ଧନ 10 ଗୁଣା ବଢିବାର ଶାନଦାର ଉପାୟ, ରାତିରେ ଘରେ ଖାଲି ଜଳେଇ ଦିଅନ୍ତୁ ଏହି ଗୋଟିଏ ଜିନିଷ, ଧନ ଆପେ ଟାଣି ହୋଇ ଆସିବ (Vastu Tips)

ନମସ୍କାର ବନ୍ଧୁଗଣ, ମଣିଷ ଜୀବନରେ ବଞ୍ଚିବା ପାଇଁ ଧନର ନିତାଏନଟି ଆବଶ୍ୟକ । ଧନର କମି କାରଣରୁ ଘରେ ଅଭାବ ଅନାଟନ ଲାଗି ରହିଥାଏ । ଆଖିର ଲୁହକୁ କାନିରେ ପୋଛି ନିଜ ଦୁର୍ଭାଗ୍ୟକୁ ଆଦରି ଭଲ ସମୟ ଆସିବାକୁ ଅନାଇ ବସିଥାଏ । ତେବେ ଆଜି ଆପଣଙ୍କ ସେହି ଭଲ ସମୟ ଆସି ସରିଛି । କାରଣ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଏଭଳି ଦୁଇଟି ଜିନିଷ ସମ୍ପର୍କରେ ଯାହାକୁ ଆପଣ ଘରେ ଜଳାଇବା ଦ୍ଵାରା ଆପଣଙ୍କ ଘରକୁ ଧନର ଆଗମନ ହେବା ସହ ଧନ ବୃଦ୍ଧି ମଧ୍ୟ ହୋଇଥାଏ ।

ଆପଣ କିଛି କର୍ପୁର ଏବଂ ଲବଙ୍ଗର ଆବଶ୍ୟକତା ପଡିବ ଏହି ଉପାୟ ପାଇଁ । ଆପଣ ଏହି ଦୁଇଟି ଜିନିଷକୁ ଜଳାଇ ଆପଣଙ୍କ ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିଣତ କରିପାରିବେ । ଆପଣ ଏହାକୁ ଜାଳିବା ଦ୍ଵାରା ଆପଣଙ୍କ ଧନ ସହ ଜଡିତ ସମସ୍ତ ସମସ୍ୟା ଦୂର ହେବ । ଆପଣ କରିଥିବା ସମସ୍ତ କରଜରୁ ମଧ୍ୟ ମୁକ୍ତି ପାଇଯିବେ ।

ଏହି କାର୍ଯ୍ୟ ଆପଣ କରିବା ଦ୍ଵାରା ଆପଣଙ୍କ ଅଟକି ରହିଥିବା ସମସ୍ତ କାର୍ଯ୍ୟ ଆରମ୍ଭ ହେବାକୁ ଲାଗିବ । ଏହାକୁ କରିବା ଫଳରେ ଆପଣଙ୍କ ମନରେ ଥିବା ସମସ୍ତ ଇଛା ପୁରା ହେବାକୁ ଲାଗିବ । ଆପଣ ରାତ୍ରି ସମୟରେ ଗୋଟିଏ ମାଟି ଦୀପରେ କର୍ପୁର ରଖିଦିଅନ୍ତୁ । ଏବଂ ସେହି ଦୀପରେ ପାଞ୍ଚୋଟି ଲବଙ୍ଗ ମଧ୍ୟ ରଖି ଦିଅନ୍ତୁ । ଏହାପରେ ଆପଣ ସେହି କର୍ପୁର ଏବଂ ଲବଙ୍ଗକୁ ନିଆଁ ଲଗାଇ ଦିଅନ୍ତୁ ।

କର୍ପୁର ଏବଂ ଲବଙ୍ଗ ଉଭୟ ଜଳିବାକୁ ଲାଗିଥାଏ । ଦୁଇଟି ଯାକ ଜଳିବା ସମୟରେ ଆପଣ ଏହାକୁ ନେଇ ମୁଖ୍ୟ ଦ୍ଵାରର ବାହାର ପଟର ବାମ ପାଖରେ ରଖି ଦିଅନ୍ତୁ । କାରଣ ଏହି କର୍ପୁର ଜଳିବା ଦ୍ଵାରା ସମସ୍ତ ନକରତ୍ମକ ଊର୍ଜାରୁ ମୁକ୍ତି ମିଳିଥାଏ । ଘରକୁ ଧନ ଆସିବାର ସମସ୍ତ ରାସ୍ତା ଏହା ଖୋଲିଦେଇଥାଏ । ଧନ ସହ ଜଡିତ ଥିବା ସମସ୍ତ ଅସୁବିଧା ଦୂର ହୋଇଥାଏ ଏହି ଦୁଇଟି ଜିନିଷକୁ ଜାଳିବା ଦ୍ଵାରା ।

ଆପଣଙ୍କ ଜୀବନରେ ଧନ ସମ୍ପତ୍ତି ଆସିବାକୁ ଲାଗିଥାଏ ।  ଆପଣଙ୍କ ଘରକୁ ଧନ ଆସିବାର ସବୁ ରାସ୍ତା ଖୋଲିଯାଇଥାଏ । ଟଙ୍କା ରୋଜଗାର ହେବା ସହ ଆପଣଙ୍କ ସଞ୍ଚୟ ମଧ୍ୟ ବଢିବ । ଆପଣ ଏହା କରିବା ଫଳରେ ଆପଣଙ୍କ ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ଏହି ଉପାୟ ମାତା ଲକ୍ଷ୍ମୀଙ୍କୁ ଆପଣଙ୍କ ଘରକୁ ଟାଣି ଆଣିଥାଏ ।

ଯେଉଁ ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ସେହିଘରେ କେବେ ମଧ୍ୟ ଧନ ଏବଂ ଟଙ୍କା ପଇସାର ଅଭାବ ହୋଇନଥାଏ । ସେହି ଘରର ସମସ୍ତ ଲୋକ ଭୋଗ ବିଳାସରେ ସମୟ କଟାଇଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।