ଆଜିର ରାଶିଫଳ, 07 ମାର୍ଚ୍ଚ 2023, ମଙ୍ଗଳବାର, ବଜରଙ୍ଗବଲିଙ୍କ ଆଶୀର୍ବାଦ ରହିବ ଏହି 5ଟି ରାଶି ଉପରେ, ମିଳିବ କିଛି ବଡ ଖବର

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୦୭ ମାର୍ଚ୍ଚ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କୁ ସାହାଜ୍ଯ ର ଜରୁରତ ପଡିବ । ଆପଣଙ୍କୁ ବନ୍ଧୁ ବା ପରିଜନଙ୍କ ସହଯୋଗ ମିଳିବ । କିଛି କାମରେ ଅଯଥା ପଇସା ଖର୍ଚ୍ଚ ହୋଇପାରେ । ଆପଣ ଏତେ ବଡ ଖର୍ଚ୍ଚ କରନ୍ତୁ ନାହି । କାରୋବରରେ ଆପଣଙ୍କର ସ୍ଥିତି ସାମାନ୍ଯ ରହିବ । ଆର୍ଥିକ ସ୍ଥିତି ମଜବୁତ ରହିବ । ବ୍ୟାପାର ରେ ବିସ୍ତାର ସହ ବ୍ୟାପାର ଜାଗାରେ ନିଜର ପରିଚୟ ବନାଇବେ ।

ବୃଷ ରାଶି : ବିବାହର ପ୍ରସ୍ତାବ ଆସିପାରେ କିମ୍ବା କାହା ସହ ପ୍ରେମର ସମ୍ପର୍କ ବନିପାରେ । ଆପଣ ନିଜର ସୁମଧର ବାଣୀ ଦ୍ଵାରା କାହାକୁ ମନାଇବେ । ତାହା ଉପରେ ଆପଣ କାମ କରିବା ଆରମ୍ଭ କରି ଦିଅନ୍ତୁ । ଅନେକ ଦିନରୁ ଚାକିରି ପାଇଁ ପ୍ରମୋଶନର ଅପେକ୍ଷାରେ ଅଛନ୍ତି ତାହା ପ୍ରାପ୍ତ ହେବ । କ୍ଯାରିୟରରେ ଉନ୍ନତି ହେବ । ବହୁତ ଦିନରୁ ଖାଲି ବସିଥିଲେ ନୂତନ ଚାକିରି ମିଳିବ । ତେବେ ଯାଇ ଏମାନେ ମନ ମୁତାବକ ଲାଭ କମାଇବେ ।

ମିଥୁନ ରାଶି : ଆଜି ଆପଣଙ୍କ ଦିନ ବହୁତ ଲାଭଦାୟୀ ରହିବ । ଯାନବାହନ କ୍ରୟ କରିବାକୁ ଚାହୁଁଥିଲେ ସଫଳ ହେବେ । ଆଜି ଆପଣ ଅସହାୟ ଲୋକଙ୍କର ସାହାଜ୍ଯ କରିବେ । ପ୍ରେମ ସମ୍ପର୍କ ପାଇଁ ଦିନ ଭଲ ଅଛି । ମନରେ ଆନ୍ତରିକ ଶାନ୍ତି ଅନୁଭବ ହେବ । ସାଂସାରିକ ସୁଖ ଭୋଗ ର ସାଧନାରେ ବୃଦ୍ଧି ର ଦିନ ଅଟେ । ଆପଣ ନିଜର ଦୈନିକ ଆବଶ୍ୟକତା ପୁରା କରିବାକୁ ଧାନ ବ୍ୟୟ କରିବେ ।

କର୍କଟ ରାଶି : ଅତିରିକ୍ତ ଆୟ ର ସାଧନାରେ ଆପଣଙ୍କ ନଜର ଆସିବ । କିଛି ନୂଆ ଯୋଜନା କରିବାକୁ ଚିନ୍ତା କରିବେ । ଆପଣଙ୍କ ଭାଗ୍ଯର ସୀତାରା ଚମକିବ । କୌଣସି ଖାସ କାମ ପାଇଁ ଆପଣଙ୍କୁ ନୂଆ ଅଦିଆ ମିଳିବ । ଆର୍ଥିକ ମାମଲାରେ ଅବହେଳା କରିଲେ ଅପାନ ସମସ୍ୟାରେ ପଡି ପାରନ୍ତି । ଗୁରୁଜନ ନିଜର ଜିନ ଶୈଳୀ, ତୀର୍ଥ ଯାତ୍ରା ପ୍ରତି ଅଧିକ ସତର୍କ ରୁହନ୍ତୁ । ଆପଣ ପୁରୁଣା କରଜ ରୁ ମୁକ୍ତି ପାଇବେ । ଯାହା ଦ୍ଵାରା ଆପଣଙ୍କ ମାନସିକ ବୋଝ କମ ହେବ ।

ସିଂହ ରାଶି : ସନ୍ଧ୍ୟାରେ ଆପଣ ପରିଜନ ଙ୍କ ଘରକୁ ଯାଇ ପାରନ୍ତି । ପିଲା ମାନେ ଆପଣଙ୍କୁ ବ୍ୟସ୍ତ ଓ ଖୁସି ରଖିବେ । ନିବେଶ କରିବା ସମୟରେ ତରବର ହୁଅନ୍ତୁ ନାହି । ସନ୍ତାନ ଙ୍କ ଠାରୁ ଶୁଭ ଖବର ମିଳିବ । ଆଜି ମିଛ କହିବାକୁ ବଞ୍ଚିତ ରୁହନ୍ତୁ ନଚେତ ସମସ୍ଯା ହୋଇପାରେ । ଭଲ ବ୍ୟବହାର ଆପଣଙ୍କ ବ୍ୟକ୍ତିତ୍ବ କୁ ପ୍ରକାଶ କରିବ । ଯେଉଁ ଲୋକ ସମ୍ପତି ରେ ନିବେଶ କରିବାକୁ ଯାଉଛନ୍ତି ସେମାନଙ୍କ ପାଇଁ ଦିନ ଉତ୍ତମ ରହିବ । ସ୍ୱାସ୍ଥ୍ୟ ଭଲ ରହିବ । ଅଧିକ ବ୍ୟସ୍ତ ରହିବେ । ବନୁଥିବା କାମରେ ବ୍ୟବଧାନ ଆସିପାରେ ।

କନ୍ୟା ରାଶି : ଆପଣଙ୍କୁ ନିଜ ପ୍ରୟାସରେ ସଫଳତା ମିଳିବ । ଆପଣଙ୍କ ଶକ୍ତି ରେ ବୃଦ୍ଧି ହେବ । ଆପଣଙ୍କ ମନ ସାମାଜିକ ଓ ଧାର୍ମିକ କାର୍ଯ୍ୟ ରେ ରୁଚି ରହିବ । ଆଜି ଆପଣ କିଛି ଲୋକ ଚାକିରି ରେ ଉନ୍ନତି କରିବେ । ଆଉ କିଛି ନୂଆ ଅବସର ସନ୍ଧାନରେ ରହିବେ । ଆଉ କିଛି ଲୋକ ଆଜି ସନତ ରହିବେ । ଆପଣଙ୍କ ମନରେ ଚିନ୍ତା ରହିପାରେ । ତଥାପି ଆପଣ କିଛି କରିବେ ନାହି ।

ତୁଳା ରାଶି : ଆପଣ ସାମାଜିକ କ୍ଷେତ୍ର ରେ ପ୍ରଶଂସାର ପାତ୍ର ହେବେ । ଆପଣଙ୍କର ଧନ ଲାଭର ଯୋଗ ଅଛି । ଆଜୀବିକାରେ ବୃଦ୍ଧି ହେବ । ରାଜନୀତି ସହ ଜଡିତ ଲୋକ ଙ୍କ ପାଇଁ ଦିନ ଭଲ ଅଛି । ଝଗଡା କରନ୍ତୁ ନାହି । ଆଜି ଆପଣ ବନ୍ଧୁ ଙ୍କ ଜରିଆରେ ଆପଣଙ୍କର ଖାସ ଲୋକଙ୍କର ପରିଚୟ ହେବ । ଯାହା ଆଗକୁ ଯାଇ ଫାଇଦା ଆଣି ଦେବ । ଜୀବନ ସାଥିଙ୍କ ସହ ଉନ୍ନତି ଦେଖି ଆପଣଙ୍କ ମନ ପ୍ରସନ୍ନ ହେବ ।

ବିଛା ରାଶି : ଯଦି ଆପଣ ପରିବାରର କୌଣସି ସଦସ୍ୟ ଙ୍କ ଭବିଷ୍ୟ କୁ ନେଇ ଚିନ୍ତାରେ ଅଛନ୍ତି ତେବେ ପରିବାରର ଗୁରୁଜନ ଙ୍କ ପରାମର୍ଶ ନିଅନ୍ତୁ । ଆଜି ଆପଣଙ୍କୁ କିଛି ନୂଆ ଶୁଖିବାର ଓ ପଢାଇବାର ବହୁତ ସାନଦାର ଅବସର ମିଳିବ । ଆର୍ଥିକ ବିଷୟ ର ଲାଭ ଉଠାନ୍ତୁ । ଆଜି କୌଣସି ଅଟକି ଥିବା କାମ ପୁରା ହେବାରୁ ଖୁସି ମିଳିବ । ଆପଣ ଟ୍ରେନିଙ୍ଗ ପାଠ୍ୟ କ୍ରମ ରେ ଭାଗ ନେବେ । ଏଥିରୁ ଆପଣଙ୍କୁ ନୂଆ ଦ୍ରୁଷ୍ଟି ଅନ ପ୍ରାପ୍ତ ହେବ । ଆପଣ ନିଜର ସମୟ ସୀମା ଓ ଲକ୍ଷ୍ୟ କୁ ପୁରା କରିବା ପାଇଁ ବହୁତ ମେହନତ କରିବେ ।

ଧନୁ ରାଶି : ଆପଣ ସଫଳତା ମଧ୍ୟ ପାଇବେ । ଏହି କାମନା ପୂର୍ତ୍ତି ହେବ । ପଡୋଶୀ ଙ୍କ ସହ ମତଭେଦ କରନ୍ତୁ ନାହି । ପରସ୍ପର ଭିତରେ ଭାଇଚାର ବଢିବ । ନୂଆ କାମ କାମ ଆରମ୍ଭ କରି ପାରିବେ । ଆଜି ଆପଣଙ୍କର ଦିନର ଆରମ୍ଭ ମେହନତ ସହ ହେବ । ବସ୍ତ୍ର ଆଦିରେ ଖର୍ଚ୍ଚ ହେବ । ଆପଣଙ୍କ ପାରିବାରିକ ଓ ବୈବାହିକ ଜୀବନ ସାମଞ୍ଜସ୍ଯ ପୂର୍ଣ୍ଣ ରହିବ । ଲେଖକ କିଛି ମହତ୍ଵ ପୂର୍ଣ୍ଣ ଲାଭ ଆର୍ଟଜିତ କରିବାର ସମ୍ଭାବନା ଅଛି ।

ମକର ରାଶି : ଯଦି ଆପଣ ପରିବର୍ତ୍ତନ ର ଅପେକ୍ଷା ରେ ଅଛନ୍ତି ତେବେ ଆପଣଙ୍କୁ ପ୍ରଯାସ କରିବାକୁ ହେବ । କୌଣସି ପ୍ରିୟଜନ ଙ୍କ ସହ ସ୍ୱାସ୍ଥ୍ୟ କୁ ନେଇ ଚିନ୍ତାରେ ରହିବେ । ଜୀବନ ସାଥି ଙ୍କ ସହଯୋଗ ମିଳିବ । ପରିବାରର କୌଣସି ବ୍ୟକ୍ତି ଆପଣଙ୍କ କଥାର ଭୁଲ ଅର୍ଥ ବାହାର କରିବେ । ଆପଣଙ୍କୁ ନିଜର ପ୍ରଚାର ବିଷୟରେ କିଛି ଉଶ୍ଚାହ ଜନକ ଖବର ଶୁଣିବାକୁ ମିଳିବ । ବିଶିଷ୍ଟ ଲୋକଙ୍କ ସହ ପରିୟଚୟ ହେବ । କୌଣସି ଶୁଭ ସମଚର ପ୍ରାପ୍ତ ହେବ ।

କୁମ୍ଭ ରାଶି : ଆପଣଙ୍କର ଦାଂପତ୍ଯ ଜୀବନ ଖୁସି ରେ ଭାରି ରହିବ । ଆଜି ଆପଣଙ୍କୁ କିଛି ଜରୁରୀ କାମରେ ବନ୍ଧୁ ଙ୍କ ସାହାଜ୍ଯ ମିଳିବ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ଆପଣଙ୍କ ଜୀବନ ସାଥି ଖୁସି ହେବେ । କାର୍ଯ୍ୟ ସ୍ଥଳରେ ଖର୍ଚ୍ଚ ବଢିବ । ଆପଣ ପ୍ରତେକ କାମକୁ ଧର୍ଯ୍ୟ ସହ କରିବେ । ପାରିବାରିକ ସମ୍ପର୍କ ମଜବୁତ ହେବ । ଏହି ରାଶିର ଲୋକ ମାନଙ୍କ ଜୀବନରେ ଖୁସିର ସମୟ ଆସିବାକୁ ଯାଉଛି । ଆପଣଙ୍କର କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ଚାକିରି କ୍ଷେତ୍ର ରେ ଆପଣଙ୍କର ପ୍ରମୋଶନ ହେବ ।

ମୀନ ରାଶି : ବ୍ୟବସାୟରେ ଆପଣ ନୂଆ ନିବେଶ କରିବା ସହ କିଛି ନୂଆ ପ୍ଳାନ କରିବେ । ଯେଉଁ ମାନେ ରାଜନୀତି ଓ କଳା କ୍ଷେତ୍ର ରେ ଅଛନ୍ତି ସେମାନଙ୍କ ପାଇଁ ସମୟ ଅନୁକୂଳ ରହିବ । ଦାଂପତ୍ଯ ଜୀବନରେ ଆପଣ ଜୀବନ ସାଥି ଙ୍କ ସହ ଦୂର ଜାଗାକୁ ଯାତ୍ରା କରିବେ । ସମାଜ ରେ ଆପଣଙ୍କର ମାନ ସମାନ ପ୍ରତିଷ୍ଠା ହେବ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କ ଅଧିକ ସମୟ ବିତାଇବେ । ଆୟ କମାଇବାର ନୂଆ ମାର୍ଗ ଆପଣ ପାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।