କଣ ଆପଣ ଜାଣିଛନ୍ତି ମ୍ୟାଚ ପୂର୍ବରୁ କିଏ ଭାରତର ପ୍ଲେଇଂ ୧୧ର ଟିମ ବାଛିଥାନ୍ତି – ଜାଣିଲେ ପରେ ଲାଗିପାରେ ଝଟକା

ମ୍ୟାଚ ପୂର୍ବରୁ କିଏ ଭାରତର ପ୍ଲେଇଂ ୧୧ର ଟିମ ବାଛିଥାନ୍ତି

ଭାରତରେ କ୍ରିକେଟର ବହୁତ କ୍ରେଜ ଅଛି। ଅନ୍ୟ ଖେଳ ଅନୁସାରେ କ୍ରିକେଟକୁ ଦେଖିବା ଲୋକମାନେ ଅଧିକ ପସନ୍ଦ କରିଥାନ୍ତି। ଭାରତରେ ଛୋଟ ଛୁଆଙ୍କଠୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ କ୍ରିକେଟର ଦିବାନା। ଆପଣ ଜାଣିଥିବେ ଏହି ଟିମରେ ୧୧ ଜଣ ଖେଳାଳି ଖେଳିଥାନ୍ତି ଓ ସେହି ୧୧ ଜଣଙ୍କୁ ବାଛିବା ସବୁଠୁ ମହତ୍ବପୂର୍ଣ୍ଣ ଅଟେ। ପ୍ରତ୍ୟକ ଖେଳ ଆଗରୁ ପ୍ଲେଇଂ ୧୧ର ଟିମ ବଛା ଯାଏ ଓ ଯେଉଁମାନେ ଭଲ ଫର୍ମରେ ଥାନ୍ତି ସେମାନଙ୍କୁ ଖେଳିବାର ସୁଯୋଗ ମିଳିଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି ଯେବେବି ଭାରତର ଅନ୍ୟ କେଉଁ ଦେଶ ସହ ଖେଳ ହବାର ଥାଏ ସେତେବେଳେ କିଏ ଏହି ପ୍ଲେଇଂ ୧୧ଜଣଙ୍କୁ ବାଛିଥାନ୍ତି?

ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବୁ।

ଲାଲୁ ପ୍ରସାଦ ଙ୍କ ୭ଟି ଝିଅମାନେ ମଧ୍ୟ ନୁହନ୍ତି କାହାଠାରୁ କମ, ରାଜଲକ୍ଷ୍ମୀ ହେଉଛନ୍ତି ସବୁଠୁ ଅଧିକ ସୁନ୍ଦର। ଦେଖନ୍ତୁ ଫୋଟୋ।

ପ୍ଲେଇଂ ୧୧ଟିମର ଚୟନ

ଭାରତ କ୍ରିକେଟ ଟିମର କପ୍ତାନ ବିରାଟ କୋହଲୀଙ୍କୁ ଜଣେ ପତ୍ରକାର ଯେବେ ଏହି ପ୍ରଶ୍ନ ପଚାରିଥିଲେ ସେ ବହୁତ ରାଗି ଯାଇଥିଲେ। କାରଣ ସେତେବେଳେ ଭାରତ ଗୋଟେ ମ୍ୟାଚ ହାରିଯାଇଥିଲା ଓ ଅଜିଙ୍କିୟା ରାହାଣେଙ୍କୁ କାହିଁକି ପ୍ଲେଇଂ ୧୧ ରେ ସ୍ଥାନ ଦିଆ ଯାଇଥିଲା ସେ ବିଷୟରେ ପ୍ରଶ ଉଠାଇ ଥିଲେ। ସେତେବେଳେ ସେ କହିଥିଲେ ଯେ ମୁଁ ଏକା ନୁହେଁ ଯିଏ ପ୍ଲେଇଂ ୧୧ଟିମର ଚୟନ କରୁଛି, ମୋ ବ୍ୟତୀତ କିଛି ଅନ୍ୟ ଲୋକମାନେ ମଧ୍ୟ ଅଛନ୍ତି ଯେଉଁମାନେ ଖେଳିବା ପୂର୍ବରୁ ଟିମର ଚୟନ କରିଥାନ୍ତି।

ଆପଣଙ୍କୁ କହି ଦେଉଛୁ ଯେ କ୍ୟାପ୍ଟେନ ବ୍ୟତୀତ ଆଉ ଯିଏ ଟିମର ଚୟନ କରିଥାନ୍ତି ସେ ହେଉଛନ୍ତି ସେହି ଟିମର କୋଚ। ଆପଣ ଜାଣିଛନ୍ତି କୌଣସି ଟିମ ପାଇଁ ତାର କୋଚ ବହୁତ ଜରୁରୀ ଅଟେ, ଓ ବର୍ତ୍ତମାନ ଭାରତ କ୍ରିକେଟ ଟିମର କୋଚ ହେଉଛନ୍ତି ରବି ଶାସ୍ତ୍ରୀ। ରବି ଶାସ୍ତ୍ରୀ ମଧ୍ୟ ଥରେ କହିଥିଲେ ଯଦି ଆପଣ ଭାବୁଛନ୍ତି ଏମାନଙ୍କର ଚୟନ ବିରାଟ କୋହଲୀ କରୁଛନ୍ତି ତେବେ ଆପଣ ଭୁଲ ଭାବୁଛନ୍ତି। କୋହଲୀ କେବଳ କୋଚଙ୍କୁ ତାଙ୍କର ମନ୍ତବ୍ୟ ଦିଅନ୍ତି, ମ୍ୟାଚ ପୂର୍ବରୁ କପ୍ତାନ ଓ କୋଚ ମିଶି ଟିମ ସଂଗଠନ କରନ୍ତି ଯେ ମ୍ୟାଚ କେଉଁ କେଉଁ ମାନେ ଖେଳିବେ।

ଓଡ଼ିଆ ଧାରାବାହିକ ଅଭିନେତ୍ରୀଙ୍କୁ ଅଶ୍ଳୀଳ ମେସେଜ । କଣ ପାଇଁ ଜାଣିଛନ୍ତି ??

ଯେତେବେଳେ ଟିମର ଚୟନ କରାଯାଏ ସେତେବେଳେ ବ୍ୟାଟିଂ କୋଚ ମଧ୍ୟ କପ୍ତାନ ଓ ମୁଖ୍ୟ କୋଚଙ୍କ ସହ ଆଲୋଚନା କରିଥାନ୍ତି, କାହିଁକି ନା ତାଙ୍କୁ ଜଣାଥାଏ କି କେଉଁ ଖେଳାଳି ଏବେ ଫର୍ମ ରେ ଅଛି। ସେ ଖେଳାଳିଙ୍କ ଆଭାସ ସମୟରେ ହିଁ ତାଙ୍କ ଫର୍ମ ବିଷୟରେ ଜାଣି ଯାଇଥାନ୍ତି ଓ ସେ ଯେଉଁ ଖେଳାଳିଙ୍କ ନାମ ଦିଅନ୍ତି ସେମାନଙ୍କ ଉପରେ ପ୍ରଥମେ ଚର୍ଚ୍ଚା କରାଯାଏ।

ବ୍ୟାଟିଂ ସହ ବୋଲିଂର ମଧ୍ୟ ବହୁତ ଧ୍ୟାନ ଦିଆ ଯାଏ, ଏଥିରେ ବୋଲିଙ୍ଗରେ ଥିବା କୋଚଙ୍କ ପରାମର୍ଶ ନିଆଯାଇଥାଏ। ତାଙ୍କ ପରମର୍ଶ ଅନୁସାରେ ଏହା ନିଷ୍ପତ୍ତି ନିଆଯାଏ ଯେ କେଉଁ ମାନେ ଖେଳିବେ ଓ ଟିମରେ କେତୋଟି ସ୍ପିନର ଓ କେତୋଟି ଫାଷ୍ଟ ବୋଲର ରହିବେ।