ଗୁରୁବାର ଦିନ କଦଳୀ ଗଛର ଏହି ଉପାୟ ଆପଣଙ୍କୁ କରିଦେବ ଧନବାନ, ଟଙ୍କାରେ ସବୁବେଳେ ଭରି ରହିବ ଆପଣଙ୍କ ପକେଟ

ସବୁ ମନୁଷ୍ୟ ର ଜୀବନରେ କେବେ ନ କେବେ କୌଣସି ନା କୌଣସି ଅସୁବିଧା ଆସି ଥାଏ । ଜୀବନରେ ଅସୁବିଧା କାରଣରୁ ବହୁତ ସମସ୍ୟା ଆସି ଥାଏ । ଏହି ସମସ୍ୟା କାରଣରୁ ବ୍ୟକ୍ତି ପୁରା ପୁରୀ ଭାଙ୍ଗି ଯାଇଥାଏ । ସବୁ କାମ ଅଟକି ଯାଏ, ଏହିଷ ସବୁ ଅସୁବିଧା କୁ ଦେଖି ଆଜି ଆମେ ଆପଣଙ୍କ ପାଇଁ କଦଳୀ ଗଛର ଏକ ଏମିତି ଉପାୟ ଆଣିଛୁ ଯାହାକି ଆପଣଙ୍କ ଘରର ଅସୁବିଧା ଗୁଡିକୁ ସଙ୍ଗେ ସଙ୍ଗେ ଦୂର କରି ଦେବ ।

  • ଜ୍ୟୋତିଷଙ୍କ ଅନୁସାରେ ଗୁରୁବାର ଦିନ ମାତା ଲକ୍ଷ୍ମୀଙ୍କ ପୂଜା ସଙ୍ଗେ ସଙ୍ଗେ ଭଗବାନ ବିଷ୍ଣୁଙ୍କର ମଧ୍ୟ ଯଦି ଆମେ ପୂଜା କରିବା ତେବେ ଆମ ଘରେ ଆସୁଥିବା ସବୁ ଅସୁବିଧା ଗୁଡିକ ଦୂର ହୋଇଯିବ ।
  • ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କର ପୂଜା କରିବା ଦ୍ଵାରା ଆପଣଙ୍କର ମନ ମୁତାବକ ଜୀବନସାଥୀ ମିଳି ପାରିବ ।
  • ସୂର୍ଯ୍ୟଉଦୟ ପୂର୍ବରୁ ସ୍ନାନ କରିବା ପରେ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧି ଭଗବାନ ବିଷ୍ଣୁଙ୍କର ପୂଜା କରନ୍ତୁ, ଧନ ପ୍ରାପ୍ତି ହେବ ।

  • ଯେଉଁ ବ୍ୟକ୍ତି କଦଳୀ ଗଛର ପୂଜା କରୁଥିବେ, ତେବେ ସେ ଧ୍ୟାନ ରଖିବ କି ସେ ସେହି ଦିନ କଦଳୀ ଖାଇବେ ନାହିଁ । କଦଳୀ ଗଛ ପୂଜା ଦିନ କଦଳୀ ଖାଇବା ନିଷେଧ ମନା ଯାଏ ।
  • ପଣ୍ଡିତଙ୍କ ଅନୁସାରେ ଗୋଟିଏ ମୁଠା ଚଣା ହଲଦିରେ ମିଶାଇ ଦିଅନ୍ତୁ, ଏହା ପରେ ଏହି ମିଶ୍ରଣକୁ କଦଳୀ ଗଛର ମୂଳରେ ଢାଳି ଦିଅନ୍ତୁ ଏହା ଦ୍ଵାରା ଆପଣଙ୍କର ଘରେ କେବେ ବି ଧନର ହ୍ରାସ ହେବ ନାହିଁ ।
  • ଏହା ଛଡା ଗାଈକୁ ଓଦା ଥିବା ଚଣାର ଡାଲି ଖୁଆଇବା ଦ୍ଵାରା ଘରେ ସକାରାତ୍ମକ ଊର୍ଜା ର ବାସ ହୋଇ ଥାଏ ।

  • କୁହାଯାଏ କି ଚଣା ଡାଲି ସହିତ ଭଗବାନ ବିଷ୍ଣୁଙ୍କୁ ହଳଦିଆ ରଙ୍ଗର ଫୁଲ ଚଢାଇବା ଦରକାର । ହଳଦିଆ ରଙ୍ଗର ମିଠା ଚଢାଇବା ଉଚିତ ।
  • ଏହି ଦିନ ହଳଦୀ ରଙ୍ଗର ଟୀକା ଲଗାଇବା ଦ୍ଵାରା ବହୁତ ଶୁଭ ମନା ଯାଏ । କାର୍ଯ୍ୟରେ ସଫଳତା ମିଳି ଥାଏ ।