Brilliant Odia GK: ଖଜୁରୀ ଖାଇବା ଦ୍ଵାରା କଣ ଶୀଘ୍ର ବଢିଥାଏ ? ଏହାସହ ଜାଣନ୍ତୁ ଆହୁରି କେତେକ ବଛାବଛା ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର

ନମସ୍କାର ବନ୍ଧୁଗଣ, ଜୀବନରେ ବଞ୍ଚିଥିବା ଯାଏ କେବେ ମଧ୍ୟ ଜ୍ଞାନ ଆହରଣ କରିବା କ୍ଷମତା ବା ବୟସ ସରି ନଥାଏ । ଜ୍ଞାନ ଗ୍ରହଣ କରିବା ପାଇଁ ସର୍ବଦା ବଞ୍ଚିଥିବା ଯାଏ ନିଜ ଜ୍ଞାନ ଆହରଣର ଦ୍ଵାରକୁ ଖୋଲା ରଖିବା ଉଚିତ । ତେବେ ଆଜି ଆପଣ ମାନେ ଆମର ଏହି ପୋଷ୍ଟ ମାଧ୍ୟମରେ ନିଜର ଜ୍ଞାନ ପରକ୍ଷା ସହ ଜ୍ଞାନ ବୃଦ୍ଧି ମଧ୍ୟ କରାଇପାରିବେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା କିଛି ଅଜଣା ପ୍ରଶ୍ନ ଯାହାର ଉତ୍ତର ଆପଣଙ୍କୁ ଜ୍ଞାନୀର ପରିଚୟ ଦେବ ।

1- ଦିଲ୍ଲୀ ଲାଲ କିଲ୍ଲାର ନିର୍ମାଣ କିଏ କରିଥିଲେ ? ଉତ୍ତର: ଶାହାଜାହାନ

2- ସୌର ମଣ୍ଡଳ ସନ୍ଧାନ କିଏ କରିଥିଲେ ? ଉତ୍ତର: କୋପରନିକସ ସୌର ମଣ୍ଡଳ ସନ୍ଧାନ କରିଥିଲେ ।

3- ଫୁଲର କ୍ଷେତକୁ କଣ କୁହାଯାଏ ? ଉତ୍ତର: ଫୁଲର କ୍ଷେତକୁ ଫ୍ଲୋରିକଲଚର କୁହାଯାଏ ।

4- ଇନସୁଲିନର ସନ୍ଧାନ କିଏ କରିଥିଲେ ? ଉତ୍ତର: ବେଟିଙ୍ଗ ।

5-  ଭାରତର ଗ୍ରେଡ ଓଲ୍ଡ ମ୍ୟାନ କାହାକୁ କୁହାଯାଏ ? ଉତ୍ତର: ଦାଦଭାଇ ନରୋଜି ।

6- ଭାରତର ଅନ୍ତିମ ଗଭର୍ନର କିଏ ଥିଲେ ? ଉତ୍ତର: ଲର୍ଡ କେନିଙ୍ଗ ଭାରତର ଅନ୍ତିମ ଗଭର୍ନର ଥିଲେ ।

7-  ସୁର ସରୋବର ପକ୍ଷୀ ବିହାର କେଉଁଠାରେ ଅଛି ? ଉତ୍ତର: ଆଗ୍ରା ଠାରେ ସୁର ସରୋବର ପକ୍ଷୀ ବିହାର ରହିଛି ।

8-  ଏକ ଟଙ୍କାର ନୋଟ କିଏ ଜାରି କରିଥିଲେ ? ଉତ୍ତର: ବିତ୍ତ ମନ୍ତ୍ରାଳୟ ଏକ ଟଙ୍କାର ନୋଟ ଜାରି କରିଥିଲେ ।

9- ତରଭୁଜ କେଉଁ ପ୍ରକାର ଫସଲ ଅଟେ ? ଉତ୍ତର: ଜାୟଜ ଫସଲ ଅଟେ ତରଭୁଜ ।

10- ଭାରତର କେଉଁ ରାଜ୍ୟରେ ଲୁଣର ଅଧିକ ଉତ୍ପାଦନ ହୋଇଥାଏ ? ଉତ୍ତର: ଗୁଜୁରାଟ ରେ ଅଧିକ ଲୁଣ ଉତ୍ପାଦନ କରାଯାଏ ।

11- କମ୍ପୁଟରର ପିତା କାହାକୁ କୁହାଯାଏ ? ଉତ୍ତର: ଚାଲ୍ସ ବେବେଜଙ୍କୁ କମ୍ପୁଟରର ପିତା ବୋଲି କୁହାଯାଏ ।

12-  ଶ୍ଵେତକ୍ରାନ୍ତି କାହା ସହ ସମ୍ଭ୍ରାଧିତ ଅଟେ ? ଉତ୍ତର: କ୍ଷୀର ଉତ୍ପାଦନ ।

13- ଚୋରୀ-ଚୋରୀ କାଣ୍ଡ କେଉଁଠାରେ ହୋଇଥିଲା ? ଉତ୍ତର: ଗୋରଖପୁର ଠାରେ ଚୋରୀ-ଚୋରୀ କାଣ୍ଡ ହୋଇଥିଲା ।

14- ଭାରତର ସବୁଠାରୁ ପ୍ରଥମ ରାଜ୍ୟ କଣ ଥିଲା ? ଉତ୍ତର: ବିହାର ଥିଲା ଭାରତର ପ୍ରଥମ ରାଜ୍ୟ ।

15- ଶାନ୍ତିକେତନର ସ୍ଥାପନ କିଏ କରିଥିଲେ ? ଉତ୍ତର: ରବୀନ୍ଦ୍ରନାଥ ଟାଗୋର ଶାନ୍ତି କେତନର ସ୍ଥାପନ କରିଥିଲେ।

16- ରଡ଼ାରର ଆବିଷ୍କାର କେଉଁ ଦେଶରେ ହୋଇଥିଲା ? ଉତ୍ତର: ସ୍କଟଲ୍ୟାଣ୍ଡରେ ରାଡ଼ାରର ଆବିଷ୍କାର ହୋଇଥିଲା ।

17-  ଲୁହରେ କଣ ମିଳିଥାଏ ? ଉତ୍ତର: ଲୁହରେ ସୋଡିୟମ କ୍ଳୋରାଇଡ ଥାଏ ।

18- ଖଜୁରୀ ଖାଇବା ଦ୍ଵାରା କଣ ଶୀଘ୍ର ବଢିଥାଏ ? ଉତ୍ତର: ଖଜୁରୀ ଖାଇବା ଦ୍ଵାରା ରକ୍ତ ବଢିଥାଏ ଶୀଘ୍ର । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ କାର୍ଯ୍ୟକାରୀ ହେବ ।