ଖେଳିବାକୁ ଯାଇ ନିଖୋଜ ଥିବା ରୁଦ୍ର ଘଟଣାର ହୋଇଛି ପର୍ଦ୍ଦାଫାଶ, ଏବେ 3 ଛାତ୍ରଙ୍କୁ ଗିରଫ କଲା ପୋଲିସ

ନମସ୍କାର ବନ୍ଧୁଗଣ । ମୃତ ରୁଦ୍ର ଙ୍କ ହତ୍ୟା ମାମଲାରେ 3 ଜଣ ଅଭିଯୁକ୍ତ ଙ୍କୁ ଧରିଛି ପୋଲିସ । ଆଉ ଘଟଣା ସ୍ଥଳକୁ ଯାଇ ପୋଲିସ ଓ ସାଇଣ୍ଟିଫିକ ଟିମ ତଦନ୍ତ କରୁଛନ୍ତି । ପୋଲିସ ସେହି ଜାଗାରେ ପହଞ୍ଚି ଯାଇଛି ଯେଉଁ ଠାରେ 3 ଜଣ ଛାତ୍ର ମିଶି ରୁଦ୍ର ଙ୍କୁ ମାରି ଦେଇଥିଲେ । ମୃତ୍ୟୁ ହେବାର 2 ଦିନ ପୂର୍ବରୁ ରୁଦ୍ର ଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ ଦେଇଥିଲେ ରୁଦ୍ର ନିଖୋଜ ହୋଇ ଯାଇଛି ।

ପୋଲିସ ମଧ୍ୟ ଏହି ଘଟଣାକୁ ତନ ତନ କରି ଯାଞ୍ଚ କରି ରୁଦ୍ର ର ମୃତ ଶରୀର ପାଇଥିଲା । ଆଉ ଏବେ ଅଭିଯୁକ୍ତ ମାନଙ୍କ ପାଖରେ ପହଞ୍ଚି ଯାଇଛି ପୋଲିସ । ଅଭିଯୁକ୍ତ ମାନଙ୍କର ତଥ୍ୟ ଆଧାର ରେ ସମସ୍ତ ଦିଗକୁ ଏବେ ପୋଲିସ ଯାଞ୍ଚ କରୁଛି । ରାଉରକେଲା ସହରର ସାରୁନା ଛକ ର ହେକେଡ଼ ରୋଡ ଠାରେ ରୁଦ୍ର ଙ୍କୁ ମାରି ଫିଙ୍ଗି ଦେଇଥିଲେ 3 ଅଭିଯୁକ୍ତ । ତା ପରେ ଉଦିତ ନଗର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଜାରି ରଖିଥିଲା ।

ଆଉ ଏବେ ପୋଲିସ କିଛି ପ୍ରମାଣ ମିଳିଛି ବୋଲି କୁହା ଯାଉଛି । ଅଞ୍ଚଳ ବାସୀ ଙ୍କ କହିବା ଅନୁଯାୟୀ କୌଣସି ଗୁପ୍ତ କଥାକୁ ନେଇ ରୁଦ୍ର ଙ୍କୁ ସେହି 3 ଜଣ ଛାତ୍ର ମାରି ଦେଇଛନ୍ତି । ତା ପରେ ଏମିତି ରୁଦ୍ର ଙ୍କ ମୃତ ଶରୀର କୁ ଫିଙ୍ଗି ଦେଇଛନ୍ତି । ଏବେ ପୋଲିସ ମଧ୍ୟ ଘଟନା ସ୍ଥଳକୁ ଆସି ପାରି ପାର୍ଶ୍ଵିକ ସ୍ଥିତି କୁ ଯାଞ୍ଚ କରୁଛି । ତେବେ ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ପହଞ୍ଚି ସବୁ ଦିଗକୁ ତଦନ୍ତ କରୁଛନ୍ତି ।

ତେବେ ଏହି ଘଟଣାକୁ ନେଇ ଏବେ ପୁରା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ରୁଦ୍ର ଙ୍କୁ ସେହି 3 ଜଣ ଛାତ୍ର କେଉଁ କାରଣ ପାଇଁ ହତ୍ୟା କରିଛନ୍ତି ତାହାର ସଠିକ ସୂଚନା ଏ ଯାଏଁ ପୋଲିସ ପାଖରେ ନାହିଁ । ଅଭିଯୁକ୍ତ ମାନଙ୍କୁ ଧରିବା ପରେ ପୋଲିସ ଏହି ଘଟଣାକୁ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି ।

ଅଭିଯୁକ୍ତ ମାନଙ୍କ ଠାରୁ କଥା ଆଦାୟ କରିବା ପରେ ସତ ସାମ୍ନା କୁ ଆସିପାରେ ବୋଲି କୁହା ଯାଉଛି । ଆଉ କିଛି ସମୟ ମଧ୍ୟରେ ଜଣ ଅପଡିବ କେଉଁ କାରଣରୁ ରୁଦ୍ର ଙ୍କୁ ସେହି 3 ଜଣ ଛାତ୍ର ମାରିଲେ । ତେବେ ରୁଦ୍ର ଙ୍କୁ ହରାଇ ତାଙ୍କ ପୁରା ପରିବାର ଏବେ ଦୁଃଖ ରେ ଭାଙ୍ଗି ପଡିଛନ୍ତି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।