ଖରାପ ସମୟ ଆରମ୍ଭ ହେବା ପୁର୍ବରୁ “ଝିଟିପିଟି” ଦେଇଥାଏ ଏହି 3 ସଂକେତ, ଏବେହିଁ ଜାଣନ୍ତୁ

ସବୁ ମଣିଷ ର ଜୀବନରେ ଭଲ ଏବଂ ଖରାପ ସମୟ ଆସିଥାଏ । ଯଦି ଆଜିର ସମୟରେ କାହାର ଜୀବନରେ ଭଲ ସମୟ ଏବଂ ଖୁସି ଅଛି ତେବେ ଗୋଟିଏ ଦିନ ସେହି ସମୟ ଦୁଖରେ ବଦଳ ଯିବ । ଖରାପ ସମୟ ଏବଂ ଭଲ ସମୟ ଗୋଟେ ଅନ୍ୟର ବିପରୀତ ଶବ୍ଦ ଅଟେ, ଯାହା ମଣିଷର ଭାଗ୍ୟରେ ବଦଳିବାର ବେଶି ସମୟ ଲାଗେ ନାହିଁ । ଯେମିତି ଅନ୍ଧକାର ରାତି ପରେ ଉଜ୍ଵଳ ସକାଳ ଆସେ, ସେହି ପ୍ରକାର ଖରାପ ସମୟ ପରେ ଭଲ ସମୟ କେବେ ନା କେବେ ନିଶ୍ଚିୟ ଆସିଥାଏ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଭଲ ସମୟ ଏବଂ ଖରାପ ସମୟ ର ଆରମ୍ଭ ପୂର୍ବରୁ ଭଗବାନ ଆମଙ୍କୁ କିଛି ସଂକେତ ଦେଇଥାନ୍ତି ଯାହାକୁ ଆମେ ଠିକ ସମୟରେ ବୁଝି ପାରି ନଥାଉ । ଆଜି ଆମେ ଆପଣଙ୍କୁ ଝିଟିପିଟି ଦ୍ଵାରା ଦିଆ ଯାଇଥିବା କିଛି ଏମିତି ହିଁ ସଂକେତ ଗୁଡିକ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଖରାପ ସମୟ ଆସିବା ଆଗରୁ ଜଣାଇ ଦେବ । ତେବେ ଚାଲନ୍ତୁ ଜାଣିବା ଏହି ସଂକେତ ବିଷୟରେ କିଛି କଥା ।

ଏହା ଅଟେ ଝିଟିପିଟି ଦ୍ଵାରା ଦିଆ ଯାଉଥିବା ଖରାପ ସମୟର ସଂକେତ :

ଯଦି ଆପଣ କୌଣସି କାମ ରୁ ଘରୁ ବାହାରକୁ ଆସିଛନ୍ତି ଏବଂ ଫେରିବା ସମୟରେ ଆପଣଙ୍କୁ ପ୍ରଥମେ କବାଟ ପାଖରେ ଝିଟିପିଟି ର ଦର୍ଶନ ହୋଇଯାଏ ତେବେ ଏହାର ଅର୍ଥ ଆପଣଙ୍କର ଖରାପ ସମୟ ବହୁତ ଜଲ୍ଦି ଆରମ୍ଭ ହେବାର ଅଛି ।

ଘରେ ଝିଟିପିଟି ଦେଖିବା ଶୁଭ ସମୟର ସଂକେତ ଦେଇଥାଏ । କିନ୍ତୁ ଯଦି ଆପଣ ନୂଆ ଘର ନେଇଛନ୍ତି ଏବଂ ସେଠି ଝିଟିପିଟି ମରିବା ଅବସ୍ଥାରେ ମିଳିଥାଏ ତେବେ ଘରେ ପ୍ରବେଶ କରିବା ପୂର୍ବରୁ ଭଲ ଭାବରେ ପୂଜା ହୋମ କରିଦେବା ଉଚିତ । ଯଦି ଆପଣ ଏହା ନକରିବେ ତେବେ ସେହି ଘରେ ରହୁଥିବା ବ୍ୟକ୍ତିର କେବେବି ଉନ୍ନତି ହେବ ନାହିଁ ।

ଯଦି ଜଣା ଅଜଣା ରେ ଝିଟିପିଟି ଆପଣଙ୍କର ଶରୀରର କୌଣୟସ ଅଙ୍ଗରେ ପଡିଯାଏ ତେବେ ତାହାର ଭଲ ଏବଂ ଖରାପ ଦୁଇଟି ପରିଣାମ ହୋଇଥାଏ । ଯେମିତି କି ଝିଟିପିଟି ଆପଣଙ୍କ କପାଳରେ ପଡିଥାଏ ତେବେ ତାହା ଆପଣଙ୍କ ପାଇଁ ଖୁସି ର ସଂକେତ ଆଣିଥାଏ ଏବଂ ଜଲ୍ଦି ଆପଣଙ୍କୁ ଧନର ଲାଭ ହେବାକୁ ଅଛି ।

କିନ୍ତୁ ଯଦି ଝିଟିପିଟି ଆପଣଙ୍କ ମୁଣ୍ଡରେ କିମ୍ବା ଚୁଟି ରେ ପଡିଯାଏ ତେବେ ଆପଣ ସତର୍କ ହୋଇଯାଆନ୍ତୁ କାରଣ ଏହା ଅର୍ଥ ଆପଣଙ୍କ ଜୀବନରେ ବହୁତ ସଙ୍କଟ ଆସିବାର ଅଛି କିମ୍ବା ଆପଣଙ୍କର ମୁର୍ତ୍ୟୁ ନିକଟତର ଅଛି ।