃ-ତ୍ୟୁର ଗୋଟେ ସପ୍ତାହ ଯାଏଁ ତାଙ୍କ ସମାଜରେ ବ୍ରତ କରିଥାନ୍ତି ଓ ତାଙ୍କ ଆ-ତ୍ମା ଶାନ୍ତି ପାଇଁ ପ୍ରାର୍ଥନା କରିଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।