Jyotish Shastra- ଖୁସି ହେଲେ ଶନି ଦେବ, ଆଜି ଠାରୁ ଏହି 6 ଟି ରାଶି ହେବେ କୋଟିପତି

ଆପଣ ମାନେ ଜାଣିଥିବେ ଯେଉଁ ସମୟରେ ଗ୍ରହ ମାନଙ୍କର ସ୍ଥିତି ବଦଳି ଥାଏ ସେହି ସମୟରେ ଆମ୍ଭ ମାନଙ୍କର ଭାଗ୍ୟ ମଧ୍ୟ ପରିବର୍ତନ ହୋଇଥାଏ ଓ ଏହା ମନୁଷ୍ୟ ଜୀବନ ଉପରେ ପଡିଥାଏ । କିନ୍ତୁ ଏହାକୁ ଆମେ ବୁଝିପାରି ନଥାଉ । ଏହା ଛଡା ଗ୍ରହ ମାନଙ୍କର ସ୍ଥିତି ବଦଳିବା ଦ୍ଵାରା ଆମ ସହିତ ବିଭିନ୍ନ ପ୍ରକାରର ଘଟଣା ମାନ ଘଟି ଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ  ପ୍ରତ୍ୟକ ଗ୍ରହ ମାନଙ୍କର ପ୍ରଭାବ ଆମ ଉପରେ ପଡିଥାଏ ।

ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଶନିଦେବଙ୍କୁ ନ୍ୟାୟ ଦେବତା ପରି ପୂଜା କରାଯାଏ । ଶନି ଦେବଙ୍କର ଯେତିକି ଖରାପ ପ୍ରଭାବ ପକାଇ ଥାନ୍ତି ସେ କିଛି ଲୋକଙ୍କର ବହୁତ ଭଲ ମଧ୍ୟ କରିଥାନ୍ତି । ଶନି ଦେବ ଯାହା ଉପରେ ସନ୍ତୁଷ୍ଟ ହୋଇଥାନ୍ତି ତେବେ ସେହି ସମୟ ଲୋକଙ୍କ ପାଇଁ ବହୁତ ଶୁଭ ହୋଇଥାଏ । ସେ ଯେହେତୁ ନ୍ୟାୟର ଦେବତା ଅଟନ୍ତି ସେଥିପାଇଁ ଯେଉଁ ମାନେ ପାପ କରନ୍ତି ସେମାନଙ୍କୁ ସେ ଦଣ୍ଡ ଦେଇଥାନ୍ତି ।

ମେଷ

ଆଜି ଦିନ ପରଠାରୁ ଏହି ରାଶି ମାନଙ୍କ ଉପରେ ଶନି ଦେବ ପ୍ରସନ୍ନ ରହିବେ । ଧନ କୌଣସି ଅଭାବ ଦେଖା ଦେବ ନାହିଁ । କିନ୍ତୁ ସେମାନଙ୍କୁ ଶନି ଦେବଙ୍କ ଉପରେ ବିଶ୍ଵାସ କରିବାକୁ ପଡିବ । ଏଥି ସହିତ ଆପଣଙ୍କୁ ଭଲ ମନରେ ପ୍ରାଥର୍ନା କରିବାକୁ ପଡିବ ।

ସିଂହ

ଏହି ରାଶି ଉପରେ ଶନି ଦେବଙ୍କର କୃପା ରହିବ ।  ସେମାନଙ୍କର ଆତ୍ମ ବିଶ୍ଵାସ ବଢିବ । କିନ୍ତୁ ସେମାନଙ୍କୁ ସତ କର୍ମ କରିବା ସହିତ ନିଷ୍ଠା ଓ ପରିଶ୍ରମ ସହିତ କରିବାକୁ ପଡିବ ।  ଶନିଦେବ ସବୁ ବେଳେ ସେହି ମାଙ୍କର ସାଥ ଦେଇଥାନ୍ତି ଯେଉଁ ମାନେ ପରିଶ୍ରମ ଅଧିକା କରିଥାନ୍ତି ତାଙ୍କ ଉପରେ ସବୁ ବେଳେ ସନ୍ତୁଷ୍ଟ କରନ୍ତି ।

କନ୍ୟା

ଭଗବାନ ଶନି ଦେବ ଆପଣଙ୍କର ଭାଗ୍ୟରେ ବହୁତ ପରିବର୍ତନ କରିବେ । ଯଦି ଆପଣ ନିଜ ଜୀବନ ସାଥିଙ୍କ ସହ କାଟୁଛନ୍ତି ଓ ମାତା ପିତାଙ୍କ ସହ ରହି ତାଙ୍କର ସେବା କରନ୍ତୁ । ବସାୟରେ କୌଣସି ଏକ ଭଲ ରାସ୍ତା ଓ କିଛି ନୂଆ ବାଟ ଫିଟିଯିବ ।

ତୁଳା

ସଫଳତା ନିଜ ପାଖରେ ଅଛି ଟିକେ ପରିଶ୍ରମ କରନ୍ତୁ । କିନ୍ତୁ ସବୁ ସମୟରେ ପାଟି ତୁଣ୍ଡ କରନ୍ତୁ ନାହିଁ । ଅଯଥା କଥାବାର୍ତା ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ । ଏଥି ସହିତ ଶନି ଦେବଙ୍କର ଆରାଧନା କରନ୍ତୁ । ଧନ ମିଳିବାର ମଧ୍ୟ ନୂଆ ବାଟ ମିଳି ଯାଇପାରେ । ଯେଉଁ ମାନେ ଚାକିରି କରଥିବା ଲୋକେ ବହୁତ ଭଲରେ ରହିବେ । ପାଠପଢା ପିଲା ମାନଙ୍କୁ ନିଜର ଦକ୍ଷ ଅନୁଯାଇ ବହୁତ ଭଲ ଫଳ ପ୍ରଦ ହେବ ।

କର୍କଟ

ଆପଣଙ୍କୁ ମନ ଚାହୁଁଥିବା ଚାକିରି ଆଜି ମିଳିପାରେ । ଏହା ସହିତ ଲୋକ ମାନଙ୍କର ପୂର୍ବରୁ ରହିଯାଇଥିବା କାର୍ଯ୍ୟ ଏବେ ଖୁବ ଶୀଘ୍ର ପୂର୍ଣ ହୋଇଯିବ । ଜୀବନରେ ଆସୁଥିବା ଦୁଃଖ ଓ କଷ୍ଟ ମଧ୍ୟ ଦୂରେଇ ଯିବ । ପାଠପଢା ପିଲା ମାନଙ୍କୁ ନିଜର ଦକ୍ଷ ଅନୁଯାଇ ବହୁତ ଭଲ ଫଳ ପ୍ରଦ ହେବ । ନିଜର ଦକ୍ଷ ଠାରୁ ଅଧିକା ଦାଇତ୍ୟ ନେଇପାରନ୍ତି ।

କୁମ୍ଭ

ଜୀବନରେ ସବୁ ପ୍ରକାରର ବାଧା ବିଘ୍ନ ଦୂର ହେବ ଓ କେହି ଜଣେ ଆପଣଙ୍କୁ ବହୁତ ସହୋଯୋଗ କରିବେ ଯାହାକି ଆଗକୁ ବହୁତ ଲାଭବାନ ହେବେ । ପ୍ରେମ ସମ୍ପର୍କ ଥିବା ଲୋକଙ୍କର ବହୁତ ଶୀଘ୍ର ବିଭାହ ହୋଇଯିବ । ଆପଣଙ୍କର ପୂର୍ବରୁ କରାଯାଇଥିବା କଷ୍ଟ ଓ ପରିଶ୍ରମର ଫଳ ଆପଣ ଖୁବ ଶୀଘ୍ର ମିଳିଯିବ । ଆର୍ଥିକ ସ୍ଥିତି ସୁଦୃଢ ରହିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।